ଛେଳି ପାଇଁ ଟ୍ରେନ୍ ଟିକେଟ କାଟି ଚର୍ଚ୍ଚାରେ ବୃଦ୍ଧା

The Sakala Picture
Published On

ରାଞ୍ଚୀ: ଭାରତରେ ଟ୍ରେନ ଟିକେଟ ନ କାଟି ଯାତ୍ରା କରିବା କିଛି ବଡ କଥା ନୁହେଁ। ତେବେ ରାଞ୍ଚୀରେ ଏପରି ଏକ ଘଟଣା ଘଟିଛି, ଯାହାକି ସମସ୍ତଙ୍କୁ ଚକିତ କରିବା ସହ ବୃଦ୍ଧାଙ୍କ ସଚ୍ଚୋଟତାକୁ ପ୍ରଶଂସା କରାଯାଉଛି । ଘଟଣାଟି ଏହି ପରିଟ୍ଟ.ରାଞ୍ଚୀରେ ଏକ ଚଳନ୍ତା ଟ୍ରେନରେ ଟିଟିଇ ଛେଳି ସହିତ ଛିଡା ହୋଇଥିବା ମହିଳାଙ୍କୁ ଟିକେଟ ମାଗିଥିଲେ। ବୃଦ୍ଧାଜଣଙ୍କ ତାଙ୍କୁ ୩ଟି ଟିକେଟ ଦେଖାଇଥିଲେ। ଟିଟି ତୃତୀୟ ବ୍ୟକ୍ତି କାହିଁ ବୋଲି ପ୍ରଶ୍ନ କରିବାରୁ ମହିଳାଜଣଙ୍କ […]

ରାଞ୍ଚୀ: ଭାରତରେ ଟ୍ରେନ ଟିକେଟ ନ କାଟି ଯାତ୍ରା କରିବା କିଛି ବଡ କଥା ନୁହେଁ। ତେବେ ରାଞ୍ଚୀରେ ଏପରି ଏକ ଘଟଣା ଘଟିଛି, ଯାହାକି ସମସ୍ତଙ୍କୁ ଚକିତ କରିବା ସହ ବୃଦ୍ଧାଙ୍କ ସଚ୍ଚୋଟତାକୁ ପ୍ରଶଂସା କରାଯାଉଛି । ଘଟଣାଟି ଏହି ପରିଟ୍ଟ.ରାଞ୍ଚୀରେ ଏକ ଚଳନ୍ତା ଟ୍ରେନରେ ଟିଟିଇ ଛେଳି ସହିତ ଛିଡା ହୋଇଥିବା ମହିଳାଙ୍କୁ ଟିକେଟ ମାଗିଥିଲେ। ବୃଦ୍ଧାଜଣଙ୍କ ତାଙ୍କୁ ୩ଟି ଟିକେଟ ଦେଖାଇଥିଲେ। ଟିଟି ତୃତୀୟ ବ୍ୟକ୍ତି କାହିଁ ବୋଲି ପ୍ରଶ୍ନ କରିବାରୁ ମହିଳାଜଣଙ୍କ ପାଖରେ ଛିଡା ହୋଇଥିବା ଛେଳିକୁ ଦେଖାଇଥିଲେ । ଟିଟିଇ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ ତା ପରେ ହସିଥିଲେ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ତାଙ୍କ ହସ ଦେଖି ବୃଦ୍ଧାଜଣଙ୍କ ମଧ୍ୟ ହସିଥିଲେ। ଏହି ୨୨ ସେକେଣ୍ଡର ଭିଡିଓ କେହି ଜଣେ ଉଠାଇ ଦେଇଥିଲେ । ସୋସିଆଲ ମିଡିଆରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ସମସ୍ତେ ବୃଦ୍ଧାଜଣଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ତେବେ ଦୁଃଖର କଥା ବୃଦ୍ଧା ଏବଂ ତାଙ୍କ ଛେଳିକୁ ବସିବା ପାଇଁ ସିଟ ମିଳି ନ ଥିଲା ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

 

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର