କାଳିଆ ଯିବା ପରେ ଜଗାକୁ ମିଳିଲା ଭଉଣୀ ସୁଭଦ୍ରା

The Sakala Picture
Published On

ଫୁଲବାଣୀ : ବହୁ ଚର୍ଚିତ ଯୋଡ଼ା ମୁଣ୍ଡ ଜଗା କାଳିଆ ଘଟଣା। କାଳିଆର ଦେହାନ୍ତ ପରେ ଏବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଗା ସହ ତାଙ୍କ ବାପା ମା ରହି ଆସୁଛନ୍ତି । କିନ୍ତୁ ଗତ ସାତ ତାରିଖ ଶନିବାର ଦିନ ଜଗାକୁ ମିଳିଛି ଭଉଣୀ । କାଳିଆ ଯିବା ପରେ ଜଗା ଏକା ହୋଇଯାଇଥିଲା। ଏବେ ନୂଆ ଅତିଥି ଜଗାକୁ ମିଳିଲା ସାଥି ରୂପରେ ଭଉଣୀ। ଗତ ଶନିବାର ଦିନ ଫୁଲବାଣୀ ମୁଖ୍ୟ ଚିକିଛଳୟରେ […]

ଫୁଲବାଣୀ : ବହୁ ଚର୍ଚିତ ଯୋଡ଼ା ମୁଣ୍ଡ ଜଗା କାଳିଆ ଘଟଣା। କାଳିଆର ଦେହାନ୍ତ ପରେ ଏବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଗା ସହ ତାଙ୍କ ବାପା ମା ରହି ଆସୁଛନ୍ତି । କିନ୍ତୁ ଗତ ସାତ ତାରିଖ ଶନିବାର ଦିନ ଜଗାକୁ ମିଳିଛି ଭଉଣୀ । କାଳିଆ ଯିବା ପରେ ଜଗା ଏକା ହୋଇଯାଇଥିଲା। ଏବେ ନୂଆ ଅତିଥି ଜଗାକୁ ମିଳିଲା ସାଥି ରୂପରେ ଭଉଣୀ। ଗତ ଶନିବାର ଦିନ ଫୁଲବାଣୀ ମୁଖ୍ୟ ଚିକିଛଳୟରେ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି ଜଗାର ମା ସଂଯୁକ୍ତା କହଁର। ସୂଚନା ପ୍ରକାରେ କଟକ ବଡ ମେଡିକାଲରୁ ଜଗାକୁ ଫୁଲବାଣୀ ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଠାରେ ଏକ ସ୍ୱତନ୍ତ୍ର ୱାର୍ଡରେ ଜଗା ସହିତ ତାର ମା ସଂଯୁକ୍ତା କହଁର ରହି ଆସୁଛନ୍ତି। ଶିଶୁ କନ୍ୟାର ନାଆ ରଖିଛନ୍ତି ସୁଭଦ୍ରା। ଯୋଡ଼ା ମୁଣ୍ଡ ଶିଶୁ ଭାଇକୁ ହରାଇ ପାଇଛି ଭଉଣୀକୁ। ଏବେ ସମସ୍ତେ ଟିକେ ଖୁସି ବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

14 Aug 2021 By The Sakala

କାଳିଆ ଯିବା ପରେ ଜଗାକୁ ମିଳିଲା ଭଉଣୀ ସୁଭଦ୍ରା

ଫୁଲବାଣୀ : ବହୁ ଚର୍ଚିତ ଯୋଡ଼ା ମୁଣ୍ଡ ଜଗା କାଳିଆ ଘଟଣା। କାଳିଆର ଦେହାନ୍ତ ପରେ ଏବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଗା ସହ ତାଙ୍କ ବାପା ମା ରହି ଆସୁଛନ୍ତି । କିନ୍ତୁ ଗତ ସାତ ତାରିଖ ଶନିବାର ଦିନ ଜଗାକୁ ମିଳିଛି ଭଉଣୀ । କାଳିଆ ଯିବା ପରେ ଜଗା ଏକା ହୋଇଯାଇଥିଲା। ଏବେ ନୂଆ ଅତିଥି ଜଗାକୁ ମିଳିଲା ସାଥି ରୂପରେ ଭଉଣୀ। ଗତ ଶନିବାର ଦିନ ଫୁଲବାଣୀ ମୁଖ୍ୟ ଚିକିଛଳୟରେ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି ଜଗାର ମା ସଂଯୁକ୍ତା କହଁର। ସୂଚନା ପ୍ରକାରେ କଟକ ବଡ ମେଡିକାଲରୁ ଜଗାକୁ ଫୁଲବାଣୀ ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଠାରେ ଏକ ସ୍ୱତନ୍ତ୍ର ୱାର୍ଡରେ ଜଗା ସହିତ ତାର ମା ସଂଯୁକ୍ତା କହଁର ରହି ଆସୁଛନ୍ତି। ଶିଶୁ କନ୍ୟାର ନାଆ ରଖିଛନ୍ତି ସୁଭଦ୍ରା। ଯୋଡ଼ା ମୁଣ୍ଡ ଶିଶୁ ଭାଇକୁ ହରାଇ ପାଇଛି ଭଉଣୀକୁ। ଏବେ ସମସ୍ତେ ଟିକେ ଖୁସି ବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର