ସୂର୍ଯ୍ୟଙ୍କ ନିକଟତର ହେଉଛି ଆଦିତ୍ୟ ଏଲ-୧, ଦ୍ବିତୀୟ କକ୍ଷପଥ ସଫଳତାର ସହ କଲା ପାର

The Sakala Picture
Published On

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ନଜର ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ଉପରେ ରହିଛି । ସେପ୍ଟେମ୍ବର ୨ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଥିଲା। ପ୍ରାୟ ଚାରି ମାସର ଯାତ୍ରା ପରେ, ଏହା ସୂର୍ଯ୍ୟ ଏବଂ ପୃଥିବୀର ଅକ୍ଷରେ ଅବସ୍ଥିତ ଏଲ-୧ପଏଣ୍ଟରେ ସ୍ଥାପିତ ହେବ। ବର୍ତ୍ତମାନ ଆଦିତ୍ୟ ଏଲ-୧ ୨ୟ କକ୍ଷପଥ ସଫଳତାର ସହ ପାର କରିଛି। Aditya-L1 Mission:The second Earth-bound maneuvre (EBN#2) is performed […]

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ନଜର ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ଉପରେ ରହିଛି । ସେପ୍ଟେମ୍ବର ୨ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଥିଲା। ପ୍ରାୟ ଚାରି ମାସର ଯାତ୍ରା ପରେ, ଏହା ସୂର୍ଯ୍ୟ ଏବଂ ପୃଥିବୀର ଅକ୍ଷରେ ଅବସ୍ଥିତ ଏଲ-୧ପଏଣ୍ଟରେ ସ୍ଥାପିତ ହେବ। ବର୍ତ୍ତମାନ ଆଦିତ୍ୟ ଏଲ-୧ ୨ୟ କକ୍ଷପଥ ସଫଳତାର ସହ ପାର କରିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭାରତର ସୂଯ୍ୟ ମିଶନ ଆଦିତ୍ୟ ଏଲ-୧ ସଫଳତାର ସହ ପୃଥିବୀର ଦ୍ଵିତୀୟ କକ୍ଷପଥ ପରିବର୍ତ୍ତନ କରିଛି । ବେଙ୍ଗାଲୁରୁର ଆଇଏସ୍‌ଟିଆର୍‌ଏସି କେନ୍ଦ୍ରରୁ ଆଦିତ୍ୟ ଏଲ-୧ର କକ୍ଷପଥ ପରିବର୍ତ୍ତନର ଦ୍ୱିତୀୟ ପର୍ଯ୍ୟାୟ ସଫଳତାର ସହ କରାଯାଇଥିଲା। ଏହି ଅପରେଶନ ସମୟରେ ବେଙ୍ଗାଲୁରୁ ଏବଂ ପୋର୍ଟ ବ୍ଲେୟାରରେ ଥିବା ଆଇଟିଆର୍‌ଏସି /ଇସ୍ରୋ ଗ୍ରାଉଣ୍ଡ ଷ୍ଟେଶନ ଉପଗ୍ରହକୁ ଟ୍ରାକ କରିଥିଲା। ବର୍ତ୍ତମାନ ଆଦିତ୍ୟ ଏଲ-୧ର ନୂତନ କକ୍ଷପଥ ହେଉଛି ୨୮୨ କିଲୋମିଟର x ୨୦୨୨୫ କିଲୋମିଟର । ପରବର୍ତ୍ତୀ ତୃତୀୟ କକ୍ଷପଥ ବଦଳାଇବା କାର୍ଯ୍ୟ ୧୦ ସେପ୍ଟେମ୍ବର ୨୦୨୩ରେ ପ୍ରାୟ ୨,୩୦ମିନିଟରେ କରାଯିବ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ସୂଚନା ଦେଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ଇସ୍ରୋ କହିଛି, ସ୍ୟାଟେଲାଇଟ୍‌ ଦ୍ଵିତୀୟ ଆର୍ଥ ବାଉଣ୍ଡ୍‌ ମ୍ୟାନୁଭର୍‌ ସମାପ୍ତ କରିଛି । ବର୍ତ୍ତମାନ ଏହା ଏକ ନୂତନ କକ୍ଷପଥ ହାସଲ କରିଛ ।

05 Sep 2023 By The Sakala

ସୂର୍ଯ୍ୟଙ୍କ ନିକଟତର ହେଉଛି ଆଦିତ୍ୟ ଏଲ-୧, ଦ୍ବିତୀୟ କକ୍ଷପଥ ସଫଳତାର ସହ କଲା ପାର

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ନଜର ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ଉପରେ ରହିଛି । ସେପ୍ଟେମ୍ବର ୨ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଥିଲା। ପ୍ରାୟ ଚାରି ମାସର ଯାତ୍ରା ପରେ, ଏହା ସୂର୍ଯ୍ୟ ଏବଂ ପୃଥିବୀର ଅକ୍ଷରେ ଅବସ୍ଥିତ ଏଲ-୧ପଏଣ୍ଟରେ ସ୍ଥାପିତ ହେବ। ବର୍ତ୍ତମାନ ଆଦିତ୍ୟ ଏଲ-୧ ୨ୟ କକ୍ଷପଥ ସଫଳତାର ସହ ପାର କରିଛି।

ଭାରତର ସୂଯ୍ୟ ମିଶନ ଆଦିତ୍ୟ ଏଲ-୧ ସଫଳତାର ସହ ପୃଥିବୀର ଦ୍ଵିତୀୟ କକ୍ଷପଥ ପରିବର୍ତ୍ତନ କରିଛି । ବେଙ୍ଗାଲୁରୁର ଆଇଏସ୍‌ଟିଆର୍‌ଏସି କେନ୍ଦ୍ରରୁ ଆଦିତ୍ୟ ଏଲ-୧ର କକ୍ଷପଥ ପରିବର୍ତ୍ତନର ଦ୍ୱିତୀୟ ପର୍ଯ୍ୟାୟ ସଫଳତାର ସହ କରାଯାଇଥିଲା। ଏହି ଅପରେଶନ ସମୟରେ ବେଙ୍ଗାଲୁରୁ ଏବଂ ପୋର୍ଟ ବ୍ଲେୟାରରେ ଥିବା ଆଇଟିଆର୍‌ଏସି /ଇସ୍ରୋ ଗ୍ରାଉଣ୍ଡ ଷ୍ଟେଶନ ଉପଗ୍ରହକୁ ଟ୍ରାକ କରିଥିଲା। ବର୍ତ୍ତମାନ ଆଦିତ୍ୟ ଏଲ-୧ର ନୂତନ କକ୍ଷପଥ ହେଉଛି ୨୮୨ କିଲୋମିଟର x ୨୦୨୨୫ କିଲୋମିଟର । ପରବର୍ତ୍ତୀ ତୃତୀୟ କକ୍ଷପଥ ବଦଳାଇବା କାର୍ଯ୍ୟ ୧୦ ସେପ୍ଟେମ୍ବର ୨୦୨୩ରେ ପ୍ରାୟ ୨,୩୦ମିନିଟରେ କରାଯିବ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ସୂଚନା ଦେଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ଇସ୍ରୋ କହିଛି, ସ୍ୟାଟେଲାଇଟ୍‌ ଦ୍ଵିତୀୟ ଆର୍ଥ ବାଉଣ୍ଡ୍‌ ମ୍ୟାନୁଭର୍‌ ସମାପ୍ତ କରିଛି । ବର୍ତ୍ତମାନ ଏହା ଏକ ନୂତନ କକ୍ଷପଥ ହାସଲ କରିଛ ।

https://www.thesakala.in/national-international/indias-aditya-l1-mission-to-study-sun-completes-second-earth-bound-manoeuvre/article-25135
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର