ସପିଙ୍ଗ ମଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ଯାଇ ୩ ମହଲାରୁ ଡେଇଁଲେ ଲୋକେ

The Sakala Picture
Published On

ନୂଆଦିଲ୍ଲୀ: ଗ୍ରେଟର ନଏଡାର ଗୌର ସିଟି ଅଞ୍ଚଳରେ ଥିବା ଗାଲାକ୍ସି ପ୍ଲାଜାରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଛି । ନିଆଁ ଏତେ ଭୟଙ୍କର ଭାବେ ବ୍ୟାପି ଯାଇଛି ଯେ ଲୋକେ ଜୀବନ ବଞ୍ଚାଇବା ପାଇଁ ବାଟ ନ ପାଇ ତିନିମହଲାରୁ ଡେଇଁ ପଡିଛନ୍ତି ।ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କୋଠାର ତିନି ମହଲାରେ ପ୍ରଥମେ ନିଆଁ ଲାଗି ଯାଇଥିଲା । ପରେ ଏହା ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା । ଏହାର ଭିଡିଓ […]

ନୂଆଦିଲ୍ଲୀ: ଗ୍ରେଟର ନଏଡାର ଗୌର ସିଟି ଅଞ୍ଚଳରେ ଥିବା ଗାଲାକ୍ସି ପ୍ଲାଜାରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଛି । ନିଆଁ ଏତେ ଭୟଙ୍କର ଭାବେ ବ୍ୟାପି ଯାଇଛି ଯେ ଲୋକେ ଜୀବନ ବଞ୍ଚାଇବା ପାଇଁ ବାଟ ନ ପାଇ ତିନିମହଲାରୁ ଡେଇଁ ପଡିଛନ୍ତି ।ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କୋଠାର ତିନି ମହଲାରେ ପ୍ରଥମେ ନିଆଁ ଲାଗି ଯାଇଥିଲା । ପରେ ଏହା ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା ।

ଆହୁରି ପଢ଼ନ୍ତୁ: ବିଚାରପତିଙ୍କ ଟେବୁଲ୍ ଉପରେ ମୃତ ଭ୍ରୂଣ ରଖିଲେ ବ୍ୟକ୍ତି: ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଞ୍ଚଲ୍ୟ, ମାଗିଲେ ଇଚ୍ଛାମୃତ୍ୟୁ

ଏହାର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି, ଏହି କୋଠାରେ ରହୁଥିବା ଲୋକେ ଜୀବନ ବଞ୍ଚାଇବା ପାଇଁ ଝରକା ବାଟେ ତିନିମହଲାରୁ ଡେଇଁ ପଡୁଛନ୍ତି । ୫ମକ ମହଲାରୁ ମଧ୍ୟ ଲୋକ ଡେଇଁ ପଡୁଥିବା ଦେଖିବାକୁ ମିଳିଛି । କିଛି ଲୋକ ଝୁଲି ରହିଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ କିଛି ଲୋକଙ୍କ ଅବସ୍ଥା ଗୁରୁତର ହୋଇପଡିଛି।

ଆହୁରି ପଢ଼ନ୍ତୁ: ମହାକାଶରୁ କେମିତି ଦିଶେ ଭାରତ? ଆରବ ସାଗର ଓ ହିମାଳୟ ଉପରୁ ନିଆଯାଇଥିବା ଅପୂର୍ବ ରାତ୍ରି ଦୃଶ୍ୟ ସେୟାର କଲା ISS

ପରେ ଡେଉଁଥିବା ଲୋକଙ୍କ ପାଇଁ ତଳେ ଗଦି ବିଛା ଯାଇଥିବା ଦୃଶ୍ୟ ବି ଏହି ଭିଡିଓରେ ଦେଖିବାକୁ ମିଳିଛି । ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଥିବା ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ନୋଜ୍-ହ୍ୱିଲରେ ତ୍ରୁଟି ଯୋଗୁଁ ଫୁକେଟ୍ ବିମାନବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

13 Jul 2023 By The Sakala

ସପିଙ୍ଗ ମଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ଯାଇ ୩ ମହଲାରୁ ଡେଇଁଲେ ଲୋକେ

ନୂଆଦିଲ୍ଲୀ: ଗ୍ରେଟର ନଏଡାର ଗୌର ସିଟି ଅଞ୍ଚଳରେ ଥିବା ଗାଲାକ୍ସି ପ୍ଲାଜାରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଛି । ନିଆଁ ଏତେ ଭୟଙ୍କର ଭାବେ ବ୍ୟାପି ଯାଇଛି ଯେ ଲୋକେ ଜୀବନ ବଞ୍ଚାଇବା ପାଇଁ ବାଟ ନ ପାଇ ତିନିମହଲାରୁ ଡେଇଁ ପଡିଛନ୍ତି ।ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କୋଠାର ତିନି ମହଲାରେ ପ୍ରଥମେ ନିଆଁ ଲାଗି ଯାଇଥିଲା । ପରେ ଏହା ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା ।

ଏହାର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି, ଏହି କୋଠାରେ ରହୁଥିବା ଲୋକେ ଜୀବନ ବଞ୍ଚାଇବା ପାଇଁ ଝରକା ବାଟେ ତିନିମହଲାରୁ ଡେଇଁ ପଡୁଛନ୍ତି । ୫ମକ ମହଲାରୁ ମଧ୍ୟ ଲୋକ ଡେଇଁ ପଡୁଥିବା ଦେଖିବାକୁ ମିଳିଛି । କିଛି ଲୋକ ଝୁଲି ରହିଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ କିଛି ଲୋକଙ୍କ ଅବସ୍ଥା ଗୁରୁତର ହୋଇପଡିଛି।

ପରେ ଡେଉଁଥିବା ଲୋକଙ୍କ ପାଇଁ ତଳେ ଗଦି ବିଛା ଯାଇଥିବା ଦୃଶ୍ୟ ବି ଏହି ଭିଡିଓରେ ଦେଖିବାକୁ ମିଳିଛି । ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଥିବା ଜଣାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର