ପାକିସ୍ତାନରେ ରାଜନୈତିକ ସଙ୍କଟ: ଅନୱର-ଉଲ-ହକ୍ ହେବେ ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ

The Sakala Picture
Published On

ଇସଲାମାବାଦ: ନ୍ୟାସନାଲ ଆସେମ୍ବଲି ଭଙ୍ଗ ହେବା ପରେ ପାକିସ୍ତାନର ଦାୟିତ୍ବ ନେବାକୁ ଯାଉଛନ୍ତି ଅନୱର-ଉଲ-ହକ୍ କକର୍ । ଅନୱର-ଉଲ-ହକଙ୍କୁ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ବିଦାୟୀ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍‌ ଏବଂ ନାସନାଲ ଆସେମ୍ବଲିରେ ବିରୋଧୀଙ୍କ ବିଦାୟୀ ନେତା ରାଜା ରିୟାଜଙ୍କ ମଧ୍ୟରେ ସହମତି ପରେ ଅନଓ୍ବର-ଉଲ-ହକ କକ୍କରଙ୍କ ନାମରେ ମୋହର ବାଜିଛି। ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ-ହକ୍ କାକର ପାକିସ୍ତାନର ଉଚ୍ଚ ସଦନ ସିନେଟର ସଦସ୍ୟ ଅଛନ୍ତି। ସେ ୨୦୧୮ରୁ ସିନେଟ୍ […]

ଇସଲାମାବାଦ: ନ୍ୟାସନାଲ ଆସେମ୍ବଲି ଭଙ୍ଗ ହେବା ପରେ ପାକିସ୍ତାନର ଦାୟିତ୍ବ ନେବାକୁ ଯାଉଛନ୍ତି ଅନୱର-ଉଲ-ହକ୍ କକର୍ । ଅନୱର-ଉଲ-ହକଙ୍କୁ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ବିଦାୟୀ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍‌ ଏବଂ ନାସନାଲ ଆସେମ୍ବଲିରେ ବିରୋଧୀଙ୍କ ବିଦାୟୀ ନେତା ରାଜା ରିୟାଜଙ୍କ ମଧ୍ୟରେ ସହମତି ପରେ ଅନଓ୍ବର-ଉଲ-ହକ କକ୍କରଙ୍କ ନାମରେ ମୋହର ବାଜିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ-ହକ୍ କାକର ପାକିସ୍ତାନର ଉଚ୍ଚ ସଦନ ସିନେଟର ସଦସ୍ୟ ଅଛନ୍ତି। ସେ ୨୦୧୮ରୁ ସିନେଟ୍ ର ସଦସ୍ୟ ଅଛନ୍ତି ଏବଂ ବାଲୁଚିସ୍ତାନ ଆୱାମୀ ପାର୍ଟିର ସଦସ୍ୟ ଅଛନ୍ତି। ପାକିସ୍ତାନରେ ନିର୍ବାଚନ ପର୍ଯ୍ୟନ୍ତ ସେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ରହିବେ।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ରିପୋର୍ଟ ଅନୁସାରେ, ପିଏମଓ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ବାଲୁଚିସ୍ତାନର ସାଂସଦ ସିନେଟର ଅନୱର-ଉଲ-ହକ କକ୍କରଙ୍କୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ବଛାଯାଇଛି । ତେବେ ଆଜି ହିଁ ସେ ଶପଥ ନେବାର ସମ୍ଭାବନା ରହିଛି । ପ୍ରକାଶଯୋଗ୍ୟ, ୯ ଅଗଷ୍ଟରେ ସଂସଦ ଭଙ୍ଗ ହେବା ସହ ହିଁ ଶେହବାଜ ସରିଫଙ୍କ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇଯାଇଥିଲା । ଏପରି ସ୍ଥିତିରେ ଶନିବାର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ବଛାଯିବା ନେଇ ଶେଷ ତାରିଖ ଥିଲା । ଆଉ ଶେଷ ଦିନରେ ହିଁ ଅନୱରଙ୍କ ନାଁରେ ମୋହର ବାଜିଛି । ଅନୱର ଏବେ ନିର୍ବାଚନ ହେବା ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବେ ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: 'ମିଡିଲ୍ ଇଷ୍ଟର ଗୁଣ୍ଡା ଶେଷ' ବୋଲି କହିଲେ ଟ୍ରମ୍ପ, ଇରାନର ପଲଟାବାର

12 Aug 2023 By The Sakala

ପାକିସ୍ତାନରେ ରାଜନୈତିକ ସଙ୍କଟ: ଅନୱର-ଉଲ-ହକ୍ ହେବେ ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ନ୍ୟାସନାଲ ଆସେମ୍ବଲି ଭଙ୍ଗ ହେବା ପରେ ପାକିସ୍ତାନର ଦାୟିତ୍ବ ନେବାକୁ ଯାଉଛନ୍ତି ଅନୱର-ଉଲ-ହକ୍ କକର୍ । ଅନୱର-ଉଲ-ହକଙ୍କୁ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ବିଦାୟୀ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍‌ ଏବଂ ନାସନାଲ ଆସେମ୍ବଲିରେ ବିରୋଧୀଙ୍କ ବିଦାୟୀ ନେତା ରାଜା ରିୟାଜଙ୍କ ମଧ୍ୟରେ ସହମତି ପରେ ଅନଓ୍ବର-ଉଲ-ହକ କକ୍କରଙ୍କ ନାମରେ ମୋହର ବାଜିଛି।

ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ-ହକ୍ କାକର ପାକିସ୍ତାନର ଉଚ୍ଚ ସଦନ ସିନେଟର ସଦସ୍ୟ ଅଛନ୍ତି। ସେ ୨୦୧୮ରୁ ସିନେଟ୍ ର ସଦସ୍ୟ ଅଛନ୍ତି ଏବଂ ବାଲୁଚିସ୍ତାନ ଆୱାମୀ ପାର୍ଟିର ସଦସ୍ୟ ଅଛନ୍ତି। ପାକିସ୍ତାନରେ ନିର୍ବାଚନ ପର୍ଯ୍ୟନ୍ତ ସେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ରହିବେ।

ରିପୋର୍ଟ ଅନୁସାରେ, ପିଏମଓ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ବାଲୁଚିସ୍ତାନର ସାଂସଦ ସିନେଟର ଅନୱର-ଉଲ-ହକ କକ୍କରଙ୍କୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ବଛାଯାଇଛି । ତେବେ ଆଜି ହିଁ ସେ ଶପଥ ନେବାର ସମ୍ଭାବନା ରହିଛି । ପ୍ରକାଶଯୋଗ୍ୟ, ୯ ଅଗଷ୍ଟରେ ସଂସଦ ଭଙ୍ଗ ହେବା ସହ ହିଁ ଶେହବାଜ ସରିଫଙ୍କ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇଯାଇଥିଲା । ଏପରି ସ୍ଥିତିରେ ଶନିବାର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ବଛାଯିବା ନେଇ ଶେଷ ତାରିଖ ଥିଲା । ଆଉ ଶେଷ ଦିନରେ ହିଁ ଅନୱରଙ୍କ ନାଁରେ ମୋହର ବାଜିଛି । ଅନୱର ଏବେ ନିର୍ବାଚନ ହେବା ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର