ମାଂସପେଶୀ ମଜବୁତ ପାଇଁ ଚତୁରଙ୍ଗ ଦଣ୍ଡାସନ

The Sakala Picture
Published On

ଯୋଗାସନ ପଦ୍ଧତି: ଦୁଇ ହାତକୁ କହୁଣିର ତଳକୁ ଭରାଦେଇ ରଖନ୍ତୁ। କହୁଣି କାନ୍ଧ ତଳକୁ ହେବା ଆବଶ୍ୟକ। ନିତମ୍ବକୁ ଆଗ ଆଡ଼କୁ ଝୁକାନ୍ତୁ। ସବୁ ମାଂସପେଶୀକୁ ଶରୀର ମଝିରେ କେନ୍ଦ୍ରୀଭୂତ କରି ସ୍ଥିର ରଖନ୍ତୁ। ଏହା ଏକ ପ୍ରକାର ଦଣ୍ଡ ଲଗେଇବା ପରି ଜଣାପଡ଼େ। ଫଳପ୍ରାପ୍ତି: ଏହି ଆସନ ଅଭ୍ୟାସ ଦ୍ବାରା ପେଟ ଉପରେ ଅତି ଉତ୍ତମ ପ୍ରଭାବ ପଡ଼େ ବୋଲି ମନେ କରାଯାଏ। ଏହାକୁ କରିବା ଦ୍ବାରା ହାତ ମଜବୁତ ହୁଏ। ଶରୀରର ଔଜ୍ଜ୍ବଲ୍ୟତା ଏବଂ […]

ଯୋଗାସନ ପଦ୍ଧତି: ଦୁଇ ହାତକୁ କହୁଣିର ତଳକୁ ଭରାଦେଇ ରଖନ୍ତୁ। କହୁଣି କାନ୍ଧ ତଳକୁ ହେବା ଆବଶ୍ୟକ। ନିତମ୍ବକୁ ଆଗ ଆଡ଼କୁ ଝୁକାନ୍ତୁ। ସବୁ ମାଂସପେଶୀକୁ ଶରୀର ମଝିରେ କେନ୍ଦ୍ରୀଭୂତ କରି ସ୍ଥିର ରଖନ୍ତୁ। ଏହା ଏକ ପ୍ରକାର ଦଣ୍ଡ ଲଗେଇବା ପରି ଜଣାପଡ଼େ।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

ଫଳପ୍ରାପ୍ତି: ଏହି ଆସନ ଅଭ୍ୟାସ ଦ୍ବାରା ପେଟ ଉପରେ ଅତି ଉତ୍ତମ ପ୍ରଭାବ ପଡ଼େ ବୋଲି ମନେ କରାଯାଏ। ଏହାକୁ କରିବା ଦ୍ବାରା ହାତ ମଜବୁତ ହୁଏ। ଶରୀରର ଔଜ୍ଜ୍ବଲ୍ୟତା ଏବଂ ମାଂସପେଶୀକୁ ସୁଢ଼ଳ କରିବା ସହିତ ବାହୁକୁ ବଳିଷ୍ଠ କରାଏ।

ଆହୁରି ପଢ଼ନ୍ତୁ: ଚମକିବ ଚେହେରା: ଘରେ ପ୍ରସ୍ତୁତ କରନ୍ତୁ ନାଚୁରାଲ 'ସନସ୍କ୍ରିନ୍', ଟ୍ୟାନ୍ ଦୂର କରିବାର ଏହି ୫ଟି ଘରୋଇ ଉପାୟ ଜାଣନ୍ତୁ

22 Feb 2021 By The Sakala

ମାଂସପେଶୀ ମଜବୁତ ପାଇଁ ଚତୁରଙ୍ଗ ଦଣ୍ଡାସନ

ଯୋଗାସନ ପଦ୍ଧତି: ଦୁଇ ହାତକୁ କହୁଣିର ତଳକୁ ଭରାଦେଇ ରଖନ୍ତୁ। କହୁଣି କାନ୍ଧ ତଳକୁ ହେବା ଆବଶ୍ୟକ। ନିତମ୍ବକୁ ଆଗ ଆଡ଼କୁ ଝୁକାନ୍ତୁ। ସବୁ ମାଂସପେଶୀକୁ ଶରୀର ମଝିରେ କେନ୍ଦ୍ରୀଭୂତ କରି ସ୍ଥିର ରଖନ୍ତୁ। ଏହା ଏକ ପ୍ରକାର ଦଣ୍ଡ ଲଗେଇବା ପରି ଜଣାପଡ଼େ।

ଫଳପ୍ରାପ୍ତି: ଏହି ଆସନ ଅଭ୍ୟାସ ଦ୍ବାରା ପେଟ ଉପରେ ଅତି ଉତ୍ତମ ପ୍ରଭାବ ପଡ଼େ ବୋଲି ମନେ କରାଯାଏ। ଏହାକୁ କରିବା ଦ୍ବାରା ହାତ ମଜବୁତ ହୁଏ। ଶରୀରର ଔଜ୍ଜ୍ବଲ୍ୟତା ଏବଂ ମାଂସପେଶୀକୁ ସୁଢ଼ଳ କରିବା ସହିତ ବାହୁକୁ ବଳିଷ୍ଠ କରାଏ।

https://www.thesakala.in/lifestyle/yoga-benefits/article-162
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର