ନେପାଳରେ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ !

The Sakala Picture
Published On

କାଠମାଣ୍ଡୁ: ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର। ନେପାଳର ସୋଲୁଖୁମ୍ବୁକୁ କାଠମାଣ୍ଡୁ ଯାଉଥିବା ହେଲକପ୍ଟର ନିଖୋଜ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ୫ଜଣ ବିଦେଶୀ ନଗରିକଙ୍କ ସହିତ ୬ଜଣ ଯାତ୍ରା କରୁଥିଲେ । ଉଡ଼ାଣ ଭରିବାର କିଛି ସମୟ ପରେ ହେଲିକପ୍ଟରଠୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏପର୍ଯ୍ୟନ୍ତ ଚପର ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ସୂଚନା ଅନୁଯାୟୀ, ମନଙ୍କ ଏୟାର ଲାଇନ୍ସର ହେଲିକପ୍ଟର ଉଡ଼ାଣ ପରେ ନିଖୋଜ ହୋଇଯାଇଛି । […]

କାଠମାଣ୍ଡୁ: ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର। ନେପାଳର ସୋଲୁଖୁମ୍ବୁକୁ କାଠମାଣ୍ଡୁ ଯାଉଥିବା ହେଲକପ୍ଟର ନିଖୋଜ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ୫ଜଣ ବିଦେଶୀ ନଗରିକଙ୍କ ସହିତ ୬ଜଣ ଯାତ୍ରା କରୁଥିଲେ । ଉଡ଼ାଣ ଭରିବାର କିଛି ସମୟ ପରେ ହେଲିକପ୍ଟରଠୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏପର୍ଯ୍ୟନ୍ତ ଚପର ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ସୂଚନା ଅନୁଯାୟୀ, ମନଙ୍କ ଏୟାର ଲାଇନ୍ସର ହେଲିକପ୍ଟର ଉଡ଼ାଣ ପରେ ନିଖୋଜ ହୋଇଯାଇଛି । ଉଡ଼ାଣ ଭରିବାର ୧୫ ମିନିଟ୍ ପରେ ହେଲିକପ୍ଟରଟି ନିଖୋଜ ହୋଇଯାଇଛି । ବର୍ତ୍ତମାନ ସୁଧା କୌଣସି ପ୍ରକାର ଯୋଗାଯୋଗ ହୋଇପାରୁନାହିଁ । ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାଙ୍କଜେ ଗାଁର ଲାମଜୁରା ସ୍ଥିତ ଡିହାନଣ୍ଡଡା ରହୁଥିବା ଲୋକ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

11 Jul 2023 By The Sakala

ନେପାଳରେ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ !

କାଠମାଣ୍ଡୁ: ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର। ନେପାଳର ସୋଲୁଖୁମ୍ବୁକୁ କାଠମାଣ୍ଡୁ ଯାଉଥିବା ହେଲକପ୍ଟର ନିଖୋଜ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ୫ଜଣ ବିଦେଶୀ ନଗରିକଙ୍କ ସହିତ ୬ଜଣ ଯାତ୍ରା କରୁଥିଲେ । ଉଡ଼ାଣ ଭରିବାର କିଛି ସମୟ ପରେ ହେଲିକପ୍ଟରଠୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏପର୍ଯ୍ୟନ୍ତ ଚପର ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ସୂଚନା ଅନୁଯାୟୀ, ମନଙ୍କ ଏୟାର ଲାଇନ୍ସର ହେଲିକପ୍ଟର ଉଡ଼ାଣ ପରେ ନିଖୋଜ ହୋଇଯାଇଛି । ଉଡ଼ାଣ ଭରିବାର ୧୫ ମିନିଟ୍ ପରେ ହେଲିକପ୍ଟରଟି ନିଖୋଜ ହୋଇଯାଇଛି । ବର୍ତ୍ତମାନ ସୁଧା କୌଣସି ପ୍ରକାର ଯୋଗାଯୋଗ ହୋଇପାରୁନାହିଁ । ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାଙ୍କଜେ ଗାଁର ଲାମଜୁରା ସ୍ଥିତ ଡିହାନଣ୍ଡଡା ରହୁଥିବା ଲୋକ ସୂଚନା ଦେଇଛନ୍ତି ।

https://www.thesakala.in/national-international/breaking-helicopter-goes-missing-near-mount-everest-6-including-5-foreign-nationals-onboard/article-23391
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର