ସିସିଟିଭି ଲଗାଇବା ଆଳରେ ଲୋକଙ୍କୁ ୪ କୋଟି ଟଙ୍କା ଚୂନ ଲଗାଇ ଚମ୍ପଟ୍‌ ମାରିଲେ ମହାରାଷ୍ଟ୍ରର ଦୁଇ ଭାଇ

The Sakala Picture
Published On

ଭୁବନେଶ୍ୱର: ୪ କୋଟି ଟଙ୍କାର ମହା ଠକେଇ ଅଭିଯୋଗ । ମହାରାଷ୍ଟ୍ରର ଦୁଇ ଭାଇ ଭୁବନେଶ୍ୱର ଆସି ଲୋକଙ୍କୁ ଚୂନ ଲଗାଇ ଚମ୍ପଟ ମାରିଛନ୍ତି । ସିସିଟିଭି ଲଗାଇବା ଆଳରେ ଲୋକଙ୍କୁ ୪ କୋଟି ଟଙ୍କା ଚୂନ ଲଗାଇ ଫେରାର ହୋଇଯାଇଛନ୍ତି ମହାରାଷ୍ଟ୍ରର ଦୁଇ ଭାଇ । ଦୁଇ ଠକ ଭାଇ ହେଲେ ସନ୍ଦୀପ ଶରଦ ଶାହା ଓ ସଚିନ ଶରଦ ଶାହ । ପାଖାପାଖି ୫୦ ଜଣ ଶାହା ବ୍ରଦର୍ସଙ୍କ ଠକେଇର ଶିକାର ହୋଇଥିବା ନେଇ […]

ଭୁବନେଶ୍ୱର: ୪ କୋଟି ଟଙ୍କାର ମହା ଠକେଇ ଅଭିଯୋଗ । ମହାରାଷ୍ଟ୍ରର ଦୁଇ ଭାଇ ଭୁବନେଶ୍ୱର ଆସି ଲୋକଙ୍କୁ ଚୂନ ଲଗାଇ ଚମ୍ପଟ ମାରିଛନ୍ତି । ସିସିଟିଭି ଲଗାଇବା ଆଳରେ ଲୋକଙ୍କୁ ୪ କୋଟି ଟଙ୍କା ଚୂନ ଲଗାଇ ଫେରାର ହୋଇଯାଇଛନ୍ତି ମହାରାଷ୍ଟ୍ରର ଦୁଇ ଭାଇ । ଦୁଇ ଠକ ଭାଇ ହେଲେ ସନ୍ଦୀପ ଶରଦ ଶାହା ଓ ସଚିନ ଶରଦ ଶାହ । ପାଖାପାଖି ୫୦ ଜଣ ଶାହା ବ୍ରଦର୍ସଙ୍କ ଠକେଇର ଶିକାର ହୋଇଥିବା ନେଇ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଗିରଫ ହେଲେ ଜଳସେଚନ ବିଭାଗର କୁବେର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଚଢ଼ାଉ ବେଳେ ଠାବ ହୋଇଥିଲା ବିପୁଳ ସଂପତ୍ତି

ମହାରାଷ୍ଟ୍ରର ଏହି ଦୁଇ ଭାଇ ଲକଙ୍କ ଠକି ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ଘରୁ କେଉଁଆଡ଼େ ଚମ୍ପଟ ମାରିଛନ୍ତି । ଡିଲର ପଏଣ୍ଟକୁ ସେମାନେ ଦେଇଥିବା କୋଟି କୋଟି ଟଙ୍କାର ଚେକ୍‌ ବାଉନ୍ସ ହୋଇଛି । ସେହିପରି ସେମାନେ ଲିଜ୍‌ରେ ନେଇଥିବା ଏକ କଲ୍ୟାଣ ମଣ୍ଡପର ବୁକିଂ ଟଙ୍କା ବି ଚଳୁ କରି ଦେଇଛନ୍ତି ଠକ ଶାହା ବ୍ରଦର୍ସ । ଏହା ବ୍ୟତୀତ ସୁନ୍ଦରପଦାରେ ଆପାର୍ଟମେଣ୍ଟ ବିକିବାକୁ କହି ଅନେକକୁ ଠକିଛନ୍ତି।

ଆହୁରି ପଢ଼ନ୍ତୁ: ମଝି ଚିଲିକାରେ ବାଟବଣା ହେଲା ସରକାରୀ ଭସାପୋଲ: ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଉଦ୍ଧାର

27 Oct 2022 By The Sakala

ସିସିଟିଭି ଲଗାଇବା ଆଳରେ ଲୋକଙ୍କୁ ୪ କୋଟି ଟଙ୍କା ଚୂନ ଲଗାଇ ଚମ୍ପଟ୍‌ ମାରିଲେ ମହାରାଷ୍ଟ୍ରର ଦୁଇ ଭାଇ

ଭୁବନେଶ୍ୱର: ୪ କୋଟି ଟଙ୍କାର ମହା ଠକେଇ ଅଭିଯୋଗ । ମହାରାଷ୍ଟ୍ରର ଦୁଇ ଭାଇ ଭୁବନେଶ୍ୱର ଆସି ଲୋକଙ୍କୁ ଚୂନ ଲଗାଇ ଚମ୍ପଟ ମାରିଛନ୍ତି । ସିସିଟିଭି ଲଗାଇବା ଆଳରେ ଲୋକଙ୍କୁ ୪ କୋଟି ଟଙ୍କା ଚୂନ ଲଗାଇ ଫେରାର ହୋଇଯାଇଛନ୍ତି ମହାରାଷ୍ଟ୍ରର ଦୁଇ ଭାଇ । ଦୁଇ ଠକ ଭାଇ ହେଲେ ସନ୍ଦୀପ ଶରଦ ଶାହା ଓ ସଚିନ ଶରଦ ଶାହ । ପାଖାପାଖି ୫୦ ଜଣ ଶାହା ବ୍ରଦର୍ସଙ୍କ ଠକେଇର ଶିକାର ହୋଇଥିବା ନେଇ ସୂଚନା ମିଳିଛି ।

ମହାରାଷ୍ଟ୍ରର ଏହି ଦୁଇ ଭାଇ ଲକଙ୍କ ଠକି ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ଘରୁ କେଉଁଆଡ଼େ ଚମ୍ପଟ ମାରିଛନ୍ତି । ଡିଲର ପଏଣ୍ଟକୁ ସେମାନେ ଦେଇଥିବା କୋଟି କୋଟି ଟଙ୍କାର ଚେକ୍‌ ବାଉନ୍ସ ହୋଇଛି । ସେହିପରି ସେମାନେ ଲିଜ୍‌ରେ ନେଇଥିବା ଏକ କଲ୍ୟାଣ ମଣ୍ଡପର ବୁକିଂ ଟଙ୍କା ବି ଚଳୁ କରି ଦେଇଛନ୍ତି ଠକ ଶାହା ବ୍ରଦର୍ସ । ଏହା ବ୍ୟତୀତ ସୁନ୍ଦରପଦାରେ ଆପାର୍ଟମେଣ୍ଟ ବିକିବାକୁ କହି ଅନେକକୁ ଠକିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର