ଆମେରିକାର ଏକ ଡାଏରୀ ଫାର୍ମରେ ବିସ୍ଫୋରଣ, ନିଆଁରେ ଜଳି ପାଉଁଶ ହୋଇଗଲେ ୧୮ ହଜାର ଗାଈ

The Sakala Picture
Published On

ୱାଶିଂଟନ: ଆମେରିକାର ଟେକ୍ସାସରେ ଥିବା ଏକ ଡାଏରୀ ଫାର୍ମରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ନିଆଁରେ ପୋଡି ହୋଇ ପ୍ରାୟ ୧୮,୦୦୦ ଗାଈଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଦମକଳ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ବି ୧୮ହଜାର ଗାଈଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଫାର୍ମରେ ବ୍ଲାଷ୍ଟ ହୋଇଥିବା […]

ୱାଶିଂଟନ: ଆମେରିକାର ଟେକ୍ସାସରେ ଥିବା ଏକ ଡାଏରୀ ଫାର୍ମରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ନିଆଁରେ ପୋଡି ହୋଇ ପ୍ରାୟ ୧୮,୦୦୦ ଗାଈଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଦମକଳ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ବି ୧୮ହଜାର ଗାଈଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଫାର୍ମରେ ବ୍ଲାଷ୍ଟ ହୋଇଥିବା ବେଳେ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା । ଚାରିଆଡ଼ ଧୂଆଁମୟ ହୋଇଯାଇଥିବା ବେଳେ ନିଆଁ ଓ ଧୂଆଁରେ ୧୮ହଜାର ଗୋରୁଙ୍କର ମୃତ୍ୟୁ ହୋଇଛି । ଡାଏରୀ ଫାର୍ମ ଦାୟିତ୍ବରେ ଥିବା ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

14 Apr 2023 By The Sakala

ଆମେରିକାର ଏକ ଡାଏରୀ ଫାର୍ମରେ ବିସ୍ଫୋରଣ, ନିଆଁରେ ଜଳି ପାଉଁଶ ହୋଇଗଲେ ୧୮ ହଜାର ଗାଈ

ୱାଶିଂଟନ: ଆମେରିକାର ଟେକ୍ସାସରେ ଥିବା ଏକ ଡାଏରୀ ଫାର୍ମରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ନିଆଁରେ ପୋଡି ହୋଇ ପ୍ରାୟ ୧୮,୦୦୦ ଗାଈଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଦମକଳ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ବି ୧୮ହଜାର ଗାଈଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଫାର୍ମରେ ବ୍ଲାଷ୍ଟ ହୋଇଥିବା ବେଳେ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା । ଚାରିଆଡ଼ ଧୂଆଁମୟ ହୋଇଯାଇଥିବା ବେଳେ ନିଆଁ ଓ ଧୂଆଁରେ ୧୮ହଜାର ଗୋରୁଙ୍କର ମୃତ୍ୟୁ ହୋଇଛି । ଡାଏରୀ ଫାର୍ମ ଦାୟିତ୍ବରେ ଥିବା ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

https://www.thesakala.in/national-international/18-thousand-cow-burnt-after-explosion-in-a-diary-farm-in-texas/article-20739
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର