ପ୍ରକାଶ ପାଇଲା UPSC ସିଭିଲ ସର୍ଭିସ ରେଜଲ୍ଟ, ଇଶିତା କିଶୋର ଟପ୍ପର

The Sakala Picture
Published On

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିସ ରେଜଲ୍ଟ । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ  କୃତକାର୍ଯ୍ୟ ହୋଇଛନ୍ତି । ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ୨ୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏନ୍ ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି । ୪ର୍ଥ ସ୍ଥାନରେ ସ୍ମ୍ରିତି ମିଶ୍ର, ୫ମ ସ୍ଥାନରେ ମୟୁର ହାଜାରିକା ରହିଛନ୍ତି। ସେହିପରି ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ତମ ସ୍ଥାନରେ ରହିଛନ୍ତି । […]

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିସ ରେଜଲ୍ଟ । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ  କୃତକାର୍ଯ୍ୟ ହୋଇଛନ୍ତି । ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ୨ୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏନ୍ ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି । ୪ର୍ଥ ସ୍ଥାନରେ ସ୍ମ୍ରିତି ମିଶ୍ର, ୫ମ ସ୍ଥାନରେ ମୟୁର ହାଜାରିକା ରହିଛନ୍ତି। ସେହିପରି ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ତମ ସ୍ଥାନରେ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

୩୩ତମ ସ୍ଥାନରେ ଥରୁଣ ପଟ୍ଟନାୟକ ମାଦଳା । ୩୮- ଅନୁପ ଦାସ, ୪୨- ପ୍ରଣିତା ଦାସ, ୫୬- ଅର୍ଣ୍ଣବ ମିଶ୍ର , ୫୮- ଦୀକ୍ଷିତା ଯୋଶୀ, ୬୬- କ୍ରିତକା ମିଶ୍ର, ୬୭- କସ୍ତୁରୀ ପଣ୍ଡା । ୭୩- ପଲ୍ଲବୀ ମିଶ୍ର, ୯୭- ପ୍ରଶାନ୍ତ ରାଜ, ୧୦୬- ସିଦ୍ଧାର୍ଥ ମିଶ୍ର ,୧୩୬- ସୌମ୍ୟରଂଜନ ଦାସ, ୧୪୦- ସୋନାଲି ମିଶ୍ର ,୧୬୨- ଦୁର୍ଗା ପ୍ରସାଦ ଅଧିକାରୀ, ୨୬୧- ସତ୍ୟ ପ୍ରକାଶ ମିଶ୍ର ,୩୬୩- ଦିବ୍ୟା ଜୈନ୍‌, ୫୧୬- ତେଜସ୍ବିନୀ ବେହେରା ରହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

ସୂଚନା ଅନୁଯାୟୀ, ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାର୍ଥୀମାନେ ସେମାନଙ୍କର ଫଳାଫଳ ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ଯାଞ୍ଚ କରିପାରିବେ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ବାହାରିନ ଏବଂ କୁଏତର ଗୁପ୍ତ ଏୟାର ଷ୍ଟ୍ରାଇକ୍: ପ୍ରଥମ ଥର ପାଇଁ କଲେ ସିଧାସଳଖ ଆକ୍ରମଣ

23 May 2023 By The Sakala

ପ୍ରକାଶ ପାଇଲା UPSC ସିଭିଲ ସର୍ଭିସ ରେଜଲ୍ଟ, ଇଶିତା କିଶୋର ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିସ ରେଜଲ୍ଟ । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ  କୃତକାର୍ଯ୍ୟ ହୋଇଛନ୍ତି । ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ୨ୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏନ୍ ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି । ୪ର୍ଥ ସ୍ଥାନରେ ସ୍ମ୍ରିତି ମିଶ୍ର, ୫ମ ସ୍ଥାନରେ ମୟୁର ହାଜାରିକା ରହିଛନ୍ତି। ସେହିପରି ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ତମ ସ୍ଥାନରେ ରହିଛନ୍ତି ।

୩୩ତମ ସ୍ଥାନରେ ଥରୁଣ ପଟ୍ଟନାୟକ ମାଦଳା । ୩୮- ଅନୁପ ଦାସ, ୪୨- ପ୍ରଣିତା ଦାସ, ୫୬- ଅର୍ଣ୍ଣବ ମିଶ୍ର , ୫୮- ଦୀକ୍ଷିତା ଯୋଶୀ, ୬୬- କ୍ରିତକା ମିଶ୍ର, ୬୭- କସ୍ତୁରୀ ପଣ୍ଡା । ୭୩- ପଲ୍ଲବୀ ମିଶ୍ର, ୯୭- ପ୍ରଶାନ୍ତ ରାଜ, ୧୦୬- ସିଦ୍ଧାର୍ଥ ମିଶ୍ର ,୧୩୬- ସୌମ୍ୟରଂଜନ ଦାସ, ୧୪୦- ସୋନାଲି ମିଶ୍ର ,୧୬୨- ଦୁର୍ଗା ପ୍ରସାଦ ଅଧିକାରୀ, ୨୬୧- ସତ୍ୟ ପ୍ରକାଶ ମିଶ୍ର ,୩୬୩- ଦିବ୍ୟା ଜୈନ୍‌, ୫୧୬- ତେଜସ୍ବିନୀ ବେହେରା ରହିଛନ୍ତି।

ସୂଚନା ଅନୁଯାୟୀ, ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାର୍ଥୀମାନେ ସେମାନଙ୍କର ଫଳାଫଳ ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ଯାଞ୍ଚ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର