ଟ୍ୱିଟରରୁ ହଟିବେ ଏଲନ ମସ୍କ

The Sakala Picture
Published On

ୱାସିଂଟନ: ଟ୍ୱିଟରରୁ ହଟିବେ ଏଲନ ମସ୍କ । ଏପ୍ରିଲ ୨୫ରେ ଟ୍ୱିଟରକୁ ୫୪.୨୦ ବିଲିୟନ ଡଲାରରେ କିଣିବାକୁ ଅଫର ହୋଇଥିଲା। ପରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଏହାକୁ ୪୪ ବିଲିୟନ ଡଲାରରେ କିଣିବା ନେଇ ଚୁକ୍ତି ହୋଇଥିଲା । ଏବେ ଉକ୍ତ ଚୁକ୍ତିରୁ ହଟିଯିବାକୁ ଏଲନ ଘୋଷଣା କରିଛନ୍ତି । ଅର୍ଥାତ ମସ୍କଙ୍କ ଓକିଲ ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଟ୍ୱିଟର ଆମେ ଟ୍ୱିଟର ସହ କରିଥିବା […]

ୱାସିଂଟନ: ଟ୍ୱିଟରରୁ ହଟିବେ ଏଲନ ମସ୍କ । ଏପ୍ରିଲ ୨୫ରେ ଟ୍ୱିଟରକୁ ୫୪.୨୦ ବିଲିୟନ ଡଲାରରେ କିଣିବାକୁ ଅଫର ହୋଇଥିଲା। ପରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଏହାକୁ ୪୪ ବିଲିୟନ ଡଲାରରେ କିଣିବା ନେଇ ଚୁକ୍ତି ହୋଇଥିଲା । ଏବେ ଉକ୍ତ ଚୁକ୍ତିରୁ ହଟିଯିବାକୁ ଏଲନ ଘୋଷଣା କରିଛନ୍ତି । ଅର୍ଥାତ ମସ୍କଙ୍କ ଓକିଲ ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଟ୍ୱିଟର ଆମେ ଟ୍ୱିଟର ସହ କରିଥିବା ଚୁକ୍ତିନାମାକୁ ରଦ୍ଧ କରିବାକୁ ଯାଉଛୁ । ସେପଟେ ମସ୍କଙ୍କ ନାମରେ ମାମଲା କରିବାକୁ ପ୍ରସ୍ତୁତ ହେଉଛି ଟ୍ୱିଟର ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ମାଲବୀୟ ନଗରର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ, ଏକାଧିକ ଆହତ

ମସ୍କଙ୍କ ଓକିଲ କହିଛନ୍ତି ଆମେ ଟ୍ୱିଟର ଉପରେ ଭରସା ପ୍ରକଟ କରିଥିଲୁ । ଆମ ସମ୍ମୁଖରେ କମ୍ପାନୀ ପକ୍ଷରୁ ପ୍ରେଜେଣ୍ଟସେନ ଦେଖାଇଥିଲେ, ସେହି ଅନୁଯାୟୀ ଆମେ ରାଜି ହୋଇଥିଲୁ । କିନ୍ତୁ ଏହା ଉକ୍ତ ପ୍ରେଜେଣ୍ଟସନ ଅନୁଯାୟୀ ଆମେ ପାଇନାହୁଁ । ଯାହା ଫଳରେ ଆମେ ଚୁକ୍ତିନାମାକୁ ରଦ୍ଧ କରିବାକୁ ଯାଉଛୁ ବୋଲି ସୂଚନା ଦେଇଛନ୍ତି ଏନଲ ମସ୍କଙ୍କ ଓକିଲ ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ସେପଟେ ଟ୍ୱିଟର ଏନେଇ ମସ୍କଙ୍କ ନାମରେ ମାମଲା କରିବାକୁ ପ୍ରସ୍ତୁତ ହେଉଛି । ଚେୟାରମ୍ୟାନ ବ୍ରେଟ ଟେଲର ଟ୍ୱିଟ କରି କହିଛନ୍ତି, ଏଲନ ମସ୍କଙ୍କ ସହ ଏକ ଟ୍ରମ ଏବଂ କଣ୍ଡିସନ ହୋଇଥିଲା । ତାହା ପୂର୍ବରୁ ସେ ଯଦି କଣ୍ଡିସନ ଖିଲାପ କରନ୍ତି, ତେବେ ଆମେ ଲିଗାଲ ଆକ୍ସନ ନେବୁ । କିନ୍ତୁ ଏକଥା ମଧ୍ୟ ଟ୍ୱିଟର ଚେୟାରମ୍ୟାନ ଲେଖିଛନ୍ତି, ଯଦି ଚୁକ୍ତି ରଦ୍ଧ କରିବାକୁ ଏଲନ ମସ୍କ ଚାହୁଁଛନ୍ତି । ତେବେ କ୍ଷତିପୂରଣ ଦେବା ସହ ଚୁକ୍ତି ନାମାରୁ ଓହରି ଯାଆନ୍ତୁ ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

09 Jul 2022 By The Sakala

ଟ୍ୱିଟରରୁ ହଟିବେ ଏଲନ ମସ୍କ

ୱାସିଂଟନ: ଟ୍ୱିଟରରୁ ହଟିବେ ଏଲନ ମସ୍କ । ଏପ୍ରିଲ ୨୫ରେ ଟ୍ୱିଟରକୁ ୫୪.୨୦ ବିଲିୟନ ଡଲାରରେ କିଣିବାକୁ ଅଫର ହୋଇଥିଲା। ପରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଏହାକୁ ୪୪ ବିଲିୟନ ଡଲାରରେ କିଣିବା ନେଇ ଚୁକ୍ତି ହୋଇଥିଲା । ଏବେ ଉକ୍ତ ଚୁକ୍ତିରୁ ହଟିଯିବାକୁ ଏଲନ ଘୋଷଣା କରିଛନ୍ତି । ଅର୍ଥାତ ମସ୍କଙ୍କ ଓକିଲ ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଟ୍ୱିଟର ଆମେ ଟ୍ୱିଟର ସହ କରିଥିବା ଚୁକ୍ତିନାମାକୁ ରଦ୍ଧ କରିବାକୁ ଯାଉଛୁ । ସେପଟେ ମସ୍କଙ୍କ ନାମରେ ମାମଲା କରିବାକୁ ପ୍ରସ୍ତୁତ ହେଉଛି ଟ୍ୱିଟର ।

ମସ୍କଙ୍କ ଓକିଲ କହିଛନ୍ତି ଆମେ ଟ୍ୱିଟର ଉପରେ ଭରସା ପ୍ରକଟ କରିଥିଲୁ । ଆମ ସମ୍ମୁଖରେ କମ୍ପାନୀ ପକ୍ଷରୁ ପ୍ରେଜେଣ୍ଟସେନ ଦେଖାଇଥିଲେ, ସେହି ଅନୁଯାୟୀ ଆମେ ରାଜି ହୋଇଥିଲୁ । କିନ୍ତୁ ଏହା ଉକ୍ତ ପ୍ରେଜେଣ୍ଟସନ ଅନୁଯାୟୀ ଆମେ ପାଇନାହୁଁ । ଯାହା ଫଳରେ ଆମେ ଚୁକ୍ତିନାମାକୁ ରଦ୍ଧ କରିବାକୁ ଯାଉଛୁ ବୋଲି ସୂଚନା ଦେଇଛନ୍ତି ଏନଲ ମସ୍କଙ୍କ ଓକିଲ ।

ସେପଟେ ଟ୍ୱିଟର ଏନେଇ ମସ୍କଙ୍କ ନାମରେ ମାମଲା କରିବାକୁ ପ୍ରସ୍ତୁତ ହେଉଛି । ଚେୟାରମ୍ୟାନ ବ୍ରେଟ ଟେଲର ଟ୍ୱିଟ କରି କହିଛନ୍ତି, ଏଲନ ମସ୍କଙ୍କ ସହ ଏକ ଟ୍ରମ ଏବଂ କଣ୍ଡିସନ ହୋଇଥିଲା । ତାହା ପୂର୍ବରୁ ସେ ଯଦି କଣ୍ଡିସନ ଖିଲାପ କରନ୍ତି, ତେବେ ଆମେ ଲିଗାଲ ଆକ୍ସନ ନେବୁ । କିନ୍ତୁ ଏକଥା ମଧ୍ୟ ଟ୍ୱିଟର ଚେୟାରମ୍ୟାନ ଲେଖିଛନ୍ତି, ଯଦି ଚୁକ୍ତି ରଦ୍ଧ କରିବାକୁ ଏଲନ ମସ୍କ ଚାହୁଁଛନ୍ତି । ତେବେ କ୍ଷତିପୂରଣ ଦେବା ସହ ଚୁକ୍ତି ନାମାରୁ ଓହରି ଯାଆନ୍ତୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର