ପରିବର୍ତ୍ତନ ହେଲା କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ଟୀକା ନେବାର ସମୟ

The Sakala Picture
Published On

କୋ-ୱିନ୍ ପୋର୍ଟାଲରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଟିକା ବ୍ୟବଧାନ ନେଇ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ପ୍ରଥମ ଡୋଜ୍ କୋଭିସିଲ୍ଡ ନେଇଥିବା ବ୍ୟକ୍ତି ୪୨ ଦିନ ଅର୍ଥାତ୍ ୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଟିକା ନେବେ । ପୂର୍ବରୁ ଏହା ୪ ସପ୍ତାହ ବା ୨୮ ଦିନ ଥିଲା । ଏଥିରେ ସଂଶୋଧନ କରାଯାଇଛି । ଏବେ କୋ-ୱିନ୍ ପୋର୍ଟାଲରେ ସେହି ଅନୁସାରେ ଟିକା ନେବା ସମୟ ଚୟନ କରି ପାରିବେ । ଏନେଇ […]

କୋ-ୱିନ୍ ପୋର୍ଟାଲରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଟିକା ବ୍ୟବଧାନ ନେଇ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ପ୍ରଥମ ଡୋଜ୍ କୋଭିସିଲ୍ଡ ନେଇଥିବା ବ୍ୟକ୍ତି ୪୨ ଦିନ ଅର୍ଥାତ୍ ୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଟିକା ନେବେ । ପୂର୍ବରୁ ଏହା ୪ ସପ୍ତାହ ବା ୨୮ ଦିନ ଥିଲା । ଏଥିରେ ସଂଶୋଧନ କରାଯାଇଛି । ଏବେ କୋ-ୱିନ୍ ପୋର୍ଟାଲରେ ସେହି ଅନୁସାରେ ଟିକା ନେବା ସମୟ ଚୟନ କରି ପାରିବେ । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

12 May 2021 By The Sakala

ପରିବର୍ତ୍ତନ ହେଲା କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ଟୀକା ନେବାର ସମୟ

କୋ-ୱିନ୍ ପୋର୍ଟାଲରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଟିକା ବ୍ୟବଧାନ ନେଇ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ପ୍ରଥମ ଡୋଜ୍ କୋଭିସିଲ୍ଡ ନେଇଥିବା ବ୍ୟକ୍ତି ୪୨ ଦିନ ଅର୍ଥାତ୍ ୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଟିକା ନେବେ । ପୂର୍ବରୁ ଏହା ୪ ସପ୍ତାହ ବା ୨୮ ଦିନ ଥିଲା । ଏଥିରେ ସଂଶୋଧନ କରାଯାଇଛି । ଏବେ କୋ-ୱିନ୍ ପୋର୍ଟାଲରେ ସେହି ଅନୁସାରେ ଟିକା ନେବା ସମୟ ଚୟନ କରି ପାରିବେ । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

https://www.thesakala.in/national-international/changed-the-time-of-2nd-dose-covishield-vaccine-in-cowin-portal/article-2127
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର