ପଶୁ ହେଲେ ବି ମାଆ : ଅଜଣା ଗାଡି ଧକ୍କାରେ ବାଛୁରୀ ମରିଗଲା ପରେ ମଧ୍ୟ ଛାଡି ଯାଉନି ଗାଈ

The Sakala Picture
Published On

ଭୁବନେଶ୍ବର :  ମା’ ସେ ସର୍ବଂସ୍ୱାହା । ମା ପରି ଆଉ କେହି ନାହିଁ । ସେ ପଶୁ ହେଉ ଅବା ମଣିଷ । ଜ୍ଞାନ ଥିବା ମଣିଷ ଯେଉଁଠି ସ୍ୱାର୍ଥ ପାଇଁ ନିଜ ଆତ୍ମୀୟଙ୍କୁ ଭୁଲି ଯାଉଛି । ସେଠି ଗାଈ ଟିଏ କିନ୍ତୁ ଭୁଲିନି ତାର କର୍ତ୍ତବ୍ୟ । ଭୁଲିପାରିନି ତାର ଆତ୍ମୀୟତାକୁ । ସବୁ ବାଧା ବିଘ୍ନକୁ ପଛରେ ପକାଇ ତା ମାଆ ହେବାର ଦାୟିତ୍ୱ ତୁଲାଇଛି । ଅଜଣା ଗାଡି ଧକ୍କାରେ […]

ଭୁବନେଶ୍ବର :  ମା’ ସେ ସର୍ବଂସ୍ୱାହା । ମା ପରି ଆଉ କେହି ନାହିଁ । ସେ ପଶୁ ହେଉ ଅବା ମଣିଷ । ଜ୍ଞାନ ଥିବା ମଣିଷ ଯେଉଁଠି ସ୍ୱାର୍ଥ ପାଇଁ ନିଜ ଆତ୍ମୀୟଙ୍କୁ ଭୁଲି ଯାଉଛି । ସେଠି ଗାଈ ଟିଏ କିନ୍ତୁ ଭୁଲିନି ତାର କର୍ତ୍ତବ୍ୟ । ଭୁଲିପାରିନି ତାର ଆତ୍ମୀୟତାକୁ । ସବୁ ବାଧା ବିଘ୍ନକୁ ପଛରେ ପକାଇ ତା ମାଆ ହେବାର ଦାୟିତ୍ୱ ତୁଲାଇଛି । ଅଜଣା ଗାଡି ଧକ୍କାରେ ବାଛୁରୀ ମରି ଯାଇ ରାସ୍ତାର ଡିଭାଇଡରରେ ପଡିଛି। କିନ୍ତୁ ନିଜ ବାଛୁରୀକୁ ଛାଡି କୁଆଡେ ଯାଉନି ଗାଈ। ଏପରିକି ଖାଲି ଗାଈ ନୁହେଁ ଷଣ୍ଢ ମଧ୍ୟ ମୃତ ବାଛୁରୀକୁ ଘେରି ରହିଛି। ପଶୁ ହେଲେବି ସ୍ନେହ ମମତା ଆଗରେ ହାର ମାନିଯାଇଛି ମାନବିକତା ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନାଟକ କରୁଛି, ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ଉଦ୍ଦେଶ୍ୟ ଥିଲା: ବିଜେଡି

ଆହୁରି ପଢ଼ନ୍ତୁ: ଆଜିଠୁ ଭୀଷଣ କାଳବୈଶାଖୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ ବିିଜୁଳି ଘଡ଼ଘଡ଼ି ଆଶଙ୍କା

ସୂଚନା ଅନୁଯାୟୀ, ଭୁବନେଶ୍ବର ସମ୍‌ ହସ୍ପିଟାଲ ସାମ୍ନାରେ କୌଣସି ଏକ ଅଜଣା ଗାଡି ଧକ୍କାରେ ବାଛୁରୀଟିର ମୃତ୍ୟୁ ହୋଇଛି। ମୃତ ବାଛୁରୀଟି ରାସ୍ତା ମଝିରେ ଥିବା ଡିଭାଇଡରରେ ପଡିରହିଛି। ଆଉ ନିଜ ଛୁଆକୁ କିନ୍ତୁ ଛାଡି ଯାଉନି ମା ଗାଈ। ମୃତ ବାଛୁରୀ ଚାରିପଟେ ବୁଲୁଛି ମା । ସେ ଯେପରି ମଣିଷମାନଙ୍କୁ ପଚାରୁଛି କଣ ପାଇଁ ତା ଛୁଆକୁ ଗାଡି ଧକ୍କା ଦେଇ ଏପରି ତଳେ ପକାଇ ଦେଇଛ। ସମ୍ ମେଡିକାଲ ସାମ୍ନାରେ ଦିର୍ଘ ସମୟ ଧରି ଏପରି ମୃତ ବାଛୁରୀକୁ ଘେରି ରହିଛନ୍ତି ଗାଈ ପଲ। ରାସ୍ତା ରେ ଅନେକ ଲୋକ, ଗାଡି ଯାତାୟାତ କରୁଥିବା ବେଳେ ଗାଈ ଟି ସେମିତି ତା ଛୁଆ ବାଛୁରୀକୁ ଜଗି ରହିଛି।

ଆହୁରି ପଢ଼ନ୍ତୁ: ମେ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ: ଜାଣନ୍ତୁ କେମିତି ଚେକ୍ କରିବେ ରେଜଲ୍ଟ

02 Feb 2022 By The Sakala

ପଶୁ ହେଲେ ବି ମାଆ : ଅଜଣା ଗାଡି ଧକ୍କାରେ ବାଛୁରୀ ମରିଗଲା ପରେ ମଧ୍ୟ ଛାଡି ଯାଉନି ଗାଈ

ଭୁବନେଶ୍ବର :  ମା’ ସେ ସର୍ବଂସ୍ୱାହା । ମା ପରି ଆଉ କେହି ନାହିଁ । ସେ ପଶୁ ହେଉ ଅବା ମଣିଷ । ଜ୍ଞାନ ଥିବା ମଣିଷ ଯେଉଁଠି ସ୍ୱାର୍ଥ ପାଇଁ ନିଜ ଆତ୍ମୀୟଙ୍କୁ ଭୁଲି ଯାଉଛି । ସେଠି ଗାଈ ଟିଏ କିନ୍ତୁ ଭୁଲିନି ତାର କର୍ତ୍ତବ୍ୟ । ଭୁଲିପାରିନି ତାର ଆତ୍ମୀୟତାକୁ । ସବୁ ବାଧା ବିଘ୍ନକୁ ପଛରେ ପକାଇ ତା ମାଆ ହେବାର ଦାୟିତ୍ୱ ତୁଲାଇଛି । ଅଜଣା ଗାଡି ଧକ୍କାରେ ବାଛୁରୀ ମରି ଯାଇ ରାସ୍ତାର ଡିଭାଇଡରରେ ପଡିଛି। କିନ୍ତୁ ନିଜ ବାଛୁରୀକୁ ଛାଡି କୁଆଡେ ଯାଉନି ଗାଈ। ଏପରିକି ଖାଲି ଗାଈ ନୁହେଁ ଷଣ୍ଢ ମଧ୍ୟ ମୃତ ବାଛୁରୀକୁ ଘେରି ରହିଛି। ପଶୁ ହେଲେବି ସ୍ନେହ ମମତା ଆଗରେ ହାର ମାନିଯାଇଛି ମାନବିକତା ।

ସୂଚନା ଅନୁଯାୟୀ, ଭୁବନେଶ୍ବର ସମ୍‌ ହସ୍ପିଟାଲ ସାମ୍ନାରେ କୌଣସି ଏକ ଅଜଣା ଗାଡି ଧକ୍କାରେ ବାଛୁରୀଟିର ମୃତ୍ୟୁ ହୋଇଛି। ମୃତ ବାଛୁରୀଟି ରାସ୍ତା ମଝିରେ ଥିବା ଡିଭାଇଡରରେ ପଡିରହିଛି। ଆଉ ନିଜ ଛୁଆକୁ କିନ୍ତୁ ଛାଡି ଯାଉନି ମା ଗାଈ। ମୃତ ବାଛୁରୀ ଚାରିପଟେ ବୁଲୁଛି ମା । ସେ ଯେପରି ମଣିଷମାନଙ୍କୁ ପଚାରୁଛି କଣ ପାଇଁ ତା ଛୁଆକୁ ଗାଡି ଧକ୍କା ଦେଇ ଏପରି ତଳେ ପକାଇ ଦେଇଛ। ସମ୍ ମେଡିକାଲ ସାମ୍ନାରେ ଦିର୍ଘ ସମୟ ଧରି ଏପରି ମୃତ ବାଛୁରୀକୁ ଘେରି ରହିଛନ୍ତି ଗାଈ ପଲ। ରାସ୍ତା ରେ ଅନେକ ଲୋକ, ଗାଡି ଯାତାୟାତ କରୁଥିବା ବେଳେ ଗାଈ ଟି ସେମିତି ତା ଛୁଆ ବାଛୁରୀକୁ ଜଗି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର