ଖେଳ ଖବର
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ଭାରତୀୟ ମହିଳା ହକି ଟିମ୍, ଶୁଭେଚ୍ଛା ଜଣାଇଲେ ନବୀନ
Published On
By Madhusudan Das
ଭୁବନେଶ୍ୱର: ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲୀକୁ ୧-୦ ଗୋଲ୍ରେ ହରାଇ FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ । ସୋସିଆଲ ମିଡ଼ିଆ ସାଇଟ ‘X’ରେ ମହିଳା ହକି ଟିମକୁ ଶୁଭେଚ୍ଛା...
ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା; ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ଥାନାରେ ଏତଲା
Published On
By Madhusudan Das
ନୂଆଦିଲ୍ଲୀ: ଭାରତର ଐତିହାସିକ ଟି-୨୦ ବିଶ୍ୱକପ ୨୦୨୬ ବିଜୟ ଉତ୍ସବ ପାଳନ ବେଳେ ଏକ ଆଇନଗତ ବିବାଦ ମୁଣ୍ଡ ଟେକିଛି। ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗ ଆଣି ପୁଣେର ଜଣେ ଆଇନଜୀବୀ ଏଫଆଇଆର (FIR) ରୁଜୁ କରିବାକୁ ଦାବି କରିଛନ୍ତି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ...
ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ
Published On
By Madhusudan Das
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ଏକ ବିଶାଳ ଆର୍ଥିକ ପୁରସ୍କାର ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନିଜ ଘରୋଇ ମାଟିରେ ଟି-୨୦ ବିଶ୍ୱକପ୍ ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଛି।...
ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'
Published On
By Madhusudan Das
ଅହମ୍ମଦାବାଦ୍: ଟି-୨୦ ବିଶ୍ୱକପ୍ ୨୦୨୬ରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ପରେ ବିରାଟ କୋହଲି ୱିକେଟ୍ କିପର-ବ୍ୟାଟର ସଞ୍ଜୁ ସାମସନଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ସାମସନଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଆଇସିସି ପକ୍ଷରୁ 'ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ଘୋଷଣା କରାଯାଇଛି।
ରବିବାର ରାତିରେ ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସାମସନଙ୍କ ଏକ...
ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ
Published On
By Madhusudan Das
ଅହମ୍ମଦାବାଦ୍: ଭାରତ ଟି-୨୦ ବିଶ୍ୱକପ ୨୦୨୬ ଚମ୍ପିଅନ୍ । ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି ମେନ୍ ଇନ୍ ବ୍ଲୁ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ହରାଇ ଟି-୨୦ ବିଶ୍ୱକପ ଟାଇଟଲ ହାତେଇଲା ଟିମ ଇଣ୍ଡିଆ । ସଞ୍ଜୁ ସାମସନ (୪୬ବଲ୍ରେ ୮୯ରନ୍), ଅଭିଷେକ ଶର୍ମା (୨୧ ବଲ୍ରେ ୫୨ରନ୍) ଓ ଇଶାନ କିଶାନ...
ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା
Published On
By Madhusudan Das
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ ତେନ୍ଦୁଲକର । ମୁମ୍ବାଇରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚାନ୍ଦୋକଙ୍କ ବିବାହ ବେଶ୍ ଧୁମଧାମରେ ସମ୍ପନ୍ନ ହୋଇଛି। ମାର୍ଚ୍ଚ ୫ ତାରିଖ (ଗୁରୁବାର) ଦିନ ଦକ୍ଷିଣ ମୁମ୍ବାଇର ଏକ ଘରୋଇ ସ୍ଥାନରେ ଆୟୋଜିତ ଏହି ଭବ୍ୟ ସମାରୋହରେ କ୍ରିକେଟ, ବ୍ୟବସାୟ...
ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ
Published On
By Madhusudan Das
ମୁମ୍ଵାଇ: ଆଜି T-20 ବିଶ୍ୱକପର ଦ୍ୱିତୀୟ ସେମି ପାଇନାଲ ମ୍ୟାଚ୍ । ଭାରତ-ଇଂଲଣ୍ଡ ମଧ୍ୟରେ ହେବ ମହା ମୁକାବିଲା । ମୁମ୍ଵାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଦୁଇ ପୂର୍ବତନ ଚାମ୍ପିୟନ ଭାରତ ଓ ଇଂଲଣ୍ଡ। ଉଭୟ ଦଳରେ ଅଭିଜ୍ଞ ଖେଳାଳି ଥିବାରୁ ହୋଇପାରେ କଡା ଟକ୍କର । T-20 ବିଶ୍ଵକପ୍...
ଇତିହାସ ରଚିଲା ଜମ୍ମୁ ଓ କାଶ୍ମୀର: ୮ ଥରର ଚାମ୍ପିଅନ୍ କର୍ଣ୍ଣାଟକକୁ ହରାଇ ଜିତିଲା ପ୍ରଥମ ରଣଜୀ ଟ୍ରଫି
Published On
By Madhusudan Das
କର୍ଣ୍ଣାଟକ: ଇତିହାସ ରଚିଲା ଜମ୍ମୁ ଓ କାଶ୍ମୀର । ଦୀର୍ଘ ୬୭ ବର୍ଷ ପରେ ଜିତିଲା ପ୍ରଥମ ରଣଜୀ ଟ୍ରଫି । ଶକ୍ତିଶାଳୀ କର୍ଣ୍ଣାଟକ ଦଳକୁ ପରାସ୍ତ କରି ଜମ୍ମୁ ଓ କାଶ୍ମୀର ଟିମ୍ ନିଜର ପ୍ରଥମ ରଣଜୀ ଟ୍ରଫି ଟାଇଟଲ୍ ଜିତିବାର ଗୌରବ ଅର୍ଜନ କରିଛି। କର୍ଣ୍ଣାଟକର ହୁବଲିସ୍ଥିତ କେଏସସିଏ (KSCA) କ୍ରିକେଟ ଗ୍ରାଉଣ୍ଡରେ...
ଟି-୨୦ ବିଶ୍ୱକପ୍ ସୁପର୍-୮ ଲଢେ଼ଇ: ଆଜି ଭାରତ-ଜିମ୍ବାୱେ ମହାମୁକାବିଲା, ଟିମ୍ ଇଣ୍ଡିଆ ପାଇଁ 'କର ବା ମର' ସ୍ଥିତି
Published On
By Madhusudan Das
ଚେନ୍ନଇ: ଆଜି ଭାରତ-ଜିମ୍ବାୱେ ମହାଲଢ଼େଇ । ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ର ସୁପର-୮ ପର୍ଯ୍ୟାୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଜି ଜିମ୍ବାୱେକୁ ଭେଟିବ ଆୟୋଜକ ଭାରତ। ସ୍ଥାନୀୟ ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ରାତି ୭ଟାରେ ଗ୍ରୁପ୍-୧’ର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେବ। ଭାରତ ଜିତିଲେ ସେମିଫାଇନାଲ ଆଶା ନ ହେଲେ ବିଦା । ଉଭୟ...
୪୦ ବର୍ଷରେ ‘ଗବର’ଙ୍କ ଦ୍ୱିତୀୟ ଇନିଂସ: ବିଦେଶୀ ବାନ୍ଧବୀ ସୋଫିଙ୍କ ସହ ପଡ଼ିବ ହାତଗଣ୍ଠି, ଭାଇରାଲ ହେଲା ହଳଦୀ ଫଟୋ
Published On
By Suryakanta
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର୍ ଓପନର୍ ଶିଖର ଧୱନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ‘ଗବର’ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ସୋଫି ସାଇନ୍ଙ୍କୁ ଜୀବନସାଥୀ କରିବାକୁ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ଉଭୟଙ୍କ ବିବାହ ପୂର୍ବ ରୀତିନୀତି ଧୁମ୍ଧାମ୍ରେ ଚାଲିଥିବା ବେଳେ ହଳଦୀ ଏବଂ ସଙ୍ଗୀତ କାର୍ଯ୍ୟକ୍ରମର ଫଟୋ...
ବିଶ୍ୱକପରୁ ବିଦା ହେଲା ଅଷ୍ଟ୍ରେଲିଆ, ସୁପର-୮ରେ ପହଞ୍ଚିଲା ଜିମ୍ବାୱେ
Published On
By Madhusudan Das
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୬ରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବିଶ୍ୱ କ୍ରିକେଟ ପାଇଁ ଏକ ଐତିହାସିକ ଘଟଣାକ୍ରମରେ ଜିମ୍ବାୱେ ସୁପର-୮ ପର୍ଯ୍ୟାୟରେ ନିଜର ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ, ୨୦୨୧ର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି। ପାଲେକେଲରେ ଜିମ୍ବାୱେ ଏବଂ ଆୟର୍ଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା...
T20 ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, କିନ୍ତୁ ମ୍ୟାଚ୍ ପରେ ହାତ ମିଳାଇଲେନି ଟିମ୍ ଇଣ୍ଡିଆ ଖେଳାଳି
Published On
By Suryakanta
କଲମ୍ବୋରେ ଅନୁଷ୍ଠିତ T20 ବିଶ୍ୱକପ୍ ୨୦୨୬ର ଏକ ହାଇ-ଭୋଲ୍ଟେଜ୍ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬୧ ରନ୍ରେ ପରାସ୍ତ କରିଛି। ତେବେ ମ୍ୟାଚର ଫଳାଫଳ ଅପେକ୍ଷା ପଡିଆରେ ଭାରତୀୟ ଖେଳାଳିଙ୍କ ଆଚରଣ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ବିଜୟ ପରେ ମଧ୍ୟ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ...



