ଏସସିବି ସମ୍ପ୍ରସାରଣ, ତାଳଦଣ୍ଡା କେନାଲ୍ ଓ ନେତାଜୀ ବସ୍ ଟର୍ମିନାଲ୍ ପ୍ରକଳ୍ପର ତଦାରଖ କଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍

The Sakala Picture
Published On

କଟକ: କଟକରେ ୫ଟି ସଚିବ ଭି କେ ପାଣ୍ଡିଆନ। ଏସସିବି ସମ୍ପ୍ରସାରଣ, ତାଳଦଣ୍ଡା କେନାଲ ଆଧୁନିକୀକରଣ ଓ ନେତାଜୀ ବସ୍ ଟର୍ମିନାଲ୍ କାମ ମଧ୍ଯ ବୁଲି ଦେଖିଛନ୍ତି ୫ଟି ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ । ପାଣ୍ଡିଆନଙ୍କ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଉଗଉ କମିଶନର ଅନନ୍ୟା ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ବ୍ରିଟିଶ ଯୁଗର ଏହି ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ଯ୍ଯ ଜାରି ରହିଥିବାବେଳେ ଏଥିରେ […]

କଟକ: କଟକରେ ୫ଟି ସଚିବ ଭି କେ ପାଣ୍ଡିଆନ। ଏସସିବି ସମ୍ପ୍ରସାରଣ, ତାଳଦଣ୍ଡା କେନାଲ ଆଧୁନିକୀକରଣ ଓ ନେତାଜୀ ବସ୍ ଟର୍ମିନାଲ୍ କାମ ମଧ୍ଯ ବୁଲି ଦେଖିଛନ୍ତି ୫ଟି ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ପାଣ୍ଡିଆନଙ୍କ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଉଗଉ କମିଶନର ଅନନ୍ୟା ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ବ୍ରିଟିଶ ଯୁଗର ଏହି ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ଯ୍ଯ ଜାରି ରହିଥିବାବେଳେ ଏଥିରେ ଜିଓ ସିନ୍ଥେଟିକ ମ୍ୟାଟ୍ରେସ ଜରିଆରେ ଉନ୍ନତିକରଣ କରାଯାଉଛି । ସେହପରି ଖାନନଗରସ୍ଥିତ ନୂଆ ବସଷ୍ଟାଣ୍ଡର କାର୍ଯ୍ଯ ମଧ୍ୟ ବିଶ୍ୱ ସ୍ତରୀୟ ଢାଞ୍ଚାରେ ଚାଲିଛି । ୧୨ ଏକର ଜମି ଉପରେ ନିର୍ମାଣାଧୀନ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ଲାଗି ପାଖା ପାଖି ୫ କୋଟି ଟଙ୍କା ଖର୍ଚ୍ଚ ହେବ ୬।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର