ୟୁଟ୍ୟୁବର ସିଇଓ ହେବେ ଭାରତୀୟ ବଂଶୋଦ୍ଭବ ନୀଲ ମୋହନ

The Sakala Picture
Published On

ନୂଆଦିଲ୍ଲୀ: ୟୁଟ୍ୟୁବର ସିଇଓ ହେବେ ଭାରତୀୟ।  ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ହେବେ ୟୁଟ୍ୟୁବର ନୂଆ ସିଇଓ । ସୁସାନ ଓଜେସିକିଙ୍କ ଇସ୍ତଫା ଘୋଷଣା ପରେ ନୀଲ ମୋହନ ପିନ୍ଧିବେ ମୁକୁଟ । ପ୍ରାୟ ୯ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ସୁସାନ ଦେଇଛନ୍ତି ଇସ୍ତଫା । ୧୯୯୬ରେ ନୀଲ ମୋହନ ଆସେଣ୍ଟ୍ୱରରେ ଆରମ୍ଭ କରିଥିଲେ କ୍ୟାରିୟର । ୨୦୧୫ରୁ ସେ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଭାବେ ଦାୟିତ୍ବ ତୁଲାଉଥିଲେ । ୪୯ ବର୍ଷ ବୟସ୍କ […]

ନୂଆଦିଲ୍ଲୀ: ୟୁଟ୍ୟୁବର ସିଇଓ ହେବେ ଭାରତୀୟ।  ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ହେବେ ୟୁଟ୍ୟୁବର ନୂଆ ସିଇଓ । ସୁସାନ ଓଜେସିକିଙ୍କ ଇସ୍ତଫା ଘୋଷଣା ପରେ ନୀଲ ମୋହନ ପିନ୍ଧିବେ ମୁକୁଟ । ପ୍ରାୟ ୯ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ସୁସାନ ଦେଇଛନ୍ତି ଇସ୍ତଫା । ୧୯୯୬ରେ ନୀଲ ମୋହନ ଆସେଣ୍ଟ୍ୱରରେ ଆରମ୍ଭ କରିଥିଲେ କ୍ୟାରିୟର । ୨୦୧୫ରୁ ସେ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଭାବେ ଦାୟିତ୍ବ ତୁଲାଉଥିଲେ । ୪୯ ବର୍ଷ ବୟସ୍କ ଷ୍ଟାନଫୋର୍ଡ ଗ୍ରାଜୁଏଟ ନୀଲ ମୋହନ କିଛି ଦିନ ଲାଗି ନେଟଗ୍ରାଭିଟି ଷ୍ଟାର୍ଟଅପରେ କାର୍ଯ୍ଯ କରିଥିଲେ । ନେଟଗ୍ରାଭିଟିକୁ ପରବର୍ତ୍ତୀ ପର୍ଯ୍ଯାୟରେ ଡବଲ କ୍ଲିକ ଅଧିଗ୍ରହଣ କରିଥିଲା । ୨୦୦୭ରେ ଡବଲକ୍ଲିକକୁ କିଣିଥିଲା ଗୁଗୁଲ । ଗୁଗୁଲର ଆଡଭର୍ଟାଇଜିଂ ପ୍ରଡକ୍ଟର ଆଡଓ୍ବାର୍ଡସ, ଆଡସେନ୍ସ ଆଦିର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନୀଲ ମୋହନ ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

17 Feb 2023 By The Sakala

ୟୁଟ୍ୟୁବର ସିଇଓ ହେବେ ଭାରତୀୟ ବଂଶୋଦ୍ଭବ ନୀଲ ମୋହନ

ନୂଆଦିଲ୍ଲୀ: ୟୁଟ୍ୟୁବର ସିଇଓ ହେବେ ଭାରତୀୟ।  ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ହେବେ ୟୁଟ୍ୟୁବର ନୂଆ ସିଇଓ । ସୁସାନ ଓଜେସିକିଙ୍କ ଇସ୍ତଫା ଘୋଷଣା ପରେ ନୀଲ ମୋହନ ପିନ୍ଧିବେ ମୁକୁଟ । ପ୍ରାୟ ୯ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ସୁସାନ ଦେଇଛନ୍ତି ଇସ୍ତଫା । ୧୯୯୬ରେ ନୀଲ ମୋହନ ଆସେଣ୍ଟ୍ୱରରେ ଆରମ୍ଭ କରିଥିଲେ କ୍ୟାରିୟର । ୨୦୧୫ରୁ ସେ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଭାବେ ଦାୟିତ୍ବ ତୁଲାଉଥିଲେ । ୪୯ ବର୍ଷ ବୟସ୍କ ଷ୍ଟାନଫୋର୍ଡ ଗ୍ରାଜୁଏଟ ନୀଲ ମୋହନ କିଛି ଦିନ ଲାଗି ନେଟଗ୍ରାଭିଟି ଷ୍ଟାର୍ଟଅପରେ କାର୍ଯ୍ଯ କରିଥିଲେ । ନେଟଗ୍ରାଭିଟିକୁ ପରବର୍ତ୍ତୀ ପର୍ଯ୍ଯାୟରେ ଡବଲ କ୍ଲିକ ଅଧିଗ୍ରହଣ କରିଥିଲା । ୨୦୦୭ରେ ଡବଲକ୍ଲିକକୁ କିଣିଥିଲା ଗୁଗୁଲ । ଗୁଗୁଲର ଆଡଭର୍ଟାଇଜିଂ ପ୍ରଡକ୍ଟର ଆଡଓ୍ବାର୍ଡସ, ଆଡସେନ୍ସ ଆଦିର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନୀଲ ମୋହନ ।

https://www.thesakala.in/national-international/youtubes-chief-product-officer-neal-mohan-will-be-the-new-head-of-youtube/article-19014
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର