ମସଜିଦରେ ଦୁଇ ଗୋଷ୍ଠୀ ମାର୍‌ପିଟ୍

The Sakala Picture
Published On

ନନ୍ଦନକାନନ : ଚନ୍ଦ୍ରଶେଖରପୁର ଥାନା ହରେକୃଷ୍ଣ ବସ୍ତିରେ ନମାଜ ପଢ଼ିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏ ନେଇ ଚନ୍ଦ୍ରଶେଖର ଥାନା ରେ ୨୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ପୁଲିସ ସୂଚନାନୁସାରେ ଗତ ଶୁକ୍ରବାର ମଧ୍ୟାହ୍ନ ୧୨ ଟା ୪୫ ମିନିଟ୍ ସମୟରେ ଚନ୍ଦ୍ରଶେଖରପୁର ସ୍ଥିତ ହରେକୃଷ୍ଣ ନଗର ବସ୍ତି ମସଜିଦରେ ନମାଜ ପାଠ ସମୟରେ ଏଭଳି ଘଟଣା ସୃଷ୍ଟି ହୋଇଥିଲା। ବସ୍ତିରେ ରହୁଥିବା ଏସ କେ ରାଜୁଙ୍କ […]

ନନ୍ଦନକାନନ : ଚନ୍ଦ୍ରଶେଖରପୁର ଥାନା ହରେକୃଷ୍ଣ ବସ୍ତିରେ ନମାଜ ପଢ଼ିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏ ନେଇ ଚନ୍ଦ୍ରଶେଖର ଥାନା ରେ ୨୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ପୁଲିସ ସୂଚନାନୁସାରେ ଗତ ଶୁକ୍ରବାର ମଧ୍ୟାହ୍ନ ୧୨ ଟା ୪୫ ମିନିଟ୍ ସମୟରେ ଚନ୍ଦ୍ରଶେଖରପୁର ସ୍ଥିତ ହରେକୃଷ୍ଣ ନଗର ବସ୍ତି ମସଜିଦରେ ନମାଜ ପାଠ ସମୟରେ ଏଭଳି ଘଟଣା ସୃଷ୍ଟି ହୋଇଥିଲା। ବସ୍ତିରେ ରହୁଥିବା ଏସ କେ ରାଜୁଙ୍କ ଅଭିଯୋଗ ଅନୁସାରେ ସେ ଓ ଅନ୍ୟ ଚାରି ଜଣ ଗତକାଲି ମଧ୍ୟାହ୍ନରେ ବସ୍ତିରେ ଥିବା ମସଜିଦରେ କୋଭିଡ୍ ନିୟମ ଅନୁସାରେ ୫ ଜଣ ନମାଜ ପାଠ କରୁଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ RWSS ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ଏହି ସମୟରେ ସେହି ବସ୍ତିର ମହମ୍ମଦ ମହସୀନ ସମେତ ଆଉ ୧୨ ଜଣ ମସଜିଦରେ ନମାଜ ପଢିବାକୁ ଯାଇଥିଲେ। ଏହା କୋଭିଚ୍‌ ନିୟମକୁ ଉଲ୍ଲଘନ ଢିବାକୁ ବାରଣ କରିଥିଲା। ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହେବା ସହ ଗଣ୍ଡଗୋଳ ହୋଇଥିଲା | ଗଣ୍ଡଗୋଳ ବଢ଼ି ଉଭୟ ମାର୍‌ପିଟ ହୋଇଥିଲେ। ତେବେ ମହମଦ ମହସୀନ ପକ୍ଷରୁ ମଧ୍ୟ ଚଉଦ ଜଣଙ୍କ ନାମରେ ଗଣ୍ଡଗୋଳ କରିଥିବାନେଇ ପାଲଟା ଅଭିଯୋଗ ହେଉଛି ବୋଲି ରାକୁ ସେମାନଙ୍କୁ ହୋଇଛି । ମାର୍‌ପିଟରେ ଉଭୟ ପକ୍ଷର କିଛି ଲୋକ ସାମାନ୍ୟ ଆହତ ହେଇଛନ୍ତି । ଚନ୍ଦ୍ରଶେଖରପୁର ଥାନା ଉଭୟ ପକ୍ଷକୁ ଡାକି ତଦନ୍ତ ଜାରିରଖୁଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲିଠାରୁ ସ୍ଥଗିତ ରହିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ

07 Jun 2021 By The Sakala

ମସଜିଦରେ ଦୁଇ ଗୋଷ୍ଠୀ ମାର୍‌ପିଟ୍

ନନ୍ଦନକାନନ : ଚନ୍ଦ୍ରଶେଖରପୁର ଥାନା ହରେକୃଷ୍ଣ ବସ୍ତିରେ ନମାଜ ପଢ଼ିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏ ନେଇ ଚନ୍ଦ୍ରଶେଖର ଥାନା ରେ ୨୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ପୁଲିସ ସୂଚନାନୁସାରେ ଗତ ଶୁକ୍ରବାର ମଧ୍ୟାହ୍ନ ୧୨ ଟା ୪୫ ମିନିଟ୍ ସମୟରେ ଚନ୍ଦ୍ରଶେଖରପୁର ସ୍ଥିତ ହରେକୃଷ୍ଣ ନଗର ବସ୍ତି ମସଜିଦରେ ନମାଜ ପାଠ ସମୟରେ ଏଭଳି ଘଟଣା ସୃଷ୍ଟି ହୋଇଥିଲା। ବସ୍ତିରେ ରହୁଥିବା ଏସ କେ ରାଜୁଙ୍କ ଅଭିଯୋଗ ଅନୁସାରେ ସେ ଓ ଅନ୍ୟ ଚାରି ଜଣ ଗତକାଲି ମଧ୍ୟାହ୍ନରେ ବସ୍ତିରେ ଥିବା ମସଜିଦରେ କୋଭିଡ୍ ନିୟମ ଅନୁସାରେ ୫ ଜଣ ନମାଜ ପାଠ କରୁଥିଲେ।

ଏହି ସମୟରେ ସେହି ବସ୍ତିର ମହମ୍ମଦ ମହସୀନ ସମେତ ଆଉ ୧୨ ଜଣ ମସଜିଦରେ ନମାଜ ପଢିବାକୁ ଯାଇଥିଲେ। ଏହା କୋଭିଚ୍‌ ନିୟମକୁ ଉଲ୍ଲଘନ ଢିବାକୁ ବାରଣ କରିଥିଲା। ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହେବା ସହ ଗଣ୍ଡଗୋଳ ହୋଇଥିଲା | ଗଣ୍ଡଗୋଳ ବଢ଼ି ଉଭୟ ମାର୍‌ପିଟ ହୋଇଥିଲେ। ତେବେ ମହମଦ ମହସୀନ ପକ୍ଷରୁ ମଧ୍ୟ ଚଉଦ ଜଣଙ୍କ ନାମରେ ଗଣ୍ଡଗୋଳ କରିଥିବାନେଇ ପାଲଟା ଅଭିଯୋଗ ହେଉଛି ବୋଲି ରାକୁ ସେମାନଙ୍କୁ ହୋଇଛି । ମାର୍‌ପିଟରେ ଉଭୟ ପକ୍ଷର କିଛି ଲୋକ ସାମାନ୍ୟ ଆହତ ହେଇଛନ୍ତି । ଚନ୍ଦ୍ରଶେଖରପୁର ଥାନା ଉଭୟ ପକ୍ଷକୁ ଡାକି ତଦନ୍ତ ଜାରିରଖୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର