ମୋଦୀ ସାଙ୍ଗିଆ ବିବାଦରେ ରାହୁଲ ଗାନ୍ଧୀଙ୍କୁ ମିିଳିଲାନି ଆଶ୍ବସ୍ତି

The Sakala Picture
Published On

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ବିବାଦରେ ରାହୁଲଙ୍କୁ ଝଟକା । ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା ।  ସେସନ୍ସ କୋର୍ଟଙ୍କ ରାୟ କାଏମ ରଖିଲେ ହାଇକୋର୍ଟ । ଏଥିସହ ରାହୁଲଙ୍କ ଆବେଦନ ଖାରଜ କରିଛନ୍ତି କୋର୍ଟ । ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲା ପରିପ୍ରେକ୍ଷୀରେ ତଳ କୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରିବାକୁ ରାହୁଲ ହାଇକୋର୍ଟରେ ଆବେଦନ କରିଥିଲେ। ଆଜି ହାଇକୋର୍ଟ ତାଙ୍କ ଆବେଦନ ଉପରେ ରାୟ ପ୍ରକାଶ କରିଛନ୍ତି। ଏହି […]

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ବିବାଦରେ ରାହୁଲଙ୍କୁ ଝଟକା । ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା ।  ସେସନ୍ସ କୋର୍ଟଙ୍କ ରାୟ କାଏମ ରଖିଲେ ହାଇକୋର୍ଟ । ଏଥିସହ ରାହୁଲଙ୍କ ଆବେଦନ ଖାରଜ କରିଛନ୍ତି କୋର୍ଟ ।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲା ପରିପ୍ରେକ୍ଷୀରେ ତଳ କୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରିବାକୁ ରାହୁଲ ହାଇକୋର୍ଟରେ ଆବେଦନ କରିଥିଲେ। ଆଜି ହାଇକୋର୍ଟ ତାଙ୍କ ଆବେଦନ ଉପରେ ରାୟ ପ୍ରକାଶ କରିଛନ୍ତି। ଏହି ରାୟ ଉପରେ ସମସ୍ତଙ୍କ ନଜର ରହିଥିଲା। କାରଣ ତଳ କୋର୍ଟ ଦେଇଥିବା ରାୟକୁ ନେଇ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ମୋବାଇଲ୍ ଚାର୍ଜିଂ କେବୁଲରେ ତଣ୍ଟି ଚିପି ହତ୍ୟା

07 Jul 2023 By The Sakala

ମୋଦୀ ସାଙ୍ଗିଆ ବିବାଦରେ ରାହୁଲ ଗାନ୍ଧୀଙ୍କୁ ମିିଳିଲାନି ଆଶ୍ବସ୍ତି

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ବିବାଦରେ ରାହୁଲଙ୍କୁ ଝଟକା । ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା ।  ସେସନ୍ସ କୋର୍ଟଙ୍କ ରାୟ କାଏମ ରଖିଲେ ହାଇକୋର୍ଟ । ଏଥିସହ ରାହୁଲଙ୍କ ଆବେଦନ ଖାରଜ କରିଛନ୍ତି କୋର୍ଟ ।

ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲା ପରିପ୍ରେକ୍ଷୀରେ ତଳ କୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରିବାକୁ ରାହୁଲ ହାଇକୋର୍ଟରେ ଆବେଦନ କରିଥିଲେ। ଆଜି ହାଇକୋର୍ଟ ତାଙ୍କ ଆବେଦନ ଉପରେ ରାୟ ପ୍ରକାଶ କରିଛନ୍ତି। ଏହି ରାୟ ଉପରେ ସମସ୍ତଙ୍କ ନଜର ରହିଥିଲା। କାରଣ ତଳ କୋର୍ଟ ଦେଇଥିବା ରାୟକୁ ନେଇ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର