ଚର୍ଚ୍ଚାରେ ଟିକେଟ ଚେକର ରୋଜାଲିନ: ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କଠୁ ଆଦାୟ କଲେଣି ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ଚର୍ଚ୍ଚାରେ ରେଳ ଟିକେଟ ଇନ୍ସପେକ୍ଟର ରୋଜାଲିନ ଆରୋକିଆ ମେରି। ବିନା ଟିକେଟ‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଆଦୟ କଲେଣି ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜରିମାନା।  ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାଯ୍ଯ କରୁଛନ୍ତି। ସେ ଏବେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା ସଂଗ୍ରହ କରିଥିବା ରେଳବାଇର ପ୍ରଥମ ଟିକେଟ୍ ଚେକର କର୍ମଚାରୀ ହୋଇପାରିଛନ୍ତି। ଏ ନେଇ  ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରାଯାଇଛି। Showing resolute […]

ନୂଆଦିଲ୍ଲୀ: ଚର୍ଚ୍ଚାରେ ରେଳ ଟିକେଟ ଇନ୍ସପେକ୍ଟର ରୋଜାଲିନ ଆରୋକିଆ ମେରି। ବିନା ଟିକେଟ‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଆଦୟ କଲେଣି ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜରିମାନା।  ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାଯ୍ଯ କରୁଛନ୍ତି। ସେ ଏବେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା ସଂଗ୍ରହ କରିଥିବା ରେଳବାଇର ପ୍ରଥମ ଟିକେଟ୍ ଚେକର କର୍ମଚାରୀ ହୋଇପାରିଛନ୍ତି। ଏ ନେଇ  ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରାଯାଇଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ


ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରି ରୋଜାଲିନଙ୍କ କିଛି ଫଟୋ ସେୟାର କରାଯାଇଛି। ଏଥିସହ ରେଳ ମନ୍ତ୍ରାଳୟ ରୋଜାଲିନଙ୍କ ଫଟୋ କ୍ୟାପସନରେ ଲେଖିଛି ଯେ, ସେ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ନିଜର କାର୍ଯ୍ଯ କରୁଛନ୍ତି। ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାର୍ଯ୍ଯ କରୁଛନ୍ତି। ସେ ବିନା ଟିକେଟରେ ଯାତ୍ରା କରୁଥିବ‌ା ରେଳ ଯାତ୍ରୀଙ୍କଠାରୁ ୧.୦୩ କୋଟି ଟଙ୍କା ଜରିମାନା ଆକାରରେ ସଂଗ୍ରହ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର