ମା’ କୁ ବଞ୍ଚାଇବାକୁ ଯାଇ କୂଅକୁ ଡେଇଁଲା ପୁଅ

The Sakala Picture
Published On

ନୂଆପଡା : ନୂଆପଡା ଜିଲ୍ଲା କୋମନା ବଙ୍ଗଲାପଡାରେ ଏକ ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ଯାଇ ଥିବା ମାଁଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ କୂଅରେ ପଡି ଯାଇ ଥିଲେ । ଉଭୟ ମାଁ ଓ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଦମକଳ ବାହିନୀ । ଆଜି ସକାଳେ କୋମନା ବଙ୍ଗଲାପଡାର ୬୬ ବର୍ଷ ବୟସ୍କା ଶଶିପ୍ରଭା ପାଣିଗ୍ରାହି ନିଜ କୂଅ ପାଖରେ ବସି ଥିଲେ । ହଠାତ୍ କୂଅରେ ପଡି […]

ନୂଆପଡା : ନୂଆପଡା ଜିଲ୍ଲା କୋମନା ବଙ୍ଗଲାପଡାରେ ଏକ ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ଯାଇ ଥିବା ମାଁଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ କୂଅରେ ପଡି ଯାଇ ଥିଲେ । ଉଭୟ ମାଁ ଓ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଦମକଳ ବାହିନୀ । ଆଜି ସକାଳେ କୋମନା ବଙ୍ଗଲାପଡାର ୬୬ ବର୍ଷ ବୟସ୍କା ଶଶିପ୍ରଭା ପାଣିଗ୍ରାହି ନିଜ କୂଅ ପାଖରେ ବସି ଥିଲେ । ହଠାତ୍ କୂଅରେ ପଡି ଯାଇ ଥିଲେ । ତତ୍ କ୍ଷଣାତ ତାଙ୍କ ପୁଅ ସତ୍ୟନାରାୟଣ ମାଁଙ୍କୁ ଉଦ୍ଧାର କରିବାକୁ ୨୦ ଫୁଟ୍ ଗଭୀର କୂଅକୁ ଡେଇଁ ପଡି ଥିଲେ । ପରେ କୋମନା ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ମାଁ ଓ ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଉଭୟ ମାଁ ଓ ପୁଅ ସୁସ୍ଥ ଅଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଦ୍ଵିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଇକ ଆଖଡାରେ ଦର୍ଶକ ବିଭୋର

22 Jan 2022 By The Sakala

ମା’ କୁ ବଞ୍ଚାଇବାକୁ ଯାଇ କୂଅକୁ ଡେଇଁଲା ପୁଅ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବଙ୍ଗଲାପଡାରେ ଏକ ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ଯାଇ ଥିବା ମାଁଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ କୂଅରେ ପଡି ଯାଇ ଥିଲେ । ଉଭୟ ମାଁ ଓ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଦମକଳ ବାହିନୀ । ଆଜି ସକାଳେ କୋମନା ବଙ୍ଗଲାପଡାର ୬୬ ବର୍ଷ ବୟସ୍କା ଶଶିପ୍ରଭା ପାଣିଗ୍ରାହି ନିଜ କୂଅ ପାଖରେ ବସି ଥିଲେ । ହଠାତ୍ କୂଅରେ ପଡି ଯାଇ ଥିଲେ । ତତ୍ କ୍ଷଣାତ ତାଙ୍କ ପୁଅ ସତ୍ୟନାରାୟଣ ମାଁଙ୍କୁ ଉଦ୍ଧାର କରିବାକୁ ୨୦ ଫୁଟ୍ ଗଭୀର କୂଅକୁ ଡେଇଁ ପଡି ଥିଲେ । ପରେ କୋମନା ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ମାଁ ଓ ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଉଭୟ ମାଁ ଓ ପୁଅ ସୁସ୍ଥ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର