ସାହିତ୍ୟ ପାଇଁ ନରୱେ ଲେଖକ ଜନ ଓଲାଭ୍ ଫୋସେଙ୍କୁ ମିଳିବ ନୋବେଲ୍ ପୁରସ୍କାର

The Sakala Picture
Published On

ଷ୍ଟକହୋମ୍: ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ନରୱେ ଲେଖକ ଜନ ଓଲାଭ୍ ଫୋସେଙ୍କୁ ମିଳିବ ନୋବେଲ୍ ପୁରସ୍କାର । ୨୦୨୩ ମସିହା ପାଇଁ ସାହିତ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନରଓ୍ବେର ଲେଖକ ଜନ୍ ଫୋସେଙ୍କୁ ପ୍ରଦାନ କରାଯିବ ଏହି ସମ୍ମାନଜନକ ନୋବେଲ୍ ପୁରସ୍କାର । ଲେଖକ ଜନ୍‌ ଫୋସେଙ୍କୁ ତାଙ୍କ ନାଟକ ଏବଂ ଗଦ୍ୟ ପାଇଁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ। ତାଙ୍କର ‘ଇନୋଭେଟିଭ୍‌ ପ୍ଲେଜ୍‌ ଆଣ୍ଡ ପ୍ରୋଜ୍‌ ହ୍ବିଚ୍‌ ଗିଭ୍‌ ଭଏସ୍‌ […]

ଷ୍ଟକହୋମ୍: ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ନରୱେ ଲେଖକ ଜନ ଓଲାଭ୍ ଫୋସେଙ୍କୁ ମିଳିବ ନୋବେଲ୍ ପୁରସ୍କାର । ୨୦୨୩ ମସିହା ପାଇଁ ସାହିତ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନରଓ୍ବେର ଲେଖକ ଜନ୍ ଫୋସେଙ୍କୁ ପ୍ରଦାନ କରାଯିବ ଏହି ସମ୍ମାନଜନକ ନୋବେଲ୍ ପୁରସ୍କାର । ଲେଖକ ଜନ୍‌ ଫୋସେଙ୍କୁ ତାଙ୍କ ନାଟକ ଏବଂ ଗଦ୍ୟ ପାଇଁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ। ତାଙ୍କର ‘ଇନୋଭେଟିଭ୍‌ ପ୍ଲେଜ୍‌ ଆଣ୍ଡ ପ୍ରୋଜ୍‌ ହ୍ବିଚ୍‌ ଗିଭ୍‌ ଭଏସ୍‌ ଆପ୍‌ ଦି ଅନସାୟାବଲ୍‌’ ପାଇଁ ନୋବେଲ ପାଇବେ ଜନ ଫୋସେ । ନୋବେଲ୍ ଏକାଡେମୀ ଆଜି ତାଙ୍କ ନାମ ଘୋଷଣା କରିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ

ଏହା ପୂର୍ବରୁ ଭେଷଜ, ରସାୟନ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ବିଜେତାଙ୍କ ନାମ ଘୋଷଣା ସରିଛି। ଭେଷଜରେ ଦୁଇ ଜଣ ବିଜ୍ଞାନୀ କାଟାଲିନ କାରିକୋ ଏବଂ ଡ୍ରିଉ ୱିଜମ୍ୟାନଙ୍କ ନାମ ଘୋଷଣା ହୋଇଥିବା ବେଳେ ପଦାର୍ଥ ବିଜ୍ଞାନରେ ପିଏରେ ଆଗୋସ୍ତିନି, ଫେରେନ୍ସ କ୍ରାଉଜ, ଆନୀ ଏଲ’ହୁଇଲିଅର ପାଇବେ ନୋବେଲ୍।

ଆହୁରି ପଢ଼ନ୍ତୁ: ନାଗପୁରରେ ୧୩ ବର୍ଷୀୟା ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ: ସ୍କୁଲ ଗେଟରୁ ଉଠାଇ ହୋଟେଲରେ କରୁଥିଲା ଯୌନ ନିର୍ଯାତନା, ଅଭିଯୁକ୍ତ ଗିରଫ

05 Oct 2023 By The Sakala

ସାହିତ୍ୟ ପାଇଁ ନରୱେ ଲେଖକ ଜନ ଓଲାଭ୍ ଫୋସେଙ୍କୁ ମିଳିବ ନୋବେଲ୍ ପୁରସ୍କାର

ଷ୍ଟକହୋମ୍: ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ନରୱେ ଲେଖକ ଜନ ଓଲାଭ୍ ଫୋସେଙ୍କୁ ମିଳିବ ନୋବେଲ୍ ପୁରସ୍କାର । ୨୦୨୩ ମସିହା ପାଇଁ ସାହିତ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନରଓ୍ବେର ଲେଖକ ଜନ୍ ଫୋସେଙ୍କୁ ପ୍ରଦାନ କରାଯିବ ଏହି ସମ୍ମାନଜନକ ନୋବେଲ୍ ପୁରସ୍କାର । ଲେଖକ ଜନ୍‌ ଫୋସେଙ୍କୁ ତାଙ୍କ ନାଟକ ଏବଂ ଗଦ୍ୟ ପାଇଁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ। ତାଙ୍କର ‘ଇନୋଭେଟିଭ୍‌ ପ୍ଲେଜ୍‌ ଆଣ୍ଡ ପ୍ରୋଜ୍‌ ହ୍ବିଚ୍‌ ଗିଭ୍‌ ଭଏସ୍‌ ଆପ୍‌ ଦି ଅନସାୟାବଲ୍‌’ ପାଇଁ ନୋବେଲ ପାଇବେ ଜନ ଫୋସେ । ନୋବେଲ୍ ଏକାଡେମୀ ଆଜି ତାଙ୍କ ନାମ ଘୋଷଣା କରିଛି ।

ଏହା ପୂର୍ବରୁ ଭେଷଜ, ରସାୟନ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ବିଜେତାଙ୍କ ନାମ ଘୋଷଣା ସରିଛି। ଭେଷଜରେ ଦୁଇ ଜଣ ବିଜ୍ଞାନୀ କାଟାଲିନ କାରିକୋ ଏବଂ ଡ୍ରିଉ ୱିଜମ୍ୟାନଙ୍କ ନାମ ଘୋଷଣା ହୋଇଥିବା ବେଳେ ପଦାର୍ଥ ବିଜ୍ଞାନରେ ପିଏରେ ଆଗୋସ୍ତିନି, ଫେରେନ୍ସ କ୍ରାଉଜ, ଆନୀ ଏଲ’ହୁଇଲିଅର ପାଇବେ ନୋବେଲ୍।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର