ମନୋରଞ୍ଜନ
ଓଡ଼ିଶା
୪୮୫୦୦ ବର୍ଷ ତଳର ଭୂତାଣୁକୁ ପୁଣି ଜୀବିତ କଲେ ବୈଜ୍ଞାନିକ
କ୍ରାଷ୍ଣୋୟାର୍ରସ୍କ(ଏଜେନ୍ସି): ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ୪୮,୫୦୦ ବର୍ଷ ହେଲା ଥିବା ଅନେକ ଭୂତାଣୁକ ବୈଜ୍ଞାନିକମାନେ ପୁନର୍ଜିବୀତ କରିଦେଇଛନ୍ତି। ଏହି ସବୁ ୫ଟି ଅଲଗା ଅଲଗା ପ୍ରଜାତି ସହ ସମ୍ବନ୍ଧ ରହିଛି। ଏହାର ନାମ ‘ମେଗାଭାଇରସ ମାମଥ୍’ ରହିଛି। ଏହି ଭୂତାଣୁ ହାତୀର ପୂର୍ବଜ ମାମଥ୍ ଥିବା ସମୟରେ ଥିଲେ। ସେତେବେଳେ ହିମ ଯୁଗର ସମୟ ଥିଲା। ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ହିମଯୁଗ ସମୟର ଅନେକ ଭୂତାଣୁ ଚାପି ହୋଇ ରହିଛନ୍ତି। ବୈଜ୍ଞାନିକମାନେ ଏମାନଙ୍କ ମଧ୍ୟରୁ କିଛି ଭୂତାଣକୁ […]
କ୍ରାଷ୍ଣୋୟାର୍ରସ୍କ(ଏଜେନ୍ସି): ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ୪୮,୫୦୦ ବର୍ଷ ହେଲା ଥିବା ଅନେକ ଭୂତାଣୁକ ବୈଜ୍ଞାନିକମାନେ ପୁନର୍ଜିବୀତ କରିଦେଇଛନ୍ତି। ଏହି ସବୁ ୫ଟି ଅଲଗା ଅଲଗା ପ୍ରଜାତି ସହ ସମ୍ବନ୍ଧ ରହିଛି। ଏହାର ନାମ ‘ମେଗାଭାଇରସ ମାମଥ୍’ ରହିଛି। ଏହି ଭୂତାଣୁ ହାତୀର ପୂର୍ବଜ ମାମଥ୍ ଥିବା ସମୟରେ ଥିଲେ। ସେତେବେଳେ ହିମ ଯୁଗର ସମୟ ଥିଲା। ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ହିମଯୁଗ ସମୟର ଅନେକ ଭୂତାଣୁ ଚାପି ହୋଇ ରହିଛନ୍ତି। ବୈଜ୍ଞାନିକମାନେ ଏମାନଙ୍କ ମଧ୍ୟରୁ କିଛି ଭୂତାଣକୁ ବାହାର କରି ପୁନର୍ଜୀବିତ କରିଛନ୍ତି।
ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ
ବୈଜ୍ଞାନିକଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଏଭଳି ସ୍ଥିତିରେ ଅଚାନକ୍ ଭୂତାଣୁ ସଂକ୍ରମଣ ହେଲେ ବିପଦ ସୃଷ୍ଟି ହେବ। ତେଣୁ ପୂର୍ବରୁ ଏହି ଭୂତାଣୁ ଉପରେ ଅଧ୍ୟୟନ କରିବା ଜରୁରୀ। ଏହା ଦ୍ବାରା ସଂକ୍ରମଣରୁ ରକ୍ଷା ପାଇବାର ଉପାୟ ଜାଣିହେବ।






