କାର୍ କିଣିବା ପାଇଁ ନିଜ ନବଜାତ ଶିଶୁପୁତ୍ରକୁ ବିକିଦେଲେ ଦମ୍ପତ୍ତି

The Sakala Picture
Published On

ଉତ୍ତରପ୍ରଦେଶ: ମହାମାରୀ କରୋନା ସମୟରେ ଉତ୍ତରପ୍ରଦେଶ କନୌଜରେ ଦେଖିବାକୁ ମିଳିିଛି ଏକ ଅଭାବନୀୟ ଘଟଣା । ସେକେଣ୍ଡ ହ୍ୟାଣ୍ଡ କାର କିଣିବା ପାଇଁ ଏକ ଦମ୍ପତ୍ତି ନିଜ ନବଜନ୍ମିତ ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଜଣାପଡ଼ିଛି। କୌଣସି ସୂତ୍ରରୁ ଶିଶୁଟିର ଅଜା ଆଈ ଏ ସଂପର୍କରେ ଖବର ପାଇ ପିତାମାତାଙ୍କ ବିରୋଧରେ ତିରୱା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ମାତ୍ର ଦେଢ ଲକ୍ଷ ଟଙ୍କା ପାଇଁ ଦମ୍ପତ୍ତି ନିଜ ତିନିମାସର ଶିଶୁପୁତ୍ରକୁ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଥିବା […]

ଉତ୍ତରପ୍ରଦେଶ: ମହାମାରୀ କରୋନା ସମୟରେ ଉତ୍ତରପ୍ରଦେଶ କନୌଜରେ ଦେଖିବାକୁ ମିଳିିଛି ଏକ ଅଭାବନୀୟ ଘଟଣା । ସେକେଣ୍ଡ ହ୍ୟାଣ୍ଡ କାର କିଣିବା ପାଇଁ ଏକ ଦମ୍ପତ୍ତି ନିଜ ନବଜନ୍ମିତ ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଜଣାପଡ଼ିଛି। କୌଣସି ସୂତ୍ରରୁ ଶିଶୁଟିର ଅଜା ଆଈ ଏ ସଂପର୍କରେ ଖବର ପାଇ ପିତାମାତାଙ୍କ ବିରୋଧରେ ତିରୱା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ମାତ୍ର ଦେଢ ଲକ୍ଷ ଟଙ୍କା ପାଇଁ ଦମ୍ପତ୍ତି ନିଜ ତିନିମାସର ଶିଶୁପୁତ୍ରକୁ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ସୂଚନା ଅନୁଯାୟୀ, ଶିଶୁଟି ଏବେ ବି ବ୍ୟବସାୟୀଙ୍କ ନିକଟରେ ଥିବାବେଳେ ପଚରାଉଚରା ପାଇଁ ଅଭିଯୁକ୍ତ ସ୍ୱାମୀସ୍ତ୍ରୀଙ୍କୁ ଥାନାକୁ ଡକାଇଛି ପୁଲିସ ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

 

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର