ଭାରତ ନିର୍ମିତ କଫ୍ ସିରପ ପିଇ ଗାମ୍ୱିଆରେ ୬୬ ଶିଶୁଙ୍କ ମୃତ୍ୟୁ

The Sakala Picture
Published On

ନୂଆଦିଲ୍ଲୀ: ଥଣ୍ତା, ଜ୍ୱର ଓ କଫ ପାଇଁ ହରିୟାଣାରେ ମେଡେନ ଫାର୍ମାସ୍ୟୁଟିକାଲ ତରଫରୁ ପ୍ରସ୍ତୁତ ୪ଟି କଫ୍ ସିରପ ବ୍ୟବହାର ନ କରିବାକୁ ସତର୍କ କରାଇଲା ହୁ’। ଏହି ସିରପ ପିଇ ଗାମ୍ୱିଆରେ ୬୬ ଶିଶୁଙ୍କ ମୃତ୍ୟୁ ପରେ ଭାରତ ସମେତ ସବୁ ଦେଶକୁ ସତର୍କତା ଜାରି କରିଛି ହୁ’ । ଲ୍ୟାବରାଟୋରୀରେ ଏହି ସିରପ ପରୀକ୍ଷା ପରେ ଆବଶ୍ୟକତାଠାରୁ ଅଧିକ ପରିମାଣର ଆଲକୋହଲ ମାତ୍ରା ଥିବା ସ୍ପଷ୍ଟ ହୋଇଛି । ଏହା କିଡନୀକୁ ପ୍ରଭାବିତ କରୁଛି […]

ନୂଆଦିଲ୍ଲୀ: ଥଣ୍ତା, ଜ୍ୱର ଓ କଫ ପାଇଁ ହରିୟାଣାରେ ମେଡେନ ଫାର୍ମାସ୍ୟୁଟିକାଲ ତରଫରୁ ପ୍ରସ୍ତୁତ ୪ଟି କଫ୍ ସିରପ ବ୍ୟବହାର ନ କରିବାକୁ ସତର୍କ କରାଇଲା ହୁ’। ଏହି ସିରପ ପିଇ ଗାମ୍ୱିଆରେ ୬୬ ଶିଶୁଙ୍କ ମୃତ୍ୟୁ ପରେ ଭାରତ ସମେତ ସବୁ ଦେଶକୁ ସତର୍କତା ଜାରି କରିଛି ହୁ’ । ଲ୍ୟାବରାଟୋରୀରେ ଏହି ସିରପ ପରୀକ୍ଷା ପରେ ଆବଶ୍ୟକତାଠାରୁ ଅଧିକ ପରିମାଣର ଆଲକୋହଲ ମାତ୍ରା ଥିବା ସ୍ପଷ୍ଟ ହୋଇଛି । ଏହା କିଡନୀକୁ ପ୍ରଭାବିତ କରୁଛି ଓ ବ୍ୟବହାର ନ କରିବାକୁ ଆଡଭାଇଜରି ଜାରି କରିଛି ହୁ’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତୀୟ ଓଷଧ ନିର୍ମାତା ଓ ଡ୍ରଗ୍ସ ନିୟାମକ ସହ ମିଶି ମିଳିତ ଭାବେ  ତଦନ୍ତ କରାଯାଉଛି ।

ଆହୁରି ପଢ଼ନ୍ତୁ: ସିକ୍କିମ ଟନେଲ ଦୁର୍ଘଟଣା: ୨୨ ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ ଶ୍ରମିକଙ୍କ ପାଇଁ ଖୋଜାଖୋଜି ଜାରି

ଅନ୍ୟପଟେ ପ୍ରାଥମିକ ତଦନ୍ତ ଅନୁସାରେ, ସଂପୃକ୍ତ କମ୍ପାନୀ ଷ୍ଟେଟ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଠାରୁ ଅନୁମତି ନେଇ ଔଷଧ ନିର୍ମାଣ କରିଛି । ତେବେ ସେହି କଫ୍‌ ସିରପ୍‌ କେବଳ ଗାମ୍ବିଆକୁ ରପ୍ତାନୀ କରାଯାଇଛି ।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

06 Oct 2022 By The Sakala

ଭାରତ ନିର୍ମିତ କଫ୍ ସିରପ ପିଇ ଗାମ୍ୱିଆରେ ୬୬ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଥଣ୍ତା, ଜ୍ୱର ଓ କଫ ପାଇଁ ହରିୟାଣାରେ ମେଡେନ ଫାର୍ମାସ୍ୟୁଟିକାଲ ତରଫରୁ ପ୍ରସ୍ତୁତ ୪ଟି କଫ୍ ସିରପ ବ୍ୟବହାର ନ କରିବାକୁ ସତର୍କ କରାଇଲା ହୁ’। ଏହି ସିରପ ପିଇ ଗାମ୍ୱିଆରେ ୬୬ ଶିଶୁଙ୍କ ମୃତ୍ୟୁ ପରେ ଭାରତ ସମେତ ସବୁ ଦେଶକୁ ସତର୍କତା ଜାରି କରିଛି ହୁ’ । ଲ୍ୟାବରାଟୋରୀରେ ଏହି ସିରପ ପରୀକ୍ଷା ପରେ ଆବଶ୍ୟକତାଠାରୁ ଅଧିକ ପରିମାଣର ଆଲକୋହଲ ମାତ୍ରା ଥିବା ସ୍ପଷ୍ଟ ହୋଇଛି । ଏହା କିଡନୀକୁ ପ୍ରଭାବିତ କରୁଛି ଓ ବ୍ୟବହାର ନ କରିବାକୁ ଆଡଭାଇଜରି ଜାରି କରିଛି ହୁ’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତୀୟ ଓଷଧ ନିର୍ମାତା ଓ ଡ୍ରଗ୍ସ ନିୟାମକ ସହ ମିଶି ମିଳିତ ଭାବେ  ତଦନ୍ତ କରାଯାଉଛି ।

ଅନ୍ୟପଟେ ପ୍ରାଥମିକ ତଦନ୍ତ ଅନୁସାରେ, ସଂପୃକ୍ତ କମ୍ପାନୀ ଷ୍ଟେଟ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଠାରୁ ଅନୁମତି ନେଇ ଔଷଧ ନିର୍ମାଣ କରିଛି । ତେବେ ସେହି କଫ୍‌ ସିରପ୍‌ କେବଳ ଗାମ୍ବିଆକୁ ରପ୍ତାନୀ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର