ବିମାନରେ ପରିସ୍ରା ଘଟଣା: କାର୍ଯ୍ଯରେ ଅବହେଳା ପାଇଁ ଏୟାର ଇଣ୍ଡିଆକୁ ପୁଣି ୧୦ ଲକ୍ଷ ଫାଇନ୍

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଥରେ ଏୟାର ଇଣ୍ଡିଆକୁ ଫାଇନ୍ । ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିବା ଘଟଣାରେ ଏବେ ପୁଣି ୧୦ ଲକ୍ଷ ଟଙ୍କର ଜରିମାନା ଲଗାଇଛି ଡିଜିସିଏ । ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆରେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ ସହଯାତ୍ରୀ । ବିମାନରେ ଏପରି ଏକ ଘଟଣା ଘଟିଥିଲେ ମଧ୍ୟ ଏୟାର ଇଣ୍ଡିଆ ପକ୍ଷରୁ ଡିଜିସିଏକୁ କୌଣସି ତଥ୍ୟ ଦିଆଯାଇ ନଥିଲା । ଏହାସହ […]

ନୂଆଦିଲ୍ଲୀ: ପୁଣି ଥରେ ଏୟାର ଇଣ୍ଡିଆକୁ ଫାଇନ୍ । ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିବା ଘଟଣାରେ ଏବେ ପୁଣି ୧୦ ଲକ୍ଷ ଟଙ୍କର ଜରିମାନା ଲଗାଇଛି ଡିଜିସିଏ । ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆରେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ ସହଯାତ୍ରୀ । ବିମାନରେ ଏପରି ଏକ ଘଟଣା ଘଟିଥିଲେ ମଧ୍ୟ ଏୟାର ଇଣ୍ଡିଆ ପକ୍ଷରୁ ଡିଜିସିଏକୁ କୌଣସି ତଥ୍ୟ ଦିଆଯାଇ ନଥିଲା ।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

ଏହାସହ ଡିସେମ୍ବରରେ ଘଟିଥିବା ଘଟଣାକୁ ସେ ତାର ଆଭ୍ୟନ୍ତରୀଣ କମିଟିକୁ ବହୁ ବିଳମ୍ବରେ ଜଣାଇଥିଲା । ଏହି ବିଳମ୍ବ ଯୋଗୁ ଏୟାର ଇଣ୍ଡିଆକୁ ପୁଣି ୧୦ ଲକ୍ଷ ଟଙ୍କା ଜରିମାନା ହୋଇଛି । ଏହା ପୂର୍ବରୁ ୩୦ ଲକ୍ଷ ଟଙ୍କା ଜରିମାନା ଲଗା ଯାଇଥିଲା ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁରେ ବେଆଇନ ପଥର କ୍ୱାରୀ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ, ୫ ଜଣଙ୍କ ନାମରେ ମାମଲା

ଗତ ନଭେମ୍ବରରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଶଙ୍କର ମିଶ୍ରା ନାମକ ଯାତ୍ରୀ ମଦ ପିଇ ନିଶାରେ ବିମାନରେ ଯାତ୍ରା କରୁଥିବା ଅନ୍ୟ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ପ୍ରାୟ ମାସେ ଧରି ଗଣମାଧ୍ୟମରେ ଏହା ଶିରୋନାମା ପାଲଟିଲା ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ବର୍ବରତା: ପିଓକେ, ବେଲୁଚିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ମାନବାଧିକାର ଉଲ୍ଲଂଘନ କରୁଛନ୍ତି ଆସିମ ମୁନିର

24 Jan 2023 By The Sakala

ବିମାନରେ ପରିସ୍ରା ଘଟଣା: କାର୍ଯ୍ଯରେ ଅବହେଳା ପାଇଁ ଏୟାର ଇଣ୍ଡିଆକୁ ପୁଣି ୧୦ ଲକ୍ଷ ଫାଇନ୍

ନୂଆଦିଲ୍ଲୀ: ପୁଣି ଥରେ ଏୟାର ଇଣ୍ଡିଆକୁ ଫାଇନ୍ । ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିବା ଘଟଣାରେ ଏବେ ପୁଣି ୧୦ ଲକ୍ଷ ଟଙ୍କର ଜରିମାନା ଲଗାଇଛି ଡିଜିସିଏ । ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆରେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ ସହଯାତ୍ରୀ । ବିମାନରେ ଏପରି ଏକ ଘଟଣା ଘଟିଥିଲେ ମଧ୍ୟ ଏୟାର ଇଣ୍ଡିଆ ପକ୍ଷରୁ ଡିଜିସିଏକୁ କୌଣସି ତଥ୍ୟ ଦିଆଯାଇ ନଥିଲା ।

ଏହାସହ ଡିସେମ୍ବରରେ ଘଟିଥିବା ଘଟଣାକୁ ସେ ତାର ଆଭ୍ୟନ୍ତରୀଣ କମିଟିକୁ ବହୁ ବିଳମ୍ବରେ ଜଣାଇଥିଲା । ଏହି ବିଳମ୍ବ ଯୋଗୁ ଏୟାର ଇଣ୍ଡିଆକୁ ପୁଣି ୧୦ ଲକ୍ଷ ଟଙ୍କା ଜରିମାନା ହୋଇଛି । ଏହା ପୂର୍ବରୁ ୩୦ ଲକ୍ଷ ଟଙ୍କା ଜରିମାନା ଲଗା ଯାଇଥିଲା ।

ଗତ ନଭେମ୍ବରରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଶଙ୍କର ମିଶ୍ରା ନାମକ ଯାତ୍ରୀ ମଦ ପିଇ ନିଶାରେ ବିମାନରେ ଯାତ୍ରା କରୁଥିବା ଅନ୍ୟ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ପ୍ରାୟ ମାସେ ଧରି ଗଣମାଧ୍ୟମରେ ଏହା ଶିରୋନାମା ପାଲଟିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର