କାଲି ମାଡ ମାରିଲେ, ଆଜି କ୍ଷମା ମାଗିଲେ ତହସିଲଦାର

The Sakala Picture
Published On

ଝାରସୁଗୁଡା: ମହଙ୍ଗା ପଡ଼ିଲା ତହସିଲ ଦାରଙ୍କ ଦବଙ୍ଗଗିରି। ବୃଦ୍ଧ ଫଳ ବ୍ୟବସାୟୀଙ୍କୁ ମାଡ ମାରିବାସହ ମାପଯନ୍ତ୍ର ଛଡାଇ ନେଇଥିବା ଖବର ପ୍ରସାରଣ ପରେ କାର୍ଯ୍ଯାନୁଷ୍ଠାନ ନେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ।  ସଂପୃକ୍ତ ତହସିଲଦାର ଓ ଦୋକାନିଙ୍କୁ ଅତିରିକ୍ତ ଜିଲ୍ଲାପାଳ ତାଙ୍କ କାର୍ଯ୍ଯାଳୟକୁ ଡକାଇଥିଲେ। ମାଡ ମାରିଥିବାରୁ ଭୁଲ୍ ମାଗିଥିଲେ ଅତିରିକ୍ତ ତହସିଲଦାର । ମାମଲାର ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ସୂଚନା ଅନୁଯାୟୀ, ବମ୍ବେ ଛକରେ ଝାରସୁଗୁଡା ଅତିରିକ୍ତ ତହସିଲଦାର ଯୋବିତା […]

ଝାରସୁଗୁଡା: ମହଙ୍ଗା ପଡ଼ିଲା ତହସିଲ ଦାରଙ୍କ ଦବଙ୍ଗଗିରି। ବୃଦ୍ଧ ଫଳ ବ୍ୟବସାୟୀଙ୍କୁ ମାଡ ମାରିବାସହ ମାପଯନ୍ତ୍ର ଛଡାଇ ନେଇଥିବା ଖବର ପ୍ରସାରଣ ପରେ କାର୍ଯ୍ଯାନୁଷ୍ଠାନ ନେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ।  ସଂପୃକ୍ତ ତହସିଲଦାର ଓ ଦୋକାନିଙ୍କୁ ଅତିରିକ୍ତ ଜିଲ୍ଲାପାଳ ତାଙ୍କ କାର୍ଯ୍ଯାଳୟକୁ ଡକାଇଥିଲେ। ମାଡ ମାରିଥିବାରୁ ଭୁଲ୍ ମାଗିଥିଲେ ଅତିରିକ୍ତ ତହସିଲଦାର । ମାମଲାର ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ସୂଚନା ଅନୁଯାୟୀ, ବମ୍ବେ ଛକରେ ଝାରସୁଗୁଡା ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ବାଡିରେ ମାଡ ମାରୁଥିବା ଭିଡିଓ ଭାଇରଲ ହୋଇଥିଲା। ଏହାପରେ ବୁଢା ତରଭୁଜ ବିକାଳି ଜଣକ ଗଣମାଧ୍ୟମ ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଦାଦାଗିରି ବାବଦରେ ମୁହଁ ଖୋଲିଥିଲେ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଅଭିଯୋଗ ମୁତାବକ , ସେ ଗତକାଲି ପୂର୍ବାହ୍ଣ ୧୧ଟାରେ ତରଭୁଜ ଦୋକାନ ବନ୍ଦ କରୁଥିବାବେଳେ ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ପହଁଚି ତାଙ୍କୁ ଗାଳି କରିବାସହ ତାଙ୍କ ବଟକରା ଓ ମାପଯନ୍ତ୍ର ଜବତ କରିଥିଲେ । ବୁଢା ତରଭୁଜ ଦୋକାନୀ ଜଣକ ଏହାକୁ ବିରୋଧ କରିବାପରେ ଅତିରିକ୍ତ ତହସିଲଦାର ତାଙ୍କୁ ୧୦ ରୁ୧୨ ଥର ବାଡ଼ିରେ ମାରିଥିବା ସେ ଅଭିଯୋଗ କରିଥିଲେ । ଏହାସହ ପାଖରେ ଥିବା ତାଙ୍କ ନାବାଳକ ପୁଅକୁ ମଧ୍ୟ ଅତିରିକ୍ତ ତହସିଲଦାର ମାଡ ମାରିଥିବା ଦୋକାନୀ ଜଣକ କହିଥିଲେ। ସେପଟେ ତହସିଲଦାର ମାଡ ମାରୁଥିବା ସମୟର ଦୃଶ୍ୟ ସୋସିଆଲ ମଡିଆରେ ଭାଇରାଲ ହୋଇଥିଲା।

ଆହୁରି ପଢ଼ନ୍ତୁ: ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌

04 Jun 2021 By The Sakala

କାଲି ମାଡ ମାରିଲେ, ଆଜି କ୍ଷମା ମାଗିଲେ ତହସିଲଦାର

ଝାରସୁଗୁଡା: ମହଙ୍ଗା ପଡ଼ିଲା ତହସିଲ ଦାରଙ୍କ ଦବଙ୍ଗଗିରି। ବୃଦ୍ଧ ଫଳ ବ୍ୟବସାୟୀଙ୍କୁ ମାଡ ମାରିବାସହ ମାପଯନ୍ତ୍ର ଛଡାଇ ନେଇଥିବା ଖବର ପ୍ରସାରଣ ପରେ କାର୍ଯ୍ଯାନୁଷ୍ଠାନ ନେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ।  ସଂପୃକ୍ତ ତହସିଲଦାର ଓ ଦୋକାନିଙ୍କୁ ଅତିରିକ୍ତ ଜିଲ୍ଲାପାଳ ତାଙ୍କ କାର୍ଯ୍ଯାଳୟକୁ ଡକାଇଥିଲେ। ମାଡ ମାରିଥିବାରୁ ଭୁଲ୍ ମାଗିଥିଲେ ଅତିରିକ୍ତ ତହସିଲଦାର । ମାମଲାର ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ସୂଚନା ଅନୁଯାୟୀ, ବମ୍ବେ ଛକରେ ଝାରସୁଗୁଡା ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ବାଡିରେ ମାଡ ମାରୁଥିବା ଭିଡିଓ ଭାଇରଲ ହୋଇଥିଲା। ଏହାପରେ ବୁଢା ତରଭୁଜ ବିକାଳି ଜଣକ ଗଣମାଧ୍ୟମ ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଦାଦାଗିରି ବାବଦରେ ମୁହଁ ଖୋଲିଥିଲେ।

ଅଭିଯୋଗ ମୁତାବକ , ସେ ଗତକାଲି ପୂର୍ବାହ୍ଣ ୧୧ଟାରେ ତରଭୁଜ ଦୋକାନ ବନ୍ଦ କରୁଥିବାବେଳେ ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ପହଁଚି ତାଙ୍କୁ ଗାଳି କରିବାସହ ତାଙ୍କ ବଟକରା ଓ ମାପଯନ୍ତ୍ର ଜବତ କରିଥିଲେ । ବୁଢା ତରଭୁଜ ଦୋକାନୀ ଜଣକ ଏହାକୁ ବିରୋଧ କରିବାପରେ ଅତିରିକ୍ତ ତହସିଲଦାର ତାଙ୍କୁ ୧୦ ରୁ୧୨ ଥର ବାଡ଼ିରେ ମାରିଥିବା ସେ ଅଭିଯୋଗ କରିଥିଲେ । ଏହାସହ ପାଖରେ ଥିବା ତାଙ୍କ ନାବାଳକ ପୁଅକୁ ମଧ୍ୟ ଅତିରିକ୍ତ ତହସିଲଦାର ମାଡ ମାରିଥିବା ଦୋକାନୀ ଜଣକ କହିଥିଲେ। ସେପଟେ ତହସିଲଦାର ମାଡ ମାରୁଥିବା ସମୟର ଦୃଶ୍ୟ ସୋସିଆଲ ମଡିଆରେ ଭାଇରାଲ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର