ପୁଣି ଅଶାନ୍ତ ବାଣୀ ବିହାର କ୍ୟାମ୍ପସ୍, ବିଳମ୍ବିତ ରାତିରେ ଦୁଇଟି ଗାଡି ପୋଡ଼ିଦେଲେ ଦୁର୍ବୃତ୍ତ

The Sakala Picture
Published On

ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା ବାଣୀ ବିହାର କ୍ୟାମ୍ପସ୍। ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଥିବା ଦୁଇଟି ଗାଡି ପୋଡିଦେଲେ ଦୁର୍ବୃତ୍ତ । ଏହାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଦେଖା ଦେଇଛି ଉତ୍ତେଜନା । ଏହି ଘଟଣା ବାଣୀବିହାର ଗୋଦାବରୀଶ ଛାତ୍ରାବାସ ନିକଟରେ ଘଟିଛି। ବିଳମ୍ବିତ ରାତିରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ପରେ ଗାଡି ପୋଡ଼ି ଦେଇଛନ୍ତି କିଛି ଦୁର୍ବୃତ୍ତ।ଗାଡ଼ି ପୋଡ଼ାକୁ ନେଇ ଛାତ୍ରାବାସରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି […]

ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା ବାଣୀ ବିହାର କ୍ୟାମ୍ପସ୍। ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଥିବା ଦୁଇଟି ଗାଡି ପୋଡିଦେଲେ ଦୁର୍ବୃତ୍ତ । ଏହାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଦେଖା ଦେଇଛି ଉତ୍ତେଜନା । ଏହି ଘଟଣା ବାଣୀବିହାର ଗୋଦାବରୀଶ ଛାତ୍ରାବାସ ନିକଟରେ ଘଟିଛି। ବିଳମ୍ବିତ ରାତିରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ପରେ ଗାଡି ପୋଡ଼ି ଦେଇଛନ୍ତି କିଛି ଦୁର୍ବୃତ୍ତ।ଗାଡ଼ି ପୋଡ଼ାକୁ ନେଇ ଛାତ୍ରାବାସରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଗୋଦାବରୀଶ ହଷ୍ଟେଲ ନିକଟରେ ଥିବା ଗାଡି କେହି ପୋଡ଼ି ଦେଇଛନ୍ତି । ଗୋଟିଏ ଗୋଷ୍ଠୀର ପିଲା ଅନ୍ୟ ଗୋଷ୍ଠୀର ଗାଡି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଘଟଣା ପରେ ଏବେ ବି କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

20 Mar 2022 By The Sakala

ପୁଣି ଅଶାନ୍ତ ବାଣୀ ବିହାର କ୍ୟାମ୍ପସ୍, ବିଳମ୍ବିତ ରାତିରେ ଦୁଇଟି ଗାଡି ପୋଡ଼ିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା ବାଣୀ ବିହାର କ୍ୟାମ୍ପସ୍। ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଥିବା ଦୁଇଟି ଗାଡି ପୋଡିଦେଲେ ଦୁର୍ବୃତ୍ତ । ଏହାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଦେଖା ଦେଇଛି ଉତ୍ତେଜନା । ଏହି ଘଟଣା ବାଣୀବିହାର ଗୋଦାବରୀଶ ଛାତ୍ରାବାସ ନିକଟରେ ଘଟିଛି। ବିଳମ୍ବିତ ରାତିରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ପରେ ଗାଡି ପୋଡ଼ି ଦେଇଛନ୍ତି କିଛି ଦୁର୍ବୃତ୍ତ।ଗାଡ଼ି ପୋଡ଼ାକୁ ନେଇ ଛାତ୍ରାବାସରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିଥିବା ଜଣାପଡିଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଗୋଦାବରୀଶ ହଷ୍ଟେଲ ନିକଟରେ ଥିବା ଗାଡି କେହି ପୋଡ଼ି ଦେଇଛନ୍ତି । ଗୋଟିଏ ଗୋଷ୍ଠୀର ପିଲା ଅନ୍ୟ ଗୋଷ୍ଠୀର ଗାଡି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଘଟଣା ପରେ ଏବେ ବି କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର