ସ୍ବାମୀ କରୋନାରେ ଚାଲିଗଲେ, ଚିନ୍ତାଗ୍ରସ୍ତ ହୋଇ ସ୍ତ୍ରୀ କଲେ ଆତ୍ମହତ୍ୟା

The Sakala Picture
Published On

ବାଲେଶ୍ଵର : କିଛି ଦିନ ତଳେ ସ୍ବାମୀ ରାଜେଶ ସିଂହ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଏହି ଚିନ୍ତାରେ ରହି ମଙ୍ଗଳବାର ଦିନ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ମାଣିଖମ୍ବ ଅଞ୍ଚଳର ଜୁଲି ସିଂହ(୩୭)। ପୁଲିସ ସୂଚନା ମୁତାବକ,ମାଣିଖମ୍ବରେ ରହୁଥିବା ରାଜେଶ ଓ ଜୁଲିଙ୍କ ଦୁଇ ଜଣ ପିଲା। ରାଜେଶ ଜଣେ ହୋମିଓପାଥି ଡାକ୍ତର ଥିଲେ। ଗୋଳାପୋଖରୀରେ ତାଙ୍କର ଏକ କ୍ଲିନିକ ରହିଛି। ତେବେ ରାଜେଶ ହଠାତ କରୋନାରେ […]

ବାଲେଶ୍ଵର : କିଛି ଦିନ ତଳେ ସ୍ବାମୀ ରାଜେଶ ସିଂହ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଏହି ଚିନ୍ତାରେ ରହି ମଙ୍ଗଳବାର ଦିନ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ମାଣିଖମ୍ବ ଅଞ୍ଚଳର ଜୁଲି ସିଂହ(୩୭)।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ପୁଲିସ ସୂଚନା ମୁତାବକ,ମାଣିଖମ୍ବରେ ରହୁଥିବା ରାଜେଶ ଓ ଜୁଲିଙ୍କ ଦୁଇ ଜଣ ପିଲା। ରାଜେଶ ଜଣେ ହୋମିଓପାଥି ଡାକ୍ତର ଥିଲେ। ଗୋଳାପୋଖରୀରେ ତାଙ୍କର ଏକ କ୍ଲିନିକ ରହିଛି। ତେବେ ରାଜେଶ ହଠାତ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମାତ୍ର ଗତ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଜୁଲି ଚିନ୍ତାଗ୍ରସ୍ତ ହୋଇଥିଲେ। ମଙ୍ଗଳବାର ଦିନ ଜୁଲି ଦୁଇ ପିଲାକୁ ଦିନରେ ଖାଇବାକୁ ଦେଇ ନିଜ ରୁମ୍ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

01 Jun 2021 By The Sakala

ସ୍ବାମୀ କରୋନାରେ ଚାଲିଗଲେ, ଚିନ୍ତାଗ୍ରସ୍ତ ହୋଇ ସ୍ତ୍ରୀ କଲେ ଆତ୍ମହତ୍ୟା

ବାଲେଶ୍ଵର : କିଛି ଦିନ ତଳେ ସ୍ବାମୀ ରାଜେଶ ସିଂହ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଏହି ଚିନ୍ତାରେ ରହି ମଙ୍ଗଳବାର ଦିନ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ମାଣିଖମ୍ବ ଅଞ୍ଚଳର ଜୁଲି ସିଂହ(୩୭)।

ପୁଲିସ ସୂଚନା ମୁତାବକ,ମାଣିଖମ୍ବରେ ରହୁଥିବା ରାଜେଶ ଓ ଜୁଲିଙ୍କ ଦୁଇ ଜଣ ପିଲା। ରାଜେଶ ଜଣେ ହୋମିଓପାଥି ଡାକ୍ତର ଥିଲେ। ଗୋଳାପୋଖରୀରେ ତାଙ୍କର ଏକ କ୍ଲିନିକ ରହିଛି। ତେବେ ରାଜେଶ ହଠାତ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମାତ୍ର ଗତ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଜୁଲି ଚିନ୍ତାଗ୍ରସ୍ତ ହୋଇଥିଲେ। ମଙ୍ଗଳବାର ଦିନ ଜୁଲି ଦୁଇ ପିଲାକୁ ଦିନରେ ଖାଇବାକୁ ଦେଇ ନିଜ ରୁମ୍ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର