କରୋନା କବଳରେ କରୋନା ଯୋଦ୍ଧା, ଦିଲ୍ଲୀ ଏମ୍ସର ୩୫ ଡାକ୍ତରଙ୍କୁ କରୋନା

The Sakala Picture
Published On

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦୃତ ଗତିରେ ପୁଣି ବୃଦ୍ଧି ଘଟିଛି। ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ଭୟାବହ ରୂପ ନେବାରେ ଲାଗିଛି। କରୋନା କବଳରେ ଏବେ କରୋନା ଯୋଦ୍ଧା। ଗଙ୍ଗାରାମ, କେଜିଏମୟୁ ହସ୍ପିଟାଲ ପରେ ଏବେ ଦିଲ୍ଲୀ ଏମ୍ସର ୩୫ ଡାକ୍ତର କରୋନା  ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, ସଂକ୍ରମିତ ସମସ୍ତ ଡାକ୍ତର କରୋନା ଭ୍ୟାକସିନ୍‌ର ଦୁଇଟି ଡୋଜ୍ ନେଇ ସାରିଥିଲେ। ଏହା ପୂର୍ବରୁ ଗତକାଲି ସାର ଗଙ୍ଗାରାମ ହସ୍ପିଟାଲର ୩୭ ଡାକ୍ତର କରୋନା […]

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦୃତ ଗତିରେ ପୁଣି ବୃଦ୍ଧି ଘଟିଛି। ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ଭୟାବହ ରୂପ ନେବାରେ ଲାଗିଛି। କରୋନା କବଳରେ ଏବେ କରୋନା ଯୋଦ୍ଧା। ଗଙ୍ଗାରାମ, କେଜିଏମୟୁ ହସ୍ପିଟାଲ ପରେ ଏବେ ଦିଲ୍ଲୀ ଏମ୍ସର ୩୫ ଡାକ୍ତର କରୋନା  ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହୌଜ ରାନୀ ହୋଟେଲ୍ ଅଗ୍ନିକାଣ୍ଡ: ୨୧ ମୃତ, ନିୟମ ଉଲ୍ଲଂଘନ ଅଭିଯୋଗରେ ମାଲିକ ଗିରଫ ଏବଂ B&B ନୀତି ପ୍ରତ୍ୟାହାର ଘୋଷଣା

ସୂଚନା ଅନୁଯାୟୀ, ସଂକ୍ରମିତ ସମସ୍ତ ଡାକ୍ତର କରୋନା ଭ୍ୟାକସିନ୍‌ର ଦୁଇଟି ଡୋଜ୍ ନେଇ ସାରିଥିଲେ। ଏହା ପୂର୍ବରୁ ଗତକାଲି ସାର ଗଙ୍ଗାରାମ ହସ୍ପିଟାଲର ୩୭ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଳୁଛି ବିଦ୍ରୋହର ନିଆଁ: ଜେଏଏସି (JAAC)ର ଲଙ୍ଗ୍ ମାର୍ଚ୍ଚ ବେଳେ ହିଂସାତ୍ମକ ସଂଘର୍ଷ

ସାର ଗଙ୍ଗାରାମ ହସ୍ପିଟାଲରୁ ଏତେ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ତତ୍ପରତା ପ୍ରକାଶ କରିଛନ୍ତି। ସ୍ଥିତି ବିଷୟରେ ଆଲୋଚନା ପାଇଁ ସେ ହସ୍ପିଟାଲର ଚେୟାରମ୍ୟାନ ଡ. ଡିଏସ ରାଣାଙ୍କୁ ବୈଠକ ପାଇଁ ଡକାଇଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

09 Apr 2021 By The Sakala

କରୋନା କବଳରେ କରୋନା ଯୋଦ୍ଧା, ଦିଲ୍ଲୀ ଏମ୍ସର ୩୫ ଡାକ୍ତରଙ୍କୁ କରୋନା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦୃତ ଗତିରେ ପୁଣି ବୃଦ୍ଧି ଘଟିଛି। ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ଭୟାବହ ରୂପ ନେବାରେ ଲାଗିଛି। କରୋନା କବଳରେ ଏବେ କରୋନା ଯୋଦ୍ଧା। ଗଙ୍ଗାରାମ, କେଜିଏମୟୁ ହସ୍ପିଟାଲ ପରେ ଏବେ ଦିଲ୍ଲୀ ଏମ୍ସର ୩୫ ଡାକ୍ତର କରୋନା  ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁଯାୟୀ, ସଂକ୍ରମିତ ସମସ୍ତ ଡାକ୍ତର କରୋନା ଭ୍ୟାକସିନ୍‌ର ଦୁଇଟି ଡୋଜ୍ ନେଇ ସାରିଥିଲେ। ଏହା ପୂର୍ବରୁ ଗତକାଲି ସାର ଗଙ୍ଗାରାମ ହସ୍ପିଟାଲର ୩୭ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସାର ଗଙ୍ଗାରାମ ହସ୍ପିଟାଲରୁ ଏତେ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ତତ୍ପରତା ପ୍ରକାଶ କରିଛନ୍ତି। ସ୍ଥିତି ବିଷୟରେ ଆଲୋଚନା ପାଇଁ ସେ ହସ୍ପିଟାଲର ଚେୟାରମ୍ୟାନ ଡ. ଡିଏସ ରାଣାଙ୍କୁ ବୈଠକ ପାଇଁ ଡକାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର