ମେକ୍ସିକୋର ଏକ ଜେଲରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼; ୧୪ ମୃତ, ୨୪ କଏଦୀ ଫେରାର

The Sakala Picture
Published On

ମେକ୍ସିକୋ: ଉତ୍ତର ମେକ୍ସିକୋର ସ୍ୟୁଦାଦ ଜୁୟାରେଜ ସହରରେ ଥିବା ଏକ ଜେଲରେ ଆଖିବୁଜା ଗୁଳିମାଡ଼ କରିଛନ୍ତି କିଛି ସଶସ୍ତ୍ର ଆତତାୟୀ । ଗୁଳିମାଡ଼ରେ ୧୪ଜଣ ମୃତ୍ୟୁ ହୋଇଥିବାବେଳେ ୨୪ଜଣ କଏଦୀ ଫେରାର୍ ହୋଇଯାଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ ଜଣ ସୁରକ୍ଷା କର୍ମୀ ଓ ଜଣେ ସିକ୍ୟୁରିଟି ଏଜେଣ୍ଟ ଅଛନ୍ତି । ସେହିପରି ୪ ଜଣ ଅନ୍ତେବାସୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଆକ୍ରମଣକାରୀମାନେ ଏକ କାରରେ ଗାଡ଼ି ଆସି ଜେଲ ଭିତରକୁ ଆଖିବୁଜା […]

ମେକ୍ସିକୋ: ଉତ୍ତର ମେକ୍ସିକୋର ସ୍ୟୁଦାଦ ଜୁୟାରେଜ ସହରରେ ଥିବା ଏକ ଜେଲରେ ଆଖିବୁଜା ଗୁଳିମାଡ଼ କରିଛନ୍ତି କିଛି ସଶସ୍ତ୍ର ଆତତାୟୀ । ଗୁଳିମାଡ଼ରେ ୧୪ଜଣ ମୃତ୍ୟୁ ହୋଇଥିବାବେଳେ ୨୪ଜଣ କଏଦୀ ଫେରାର୍ ହୋଇଯାଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ ଜଣ ସୁରକ୍ଷା କର୍ମୀ ଓ ଜଣେ ସିକ୍ୟୁରିଟି ଏଜେଣ୍ଟ ଅଛନ୍ତି । ସେହିପରି ୪ ଜଣ ଅନ୍ତେବାସୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ସୂଚନା ଅନୁସାରେ, ଆକ୍ରମଣକାରୀମାନେ ଏକ କାରରେ ଗାଡ଼ି ଆସି ଜେଲ ଭିତରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ୧୦ ସୁରକ୍ଷାକର୍ମୀ ଓ ୪ କଏଦୀଙ୍କ ସମେତ ମୋଟ୍ ୧୪ଜଣଙ୍କ ମୃତ୍ୟୁ ହୋଇଛି । ଏହାର ଫାଇଦା ଉଠାଇ ୨୪ଜଣ କଏଦୀ ଫେରାର୍ ହୋଇଯାଇଛନ୍ତି । ଏମାନଙ୍କର ଏଯାଏଁ ପରିଚୟ ମିଳିପାରନାହିଁ । ଜେଲରେ ଆକ୍ରମଣ କରିବା ପୂର୍ବରୁ ଆତତାୟୀମାନେ ନଗରପାଳିକା ସହର ପୋଲିସ ଉପରକୁ ଫାୟାରିଂ କରିଥିଲେ ବୋଲି ଜଣାପଡିଛି । ତେବେ କିଏ ଓ କେଉଁ କାରଣ ପାଇଁ ଏହି ଗୁଳି ମାଡ଼ କରିଛି । ସେନେଇ ତଦନ୍ତ କରୁଛି ପୋଲିସ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

02 Jan 2023 By The Sakala

ମେକ୍ସିକୋର ଏକ ଜେଲରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼; ୧୪ ମୃତ, ୨୪ କଏଦୀ ଫେରାର

ମେକ୍ସିକୋ: ଉତ୍ତର ମେକ୍ସିକୋର ସ୍ୟୁଦାଦ ଜୁୟାରେଜ ସହରରେ ଥିବା ଏକ ଜେଲରେ ଆଖିବୁଜା ଗୁଳିମାଡ଼ କରିଛନ୍ତି କିଛି ସଶସ୍ତ୍ର ଆତତାୟୀ । ଗୁଳିମାଡ଼ରେ ୧୪ଜଣ ମୃତ୍ୟୁ ହୋଇଥିବାବେଳେ ୨୪ଜଣ କଏଦୀ ଫେରାର୍ ହୋଇଯାଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ ଜଣ ସୁରକ୍ଷା କର୍ମୀ ଓ ଜଣେ ସିକ୍ୟୁରିଟି ଏଜେଣ୍ଟ ଅଛନ୍ତି । ସେହିପରି ୪ ଜଣ ଅନ୍ତେବାସୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଆକ୍ରମଣକାରୀମାନେ ଏକ କାରରେ ଗାଡ଼ି ଆସି ଜେଲ ଭିତରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ୧୦ ସୁରକ୍ଷାକର୍ମୀ ଓ ୪ କଏଦୀଙ୍କ ସମେତ ମୋଟ୍ ୧୪ଜଣଙ୍କ ମୃତ୍ୟୁ ହୋଇଛି । ଏହାର ଫାଇଦା ଉଠାଇ ୨୪ଜଣ କଏଦୀ ଫେରାର୍ ହୋଇଯାଇଛନ୍ତି । ଏମାନଙ୍କର ଏଯାଏଁ ପରିଚୟ ମିଳିପାରନାହିଁ । ଜେଲରେ ଆକ୍ରମଣ କରିବା ପୂର୍ବରୁ ଆତତାୟୀମାନେ ନଗରପାଳିକା ସହର ପୋଲିସ ଉପରକୁ ଫାୟାରିଂ କରିଥିଲେ ବୋଲି ଜଣାପଡିଛି । ତେବେ କିଏ ଓ କେଉଁ କାରଣ ପାଇଁ ଏହି ଗୁଳି ମାଡ଼ କରିଛି । ସେନେଇ ତଦନ୍ତ କରୁଛି ପୋଲିସ ।

https://www.thesakala.in/national-international/armed-men-attack-in-a-jail-of-mexico-14-died/article-17812
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର