ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ରାହୁଲଙ୍କ ମେଗା ଶୋ’

The Sakala Picture
Published On

ବେଙ୍ଗାଲୁରୁ : ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ରାହୁଲଙ୍କ ମେଗା ଶୋ’ । ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ରାହୁଲ ଗାନ୍ଧୀ । ରୋଡ ସୋ, ଜନସଭା, ମନ୍ଦିର ପରିଦର୍ଶନ ଆଦି କାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ । ହୁବାଲି ଏୟାରପୋର୍ଟରେ ପହଞ୍ଚିବା ପରେ ରାହୁଲଙ୍କୁ ସ୍ବାଗତ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହୁବାଲି କଂଗ୍ରେସ ପ୍ରାର୍ଥୀ ଜଗଦୀଶ ସେଟ୍ଟର । ବାସବ ଜୟନ୍ତୀ ଅବସରରେ ସଙ୍ଗମନଥା ମନ୍ଦିରରେ ପହଞ୍ଚି ଆଶୀର୍ବାଦ ଭିକ୍ଷା କରିବା ସହ କୁଦାଲାଠାରେ ଆୟୋଜିତ […]

ବେଙ୍ଗାଲୁରୁ : ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ରାହୁଲଙ୍କ ମେଗା ଶୋ’ । ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ରାହୁଲ ଗାନ୍ଧୀ । ରୋଡ ସୋ, ଜନସଭା, ମନ୍ଦିର ପରିଦର୍ଶନ ଆଦି କାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ । ହୁବାଲି ଏୟାରପୋର୍ଟରେ ପହଞ୍ଚିବା ପରେ ରାହୁଲଙ୍କୁ ସ୍ବାଗତ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହୁବାଲି କଂଗ୍ରେସ ପ୍ରାର୍ଥୀ ଜଗଦୀଶ ସେଟ୍ଟର । ବାସବ ଜୟନ୍ତୀ ଅବସରରେ ସଙ୍ଗମନଥା ମନ୍ଦିରରେ ପହଞ୍ଚି ଆଶୀର୍ବାଦ ଭିକ୍ଷା କରିବା ସହ କୁଦାଲାଠାରେ ଆୟୋଜିତ ବାସବ ଜୟନ୍ତୀ ସମାରୋହରେ ରାହୁଲ ସାମିଲ ହୋଇଛନ୍ତି । ଆଜି ସଂନ୍ଧ୍ୟାରେ ବିଜୟପୁରରେ ଏକ ବିରାଟ ରୋଡ ଶୋରେ ରାହୁଲ ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

23 Apr 2023 By The Sakala

ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ରାହୁଲଙ୍କ ମେଗା ଶୋ’

ବେଙ୍ଗାଲୁରୁ : ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ରାହୁଲଙ୍କ ମେଗା ଶୋ’ । ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ରାହୁଲ ଗାନ୍ଧୀ । ରୋଡ ସୋ, ଜନସଭା, ମନ୍ଦିର ପରିଦର୍ଶନ ଆଦି କାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ । ହୁବାଲି ଏୟାରପୋର୍ଟରେ ପହଞ୍ଚିବା ପରେ ରାହୁଲଙ୍କୁ ସ୍ବାଗତ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହୁବାଲି କଂଗ୍ରେସ ପ୍ରାର୍ଥୀ ଜଗଦୀଶ ସେଟ୍ଟର । ବାସବ ଜୟନ୍ତୀ ଅବସରରେ ସଙ୍ଗମନଥା ମନ୍ଦିରରେ ପହଞ୍ଚି ଆଶୀର୍ବାଦ ଭିକ୍ଷା କରିବା ସହ କୁଦାଲାଠାରେ ଆୟୋଜିତ ବାସବ ଜୟନ୍ତୀ ସମାରୋହରେ ରାହୁଲ ସାମିଲ ହୋଇଛନ୍ତି । ଆଜି ସଂନ୍ଧ୍ୟାରେ ବିଜୟପୁରରେ ଏକ ବିରାଟ ରୋଡ ଶୋରେ ରାହୁଲ ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।

https://www.thesakala.in/national-international/karnataka-rahul-gandhi-reaches-hubbali/article-21020
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର