ସ୍ୱାମୀକୁ ଘର ଭିତରକୁ ଛାଡୁନି ସ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର : ଖାରବେଳନଗର ଥାନା ଅଞ୍ଚଳରେ ସ୍ୱାମୀକୁ ଘର ଭିତରକୁ ଯିବାକୁ ଦେଉନି ସ୍ତ୍ରୀ। ସକାଳୁ ସନ୍ଧ୍ୟା ଯାଏଁ ସ୍ୱାମୀ ଘର ସାମ୍‍ନାରେ ଧାରଣା ଦେଇଛି। ଦୀର୍ଘ ୧୩ ବର୍ଷର ବିବାହ ପରେ ଏଭଳି ଫାଟ ଦେଖାଦେଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ସେପଟେ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଥିବାରୁ ସେ କବାଟ ଖୋଲୁ ନ ଥିବା ପାଲଟା ଅଭିଯୋଗ କରିଛନ୍ତି ପତ୍ନୀ। ରାତିଅଧ ଯାଏଁ ସେଠାରେ ତୁତୁ ମେଁ […]

ଭୁବନେଶ୍ୱର : ଖାରବେଳନଗର ଥାନା ଅଞ୍ଚଳରେ ସ୍ୱାମୀକୁ ଘର ଭିତରକୁ ଯିବାକୁ ଦେଉନି ସ୍ତ୍ରୀ। ସକାଳୁ ସନ୍ଧ୍ୟା ଯାଏଁ ସ୍ୱାମୀ ଘର ସାମ୍‍ନାରେ ଧାରଣା ଦେଇଛି। ଦୀର୍ଘ ୧୩ ବର୍ଷର ବିବାହ ପରେ ଏଭଳି ଫାଟ ଦେଖାଦେଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ସେପଟେ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଥିବାରୁ ସେ କବାଟ ଖୋଲୁ ନ ଥିବା ପାଲଟା ଅଭିଯୋଗ କରିଛନ୍ତି ପତ୍ନୀ। ରାତିଅଧ ଯାଏଁ ସେଠାରେ ତୁତୁ ମେଁ ମେଁ ଲାଗି ରହିଛି।

ଆହୁରି ପଢ଼ନ୍ତୁ: ଟଙ୍କା ପାଇଁ ସମ୍ପର୍କ ହେଲା ତୁଚ୍ଛ... ବଡ଼ଭାଇର ଲୁହା ପାଇପ୍ ମାଡରେ ସାନଭାଇ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର