ଜଣେ ଯୁବକଙ୍କୁ ବିବାହ ଲାଗି ୨ ଯୁବତୀଙ୍କ ଟଣାଓଟରା

The Sakala Picture
Published On

ଭୁବନେଶ୍ୱର: ଗୋଟିଏ ପୁଅକୁ ବିବାହ ଲାଗି ୨ ଯୁବତୀ ହେଉଛନ୍ତି ଟଣାଓଟରା । ଏଭଳି ଘଟଣା ଗୁରୁବାର ରାତିରେ ଈଶାନେଶ୍ୱର ବସ୍ତିରେ ଦେଖିବାକୁ ମିଳିଛି। ୧୫ଦିନ ତଳେ ଜଣେ ଯୁବତୀଙ୍କ ସହ ଆଉଜଣେ ଯୁବକ ଚାଲି ଯାଇଥିଲେ। ଆଜି ଯୁବକକୁ କିଛି ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ସେଠାରେ ଆଉ ଜଣେ ଯୁବତୀ ପହଞ୍ଚି ଉକ୍ତ ଯୁବକଙ୍କୁ ବିବାହ କରିବେ ବୋଲି ଜିଦ୍‍ ଧରିଥିଲେ। ୨ଜଣ ଯୁବତୀଙ୍କ ମଧ୍ୟରେ ଜଣେ କିଛି କିନ୍ନରଙ୍କୁ ଆଣି ମାର୍‍ପିଟ କରିବା […]

ଭୁବନେଶ୍ୱର: ଗୋଟିଏ ପୁଅକୁ ବିବାହ ଲାଗି ୨ ଯୁବତୀ ହେଉଛନ୍ତି ଟଣାଓଟରା । ଏଭଳି ଘଟଣା ଗୁରୁବାର ରାତିରେ ଈଶାନେଶ୍ୱର ବସ୍ତିରେ ଦେଖିବାକୁ ମିଳିଛି। ୧୫ଦିନ ତଳେ ଜଣେ ଯୁବତୀଙ୍କ ସହ ଆଉଜଣେ ଯୁବକ ଚାଲି ଯାଇଥିଲେ। ଆଜି ଯୁବକକୁ କିଛି ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ସେଠାରେ ଆଉ ଜଣେ ଯୁବତୀ ପହଞ୍ଚି ଉକ୍ତ ଯୁବକଙ୍କୁ ବିବାହ କରିବେ ବୋଲି ଜିଦ୍‍ ଧରିଥିଲେ। ୨ଜଣ ଯୁବତୀଙ୍କ ମଧ୍ୟରେ ଜଣେ କିଛି କିନ୍ନରଙ୍କୁ ଆଣି ମାର୍‍ପିଟ କରିବା ସହ ଯୁବକକୁ ଜୋରଜବରଦସ୍ତି ଉଠାଇ ନେବାକୁ ଉଦ୍ୟମ କରିଥିଲା। ସ୍ଥାନୀୟ ଲୋକେ ପୁଲିସ କଣ୍ଟ୍ରୋଲରୁମ୍‍କୁ ଜଣାଇଥିଲେ। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଆଜିଠୁ ହେବ ନୂଆ ପଞ୍ଜିିକା ପ୍ରଚଳନ

16 Sep 2022 By The Sakala

ଜଣେ ଯୁବକଙ୍କୁ ବିବାହ ଲାଗି ୨ ଯୁବତୀଙ୍କ ଟଣାଓଟରା

ଭୁବନେଶ୍ୱର: ଗୋଟିଏ ପୁଅକୁ ବିବାହ ଲାଗି ୨ ଯୁବତୀ ହେଉଛନ୍ତି ଟଣାଓଟରା । ଏଭଳି ଘଟଣା ଗୁରୁବାର ରାତିରେ ଈଶାନେଶ୍ୱର ବସ୍ତିରେ ଦେଖିବାକୁ ମିଳିଛି। ୧୫ଦିନ ତଳେ ଜଣେ ଯୁବତୀଙ୍କ ସହ ଆଉଜଣେ ଯୁବକ ଚାଲି ଯାଇଥିଲେ। ଆଜି ଯୁବକକୁ କିଛି ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ସେଠାରେ ଆଉ ଜଣେ ଯୁବତୀ ପହଞ୍ଚି ଉକ୍ତ ଯୁବକଙ୍କୁ ବିବାହ କରିବେ ବୋଲି ଜିଦ୍‍ ଧରିଥିଲେ। ୨ଜଣ ଯୁବତୀଙ୍କ ମଧ୍ୟରେ ଜଣେ କିଛି କିନ୍ନରଙ୍କୁ ଆଣି ମାର୍‍ପିଟ କରିବା ସହ ଯୁବକକୁ ଜୋରଜବରଦସ୍ତି ଉଠାଇ ନେବାକୁ ଉଦ୍ୟମ କରିଥିଲା। ସ୍ଥାନୀୟ ଲୋକେ ପୁଲିସ କଣ୍ଟ୍ରୋଲରୁମ୍‍କୁ ଜଣାଇଥିଲେ। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର