ମନ୍ତ୍ରୀପଦରୁ ଇସ୍ତଫା ଦେଲେ ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉଭୟ ମନ୍ତ୍ରୀଙ୍କ ଇସ୍ତଫା ପତ୍ରକୁ ମଞ୍ଜୁର କରିଛନ୍ତି। ଉଭୟ ମନ୍ତ୍ରୀ  ବିବାଦ ଘେରରେ ଥିଲେ। ସୂଚନା ଅନୁଯାୟୀ, ସିବିଆଇ ଦ୍ୱାରା ଗିରଫ ହେବା ପରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆଜି ଜାମିନ ନିମନ୍ତେ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ। ଆବେଦନରେ ସିସୋଦିଆ ତାଙ୍କ ଗିରଫକୁ ଚାଲେଞ୍ଜ କରିଥିଲେ। ମାମଲାର ଶୁଣାଣି କରୁଥିବା […]

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉଭୟ ମନ୍ତ୍ରୀଙ୍କ ଇସ୍ତଫା ପତ୍ରକୁ ମଞ୍ଜୁର କରିଛନ୍ତି। ଉଭୟ ମନ୍ତ୍ରୀ  ବିବାଦ ଘେରରେ ଥିଲେ।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ସୂଚନା ଅନୁଯାୟୀ, ସିବିଆଇ ଦ୍ୱାରା ଗିରଫ ହେବା ପରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆଜି ଜାମିନ ନିମନ୍ତେ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ। ଆବେଦନରେ ସିସୋଦିଆ ତାଙ୍କ ଗିରଫକୁ ଚାଲେଞ୍ଜ କରିଥିଲେ। ମାମଲାର ଶୁଣାଣି କରୁଥିବା ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ଼ ମାମଲାକୁ ନେଇ ସିଧା ସୁପ୍ରିମକୋର୍ଟ ଆସିଲେ କାହିଁକି ବୋଲି ପ୍ରଶ୍ନ କରିଥିଲେ। ଜାମିନ ନିମନ୍ତେ ଉଚ୍ଚନ୍ୟାୟାଳୟରେ ମଧ୍ୟ ଅପିଲ କରିପାରିଥାନ୍ତେ ବୋଲି କହିଥିଲେ। ଏହାର ଜବାବରେ ଆମଆଦମୀ ପାର୍ଟି କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଥିବା କହିଥିବା ବେଳେ ଏବେ ଜାମିନ ଲାଗି ହାଇକୋର୍ଟରେ ପିଟିସନ ଦାୟର କରାଯିବ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

28 Feb 2023 By The Sakala

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉଭୟ ମନ୍ତ୍ରୀଙ୍କ ଇସ୍ତଫା ପତ୍ରକୁ ମଞ୍ଜୁର କରିଛନ୍ତି। ଉଭୟ ମନ୍ତ୍ରୀ  ବିବାଦ ଘେରରେ ଥିଲେ।

ସୂଚନା ଅନୁଯାୟୀ, ସିବିଆଇ ଦ୍ୱାରା ଗିରଫ ହେବା ପରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆଜି ଜାମିନ ନିମନ୍ତେ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ। ଆବେଦନରେ ସିସୋଦିଆ ତାଙ୍କ ଗିରଫକୁ ଚାଲେଞ୍ଜ କରିଥିଲେ। ମାମଲାର ଶୁଣାଣି କରୁଥିବା ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ଼ ମାମଲାକୁ ନେଇ ସିଧା ସୁପ୍ରିମକୋର୍ଟ ଆସିଲେ କାହିଁକି ବୋଲି ପ୍ରଶ୍ନ କରିଥିଲେ। ଜାମିନ ନିମନ୍ତେ ଉଚ୍ଚନ୍ୟାୟାଳୟରେ ମଧ୍ୟ ଅପିଲ କରିପାରିଥାନ୍ତେ ବୋଲି କହିଥିଲେ। ଏହାର ଜବାବରେ ଆମଆଦମୀ ପାର୍ଟି କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଥିବା କହିଥିବା ବେଳେ ଏବେ ଜାମିନ ଲାଗି ହାଇକୋର୍ଟରେ ପିଟିସନ ଦାୟର କରାଯିବ ବୋଲି କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର