ଟ୍ରକ-ସ୍କୁଟି ଧକ୍କା: ୨ ଝିଅ ମୃତ, ମାଆ ଗୁରୁତର

The Sakala Picture
Published On

ହିନ୍ଦୋଳ: ପୁରୁଣା କଟକ ସମ୍ବଲପୁର ରାସ୍ତାର ସୁକିଆ ବାଉତି ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍ ସହ ସ୍କୁଟି ଧକ୍କା। ଏହି ଦୁର୍ଘଟଣାରେ ୨ ଜଣ ଝିଅଙ୍କ ମୃତ୍ୟୁ ଘଟିଥିବାବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ମୃତକ ୨ ଜଣ ଦୁଇ ଭଉଣୀ। ପାଖା ମାର୍କେଟକୁ ଆସି ମାଆ ସ୍କୁଟିରେ ଘରକୁ ନେଇ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି। ମୃତକଙ୍କ ଘର ରାସୋଳ ଥାନା ଗଣ୍ଡାନାଳୀଗାଁରେ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ସହ ଚାଳକ ଅଟକ […]

ହିନ୍ଦୋଳ: ପୁରୁଣା କଟକ ସମ୍ବଲପୁର ରାସ୍ତାର ସୁକିଆ ବାଉତି ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍ ସହ ସ୍କୁଟି ଧକ୍କା। ଏହି ଦୁର୍ଘଟଣାରେ ୨ ଜଣ ଝିଅଙ୍କ ମୃତ୍ୟୁ ଘଟିଥିବାବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ମୃତକ ୨ ଜଣ ଦୁଇ ଭଉଣୀ। ପାଖା ମାର୍କେଟକୁ ଆସି ମାଆ ସ୍କୁଟିରେ ଘରକୁ ନେଇ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି। ମୃତକଙ୍କ ଘର ରାସୋଳ ଥାନା ଗଣ୍ଡାନାଳୀଗାଁରେ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ସହ ଚାଳକ ଅଟକ କରିଛନ୍ତି ଲୋକେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ: ହୀରାକୁଦକୁ ଆସୁଥିବା ବନ୍ୟାଜଳ ଉପରେ ଜଳସମ୍ପଦ ବିଭାଗର ନଜର

21 Sep 2024 By The Sakala

ଟ୍ରକ-ସ୍କୁଟି ଧକ୍କା: ୨ ଝିଅ ମୃତ, ମାଆ ଗୁରୁତର

ହିନ୍ଦୋଳ: ପୁରୁଣା କଟକ ସମ୍ବଲପୁର ରାସ୍ତାର ସୁକିଆ ବାଉତି ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍ ସହ ସ୍କୁଟି ଧକ୍କା। ଏହି ଦୁର୍ଘଟଣାରେ ୨ ଜଣ ଝିଅଙ୍କ ମୃତ୍ୟୁ ଘଟିଥିବାବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ମୃତକ ୨ ଜଣ ଦୁଇ ଭଉଣୀ। ପାଖା ମାର୍କେଟକୁ ଆସି ମାଆ ସ୍କୁଟିରେ ଘରକୁ ନେଇ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି। ମୃତକଙ୍କ ଘର ରାସୋଳ ଥାନା ଗଣ୍ଡାନାଳୀଗାଁରେ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ସହ ଚାଳକ ଅଟକ କରିଛନ୍ତି ଲୋକେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର