ହେଲ୍‌ଥ କାନାଡ଼ା ରିପୋର୍ଟ: ଫାଇଜର କରୋନା ଟିକାରେ କର୍କଟ ସୃଷ୍ଟିକାରୀ ସିମିୟନ ଭୂତାଣ !

The Sakala Picture
Published On

ଓଟାୱା: ଫାଇଜରର କରୋନା ଟିକାରେ କର୍କଟ ସୃଷ୍ଟିକାରୀ ସିମିୟନ ଭୂତାଣ ୪୦ (ଏସ୍‌ଭି-୪୦) ଡିଏନ୍‌ଏ ସିକ୍ବେନ୍ସ ମିଳିଛି। ହେଲ୍‌ଥ କାନାଡ଼ା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ତେବେ ପୂର୍ବରୁ ଫାଇଜର ପକ୍ଷରୁ ଏହି ଡିଏନ୍‌ଏ ନେଇ କୌଣସି ସୂଚନା ଦିଆଯାଇ ନ ଥିଲା। ଏହି ରିପୋର୍ଟକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଯାଇଛି। ଏହି ଡିଏନ୍‌ଏରେ କର୍କଟ ସୃଷ୍ଟି କରିବାର କ୍ଷମତା ରହିଛି। ଆଉ କିଛି ବୈଜ୍ଞାନିକ କୌଣସି ବିପଦ ନାହିଁ ବୋଲି କହିଛନ୍ତି। ସ୍ଥାନୀୟ […]

ଓଟାୱା: ଫାଇଜରର କରୋନା ଟିକାରେ କର୍କଟ ସୃଷ୍ଟିକାରୀ ସିମିୟନ ଭୂତାଣ ୪୦ (ଏସ୍‌ଭି-୪୦) ଡିଏନ୍‌ଏ ସିକ୍ବେନ୍ସ ମିଳିଛି। ହେଲ୍‌ଥ କାନାଡ଼ା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ତେବେ ପୂର୍ବରୁ ଫାଇଜର ପକ୍ଷରୁ ଏହି ଡିଏନ୍‌ଏ ନେଇ କୌଣସି ସୂଚନା ଦିଆଯାଇ ନ ଥିଲା। ଏହି ରିପୋର୍ଟକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଯାଇଛି। ଏହି ଡିଏନ୍‌ଏରେ କର୍କଟ ସୃଷ୍ଟି କରିବାର କ୍ଷମତା ରହିଛି। ଆଉ କିଛି ବୈଜ୍ଞାନିକ କୌଣସି ବିପଦ ନାହିଁ ବୋଲି କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସୂଚନା ଦାଖଲ କରିବା ସମୟରେ ପ୍ଲାସ୍ମିଡ (ଏସ୍‌ଭି-୪୦ ଭଳି) ଭିତରେ କେଉଁ ଡିଏନ୍‌ଏ ଅନୁକ୍ରମ ରହିଛି ତାହାକୁ ଚିହ୍ନଟ କରିବାକୁ ପ୍ରାୟୋଜକମାନଙ୍କୁ କୁହାଯାଇଛି। ତେବେ ପ୍ରାରମ୍ଭିକ ତଥ୍ୟ ପ୍ରଦାନ ସମୟରେ ଫାଇଜର ପ୍ଲାସ୍ମିଡର ସମ୍ପୂର୍ଣ୍ଣ ଡିଏନ୍‌ଏ ସିକ୍ବେନ୍ସ ପ୍ରଦାନ କରାଯାଇଥିଲା। କିନ୍ତୁ ପ୍ରାୟୋଜକ ସ୍ବତନ୍ତ୍ର ଭାବେ ଏସ୍‌ଭି-୪୦ର ସିକ୍ବେନ୍ସ ଯାଞ୍ଚ କରି ନ ଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର