ଫରେଷ୍ଟର ବାବୁଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା, ରେଡ୍ ବେଳେ ୭ଟି ଦାମୀ ପ୍ଲଟ୍ ଓ ୧ କିଲୋ ସୁନା ଜବତ

Madhusudan Das Picture
Published On

ଭୁବନେଶ୍ଵର: ଫରେଷ୍ଟର ବାବୁଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା । ଯୁଆଡ଼େ ଦେଖିବ ଆଖି ଖୋସି ଦେଲା ଭଳି ସଂପତ୍ତି। ରେଡ୍ ବେଳେ କୋରାପୁଟ ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭୁବନେଶ୍ଵର, ଜଗତସିଂହପୁର ଏବଂ କୋରାପୁଟ ଜିଲ୍ଲା ସ୍ଥିତ ନିରଞ୍ଜନଙ୍କ ୫ଟି ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ବର ଝାରପଡ଼ାରେ ନିରଞ୍ଜନଙ୍କର ଅଛି ୨ଟି ବହୁତଳ କୋଠା । ଭୁବନେଶ୍ବର, ଜଗତସିଂହପୁର ଓ ସେମିଳିଗୁଡ଼ାରେ ଅଛି ୭ଟି ଦାମୀ ପ୍ଲଟ୍ । ପ୍ରାୟ କେଜିଏ ସୁନା ଅଳଙ୍କାର ଓ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ଜବତ ହୋଇଛି ତାଙ୍କ ଘରୁ । ଏହାସହ ବିଦେଶୀ କରେନ୍ସି, ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଏକ ଚାରି ଚକିଆ ଗାଡି, ୩ଟି ଦୁଇ ଚକିଆ ଗାଡି ଠାବ ହୋଇଛି। ତେବେ ସ୍ବଳ୍ପ ଦରମାଭୋଗୀ ଜଣେ ସାଧାରଣ ଫରେଷ୍ଟର କେମିତି ଏତେ ସଂପତ୍ତି ଅର୍ଜନ  କଲେ, ତାର ଖୋଳତାଡ଼ କରୁଛି ଭିଜିଲାନ୍ସ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

26 Dec 2025 By Madhusudan Das

ଫରେଷ୍ଟର ବାବୁଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା, ରେଡ୍ ବେଳେ ୭ଟି ଦାମୀ ପ୍ଲଟ୍ ଓ ୧ କିଲୋ ସୁନା ଜବତ

ଭୁବନେଶ୍ଵର: ଫରେଷ୍ଟର ବାବୁଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା । ଯୁଆଡ଼େ ଦେଖିବ ଆଖି ଖୋସି ଦେଲା ଭଳି ସଂପତ୍ତି। ରେଡ୍ ବେଳେ କୋରାପୁଟ ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭୁବନେଶ୍ଵର, ଜଗତସିଂହପୁର ଏବଂ କୋରାପୁଟ ଜିଲ୍ଲା ସ୍ଥିତ ନିରଞ୍ଜନଙ୍କ ୫ଟି ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ବର ଝାରପଡ଼ାରେ ନିରଞ୍ଜନଙ୍କର ଅଛି ୨ଟି ବହୁତଳ କୋଠା । ଭୁବନେଶ୍ବର, ଜଗତସିଂହପୁର ଓ ସେମିଳିଗୁଡ଼ାରେ ଅଛି ୭ଟି ଦାମୀ ପ୍ଲଟ୍ । ପ୍ରାୟ କେଜିଏ ସୁନା ଅଳଙ୍କାର ଓ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ଜବତ ହୋଇଛି ତାଙ୍କ ଘରୁ । ଏହାସହ ବିଦେଶୀ କରେନ୍ସି, ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଏକ ଚାରି ଚକିଆ ଗାଡି, ୩ଟି ଦୁଇ ଚକିଆ ଗାଡି ଠାବ ହୋଇଛି। ତେବେ ସ୍ବଳ୍ପ ଦରମାଭୋଗୀ ଜଣେ ସାଧାରଣ ଫରେଷ୍ଟର କେମିତି ଏତେ ସଂପତ୍ତି ଅର୍ଜନ  କଲେ, ତାର ଖୋଳତାଡ଼ କରୁଛି ଭିଜିଲାନ୍ସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର