ଦୀଘା ମୁହାଣରେ ଜାଲରେ ପଡ଼ିଲା ୩୩ଟି ତେଲିଆ ଭୋଲା ମାଛ, ବିକ୍ରି କରି କୋଟିପତି ହେଲେ ମତ୍ସ୍ୟଜୀବୀ

The Sakala Picture
Published On

ଜଳେଶ୍ୱର : ମାଛ ବିକ୍ରି କରି ଗୋଟିଏ ଦିନରେ କୋଟିପତି ହେଲେ ମତ୍ସ୍ୟଜୀବୀ। ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ବିରଳ ତେଲିଆ ଭୋଲା ମାଛ । ୧୦ ଜଣ ମତ୍ସ୍ୟଜୀବୀ ଟ୍ରଲର ନେଇ ଦୀଘା ମୁହାଣରେ ମାଛ ମାରିବା ପାଇଁ ଯାଇଥିବା ବେଳେ ଜାଲରେ ପଡିଥିଲା ୩୩ଟି ଭୋଲା ମାଛ । ଔଷଧୀୟ ଗୁଣ ପାଇଁ ପ୍ରସିଦ୍ଧ ତେଲିଆ ଭୋଲା ମାଛ । ବଜାରରେ ତେଲିଆ ଭୋଲା ମାଛ କିଲୋ ୧୨ ହଜାର ୬୦୦ […]

ଜଳେଶ୍ୱର : ମାଛ ବିକ୍ରି କରି ଗୋଟିଏ ଦିନରେ କୋଟିପତି ହେଲେ ମତ୍ସ୍ୟଜୀବୀ। ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ବିରଳ ତେଲିଆ ଭୋଲା ମାଛ । ୧୦ ଜଣ ମତ୍ସ୍ୟଜୀବୀ ଟ୍ରଲର ନେଇ ଦୀଘା ମୁହାଣରେ ମାଛ ମାରିବା ପାଇଁ ଯାଇଥିବା ବେଳେ ଜାଲରେ ପଡିଥିଲା ୩୩ଟି ଭୋଲା ମାଛ । ଔଷଧୀୟ ଗୁଣ ପାଇଁ ପ୍ରସିଦ୍ଧ ତେଲିଆ ଭୋଲା ମାଛ । ବଜାରରେ ତେଲିଆ ଭୋଲା ମାଛ କିଲୋ ୧୨ ହଜାର ୬୦୦ ଟଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ଶୋକାକୁଳ ପରିବେଶ: ଏକାଠି ଉଠିଲା ନୌସେନା ଯବାନ, ପତ୍ନୀ ଓ ୨ ଶିଶୁଙ୍କ କୋକେଇ

ମତ୍ସ୍ୟଜୀବୀମାନେ ମାଛ କୁଳକୁ ଆଣି ନିଲାମ ଡାକିବା ପରେ ୩୩ଟି ମାଛକୁ ୧କୋଟି ଟଙ୍କାରେ ବିକ୍ରି ହୋଇଥିଲା । କଲିକତାର ଏକ ଔଷଧ କଂପାନି ଏହି ମାଛକୁ କିଣିଥିବା ଜଣାପଡିଛି । ୩୩ଟି ମାଛର ଓଜନ ୮୪୦ କିଲୋଗ୍ରାମ । ମାଛ କିଲେପ୍ରତି ୧୨ ହଜାର ୬୦୦ ଟଙ୍କାରେ ବିକ୍ରି ହୋଇଛି ।

ଆହୁରି ପଢ଼ନ୍ତୁ: କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟ୍ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୯ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ, ୬ ଆହତ

ଆହୁରି ପଢ଼ନ୍ତୁ: ଜୟପୁରରେ NTA ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍ ବିଭ୍ରାଟ: ଏଣ୍ଟ୍ରାନ୍ସ ପରୀକ୍ଷା ବାଧାପ୍ରାପ୍ତ, ପରୀକ୍ଷାର୍ଥୀଙ୍କ ହଙ୍ଗାମା

27 Oct 2021 By The Sakala

ଦୀଘା ମୁହାଣରେ ଜାଲରେ ପଡ଼ିଲା ୩୩ଟି ତେଲିଆ ଭୋଲା ମାଛ, ବିକ୍ରି କରି କୋଟିପତି ହେଲେ ମତ୍ସ୍ୟଜୀବୀ

ଜଳେଶ୍ୱର : ମାଛ ବିକ୍ରି କରି ଗୋଟିଏ ଦିନରେ କୋଟିପତି ହେଲେ ମତ୍ସ୍ୟଜୀବୀ। ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ବିରଳ ତେଲିଆ ଭୋଲା ମାଛ । ୧୦ ଜଣ ମତ୍ସ୍ୟଜୀବୀ ଟ୍ରଲର ନେଇ ଦୀଘା ମୁହାଣରେ ମାଛ ମାରିବା ପାଇଁ ଯାଇଥିବା ବେଳେ ଜାଲରେ ପଡିଥିଲା ୩୩ଟି ଭୋଲା ମାଛ । ଔଷଧୀୟ ଗୁଣ ପାଇଁ ପ୍ରସିଦ୍ଧ ତେଲିଆ ଭୋଲା ମାଛ । ବଜାରରେ ତେଲିଆ ଭୋଲା ମାଛ କିଲୋ ୧୨ ହଜାର ୬୦୦ ଟଙ୍କା ରହିଛି ।

ମତ୍ସ୍ୟଜୀବୀମାନେ ମାଛ କୁଳକୁ ଆଣି ନିଲାମ ଡାକିବା ପରେ ୩୩ଟି ମାଛକୁ ୧କୋଟି ଟଙ୍କାରେ ବିକ୍ରି ହୋଇଥିଲା । କଲିକତାର ଏକ ଔଷଧ କଂପାନି ଏହି ମାଛକୁ କିଣିଥିବା ଜଣାପଡିଛି । ୩୩ଟି ମାଛର ଓଜନ ୮୪୦ କିଲୋଗ୍ରାମ । ମାଛ କିଲେପ୍ରତି ୧୨ ହଜାର ୬୦୦ ଟଙ୍କାରେ ବିକ୍ରି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର