ଶିଶୁଙ୍କ ନାମ ବନ୍ଧୁକ କିମ୍ବା ବୋମା ରଖିବାକୁ ଉତ୍ତର କୋରିଆର ଏକଛତ୍ରଶାସକ କିମ୍‌ ଜୋଙ୍ଗ-ଉନ୍‌ଙ୍କ ନିର୍ଦ୍ଦେଶ

The Sakala Picture
Published On

ସିଓଲ(ଏଜେନ୍ସି): ଉତ୍ତର କୋରିଆର ଏକଛତ୍ରଶାସକ କିମ୍‌ ଜୋଙ୍ଗ-ଉନ୍‌ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ସେ ଦେଶରେ ଶିଶୁଙ୍କ ଭଲ ନାମ ନ ରଖିବାକୁ କହିଛନ୍ତି। ଏହା ପ୍ରତି ବଦଳରେ ବନ୍ଧୁକ କିମ୍ବା ବୋମା ରଖିବାକୁ ଅଭିଭାବକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଡ଼ ଲୋକଙ୍କର ନାମ ପରିବର୍ତ୍ତନ କରିବାକୁ ମଧ୍ୟ କହିଛନ୍ତି। କିମ୍‌ ଜୋଙ୍ଗ ଏ ନେଇ ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି। ଏହି ନାମରେ ଦେଶଭକ୍ତିର ଭାବନା ରହିଥିବା ସେ ମନେ କରୁଛନ୍ତି। କିମ୍‌ଙ୍କ ଅନୁଯାୟୀ ଦକ୍ଷିଣ କୋରିଆରେ […]

ସିଓଲ(ଏଜେନ୍ସି): ଉତ୍ତର କୋରିଆର ଏକଛତ୍ରଶାସକ କିମ୍‌ ଜୋଙ୍ଗ-ଉନ୍‌ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ସେ ଦେଶରେ ଶିଶୁଙ୍କ ଭଲ ନାମ ନ ରଖିବାକୁ କହିଛନ୍ତି। ଏହା ପ୍ରତି ବଦଳରେ ବନ୍ଧୁକ କିମ୍ବା ବୋମା ରଖିବାକୁ ଅଭିଭାବକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଡ଼ ଲୋକଙ୍କର ନାମ ପରିବର୍ତ୍ତନ କରିବାକୁ ମଧ୍ୟ କହିଛନ୍ତି। କିମ୍‌ ଜୋଙ୍ଗ ଏ ନେଇ ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି। ଏହି ନାମରେ ଦେଶଭକ୍ତିର ଭାବନା ରହିଥିବା ସେ ମନେ କରୁଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

କିମ୍‌ଙ୍କ ଅନୁଯାୟୀ ଦକ୍ଷିଣ କୋରିଆରେ ମଧୁର ଏବଂ କୋମଳ ନାମ ରଖିବାର ସଂସ୍କୃତି ରହିଛି। ଏହା ଏବେ ପାଶ୍ଚାତ୍ୟ ସଂସ୍କୃତିର ପ୍ରତୀକ ପାଲଟି ଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ନୂଆ ନାମ ନ ରଖିଲେ ଜରିମାନା ଦେବାକୁ ପଡିବ। ନଚେତ୍‌ ଖରାପ ସ୍ଥିତିର ସାମ୍‌ନା କରିବାକୁ ହେବ। ଲୋକେ ଏହାକୁ ବିରୋଧ କରୁଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ପ୍ରଥମେ ଦେଶର ଜନସାଧାରଣଙ୍କ ପୋଷାକ ଏବଂ ହେୟାର ଷ୍ଟାଇଲ ଏବଂ ଏବେ ପିଲାମାନଙ୍କ ନାମ ଚୟନରେ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ । ଲୋକମାନଙ୍କୁ କୁହାଯାଇଛି ଯେ ପିଲାମାନଙ୍କର ସରଳ ନାମ ବଦଳରେ ସେମାନେ ଟିକେ କଠିନ ଏବଂ ଦେଶପ୍ରେମୀ ନାମ ରଖିବା ଉଚିତ୍ । ଉତ୍ତର କୋରିଆର ଲୋକମାନେ ସେମାନଙ୍କ ପିଲାମାନଙ୍କ ନାମ ବୋମା ଏବଂ ବନ୍ଧୁକ ଏବଂ ସାଟେଲାଇଟ୍ ରଖିବାକୁ କୁହାଯାଇଛି । ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଏହା କରାଯାଉଛି । ଏହା କରିବା ଦ୍ବାରା ଦେଶଭକ୍ତିର ଆତ୍ମା ​​ପିଲାମାନଙ୍କ ନାମରେ ପ୍ରତିଫଳିତ ହେବ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

05 Dec 2022 By The Sakala

ଶିଶୁଙ୍କ ନାମ ବନ୍ଧୁକ କିମ୍ବା ବୋମା ରଖିବାକୁ ଉତ୍ତର କୋରିଆର ଏକଛତ୍ରଶାସକ କିମ୍‌ ଜୋଙ୍ଗ-ଉନ୍‌ଙ୍କ ନିର୍ଦ୍ଦେଶ

ସିଓଲ(ଏଜେନ୍ସି): ଉତ୍ତର କୋରିଆର ଏକଛତ୍ରଶାସକ କିମ୍‌ ଜୋଙ୍ଗ-ଉନ୍‌ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ସେ ଦେଶରେ ଶିଶୁଙ୍କ ଭଲ ନାମ ନ ରଖିବାକୁ କହିଛନ୍ତି। ଏହା ପ୍ରତି ବଦଳରେ ବନ୍ଧୁକ କିମ୍ବା ବୋମା ରଖିବାକୁ ଅଭିଭାବକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଡ଼ ଲୋକଙ୍କର ନାମ ପରିବର୍ତ୍ତନ କରିବାକୁ ମଧ୍ୟ କହିଛନ୍ତି। କିମ୍‌ ଜୋଙ୍ଗ ଏ ନେଇ ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି। ଏହି ନାମରେ ଦେଶଭକ୍ତିର ଭାବନା ରହିଥିବା ସେ ମନେ କରୁଛନ୍ତି।

କିମ୍‌ଙ୍କ ଅନୁଯାୟୀ ଦକ୍ଷିଣ କୋରିଆରେ ମଧୁର ଏବଂ କୋମଳ ନାମ ରଖିବାର ସଂସ୍କୃତି ରହିଛି। ଏହା ଏବେ ପାଶ୍ଚାତ୍ୟ ସଂସ୍କୃତିର ପ୍ରତୀକ ପାଲଟି ଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ନୂଆ ନାମ ନ ରଖିଲେ ଜରିମାନା ଦେବାକୁ ପଡିବ। ନଚେତ୍‌ ଖରାପ ସ୍ଥିତିର ସାମ୍‌ନା କରିବାକୁ ହେବ। ଲୋକେ ଏହାକୁ ବିରୋଧ କରୁଥିବା କୁହାଯାଉଛି।

ପ୍ରଥମେ ଦେଶର ଜନସାଧାରଣଙ୍କ ପୋଷାକ ଏବଂ ହେୟାର ଷ୍ଟାଇଲ ଏବଂ ଏବେ ପିଲାମାନଙ୍କ ନାମ ଚୟନରେ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ । ଲୋକମାନଙ୍କୁ କୁହାଯାଇଛି ଯେ ପିଲାମାନଙ୍କର ସରଳ ନାମ ବଦଳରେ ସେମାନେ ଟିକେ କଠିନ ଏବଂ ଦେଶପ୍ରେମୀ ନାମ ରଖିବା ଉଚିତ୍ । ଉତ୍ତର କୋରିଆର ଲୋକମାନେ ସେମାନଙ୍କ ପିଲାମାନଙ୍କ ନାମ ବୋମା ଏବଂ ବନ୍ଧୁକ ଏବଂ ସାଟେଲାଇଟ୍ ରଖିବାକୁ କୁହାଯାଇଛି । ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଏହା କରାଯାଉଛି । ଏହା କରିବା ଦ୍ବାରା ଦେଶଭକ୍ତିର ଆତ୍ମା ​​ପିଲାମାନଙ୍କ ନାମରେ ପ୍ରତିଫଳିତ ହେବ ବୋଲି କୁହାଯାଇଛି ।

https://www.thesakala.in/national-international/north-korea-instructs-parents-to-name-their-children-bomb-or-gun/article-17113
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର