ଅପରେସନ୍ ଗଜରାଜ: ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍, ଉଦ୍ଧାର କାର୍ଯ୍ଯ ଜାରି

The Sakala Picture
Published On

କଟକ: ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର ବେଳେ ଆକ୍ରମଣ କଲା ଦନ୍ତା । ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ହେଲା ପାଣିରେ ଫସିଥିବା ଦନ୍ତା ଓଡ୍ରାଫ୍ ଟିମ୍ ଉପରକୁ ଆକ୍ରମଣ କରିଛି । ହାତୀ ନିକଟକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟକୁ ଓଲଟାଇ ଦେଇଛି ଦନ୍ତା । ଫଳରେ ବୋଟରେ ଥିବା ୬ ଜଣ ଓଡ୍ରାଫ୍ ସହ ଅନ୍ୟ ୨ ଜଣ ଭାସି ଯାଇଛନ୍ତି । ଭାସି ଯାଇଥିବା ୮ […]

କଟକ: ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର ବେଳେ ଆକ୍ରମଣ କଲା ଦନ୍ତା । ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ହେଲା ପାଣିରେ ଫସିଥିବା ଦନ୍ତା ଓଡ୍ରାଫ୍ ଟିମ୍ ଉପରକୁ ଆକ୍ରମଣ କରିଛି । ହାତୀ ନିକଟକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟକୁ ଓଲଟାଇ ଦେଇଛି ଦନ୍ତା । ଫଳରେ ବୋଟରେ ଥିବା ୬ ଜଣ ଓଡ୍ରାଫ୍ ସହ ଅନ୍ୟ ୨ ଜଣ ଭାସି ଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ଉପ-ସଭାପତି ହେଲେ ମାଧୁରୀ ବୋଷ

ଭାସି ଯାଇଥିବା ୮ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଭାସି ଯାଇଥିବା ୮ ଜଣଙ୍କ ମଧ୍ୟରେ ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଓ କ୍ୟାମେରାମ୍ୟାନ ଥିବା କୁହାଯାଉଛି । ବୋଟରେ ଥିବା ୨ ଜଣ ଲାଇଫ ଜ୍ୟାକେଟ୍ ପିନ୍ଧି ନଥିବା ଜଣାପଡ଼ିଛି । ସମସ୍ତଙ୍କୁ ଉଦ୍ଧାର କାର୍ଯ୍ଯ ପାଇଁ ପ୍ରୟାସ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଆଜିଠୁ ହେବ ନୂଆ ପଞ୍ଜିିକା ପ୍ରଚଳନ

ଦନ୍ତା ହାତୀକୁ ଉଦ୍ଧାର ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ଅପରେସନ୍ ଗଜରାଜ ଚାଲିଛି । ପାଣି ଭିତରୁ ହାତୀକୁ ଉଦ୍ଧାର କରିବା ପାଇଁ ଲାଗିଛନ୍ତି ବନ ବିଭାଗର ୨୫ ଜଣ କର୍ମଚାରୀ । ସେହିପରି ଆଠଗଡ଼ ପୋଲିସର ୧ ପ୍ଲାଟୁନ, ଅଗ୍ନିଶମ ବାହିନୀର ୨୨ କର୍ମଚାରୀ ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଛନ୍ତି । ପାଣିର ସ୍ରୋତ ଓ ଲୋକଙ୍କ ଗହଳି ଯୋଗୁଁ ଦନ୍ତା ହାତୀକୁ ଉଦ୍ଧାର କରିବାରେ ସମସ୍ୟା ଉପୁଜିଛି । ପାଣିରେ ଫସିଥିବା ଅନ୍ୟ ୨ ହାତୀ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ଚଡକ ମେଳା ହେଲା କାଳ, ପୂଜା କରିବାବେଳେ ଖଜୁରୀ ଗଛରୁ ପଡ଼ି ଯୁବକ ମୃତ

ଆଜି ସକାଳୁ ମହାନଦୀରେ ଭାସି ଯାଇଥିଲେ ହାତୀପଲ । ମହାନଦୀ ପାର ହେଉଥିବା ବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିଲେ । ଗୋଟିଏ ଛୁଆ ହାତୀ ସହ ୩ଟି ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିଲେ । ଆଉ ୪ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ଼ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଛନ୍ତି । ଆଠଗଡ଼ ପଟୁ ୧୭ ଟିକିଆ ହାତୀ ପଲ ମହାନଦୀ ପାରି ହେଉଥିବା ବେଳେ ୭ଟି ହାତୀ ଭାସି ଯାଇଥିଲେ ।

24 Sep 2021 By The Sakala

ଅପରେସନ୍ ଗଜରାଜ: ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍, ଉଦ୍ଧାର କାର୍ଯ୍ଯ ଜାରି

କଟକ: ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର ବେଳେ ଆକ୍ରମଣ କଲା ଦନ୍ତା । ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ହେଲା ପାଣିରେ ଫସିଥିବା ଦନ୍ତା ଓଡ୍ରାଫ୍ ଟିମ୍ ଉପରକୁ ଆକ୍ରମଣ କରିଛି । ହାତୀ ନିକଟକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟକୁ ଓଲଟାଇ ଦେଇଛି ଦନ୍ତା । ଫଳରେ ବୋଟରେ ଥିବା ୬ ଜଣ ଓଡ୍ରାଫ୍ ସହ ଅନ୍ୟ ୨ ଜଣ ଭାସି ଯାଇଛନ୍ତି ।

ଭାସି ଯାଇଥିବା ୮ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଭାସି ଯାଇଥିବା ୮ ଜଣଙ୍କ ମଧ୍ୟରେ ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଓ କ୍ୟାମେରାମ୍ୟାନ ଥିବା କୁହାଯାଉଛି । ବୋଟରେ ଥିବା ୨ ଜଣ ଲାଇଫ ଜ୍ୟାକେଟ୍ ପିନ୍ଧି ନଥିବା ଜଣାପଡ଼ିଛି । ସମସ୍ତଙ୍କୁ ଉଦ୍ଧାର କାର୍ଯ୍ଯ ପାଇଁ ପ୍ରୟାସ ଜାରି ରହିଛି ।

ଦନ୍ତା ହାତୀକୁ ଉଦ୍ଧାର ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ଅପରେସନ୍ ଗଜରାଜ ଚାଲିଛି । ପାଣି ଭିତରୁ ହାତୀକୁ ଉଦ୍ଧାର କରିବା ପାଇଁ ଲାଗିଛନ୍ତି ବନ ବିଭାଗର ୨୫ ଜଣ କର୍ମଚାରୀ । ସେହିପରି ଆଠଗଡ଼ ପୋଲିସର ୧ ପ୍ଲାଟୁନ, ଅଗ୍ନିଶମ ବାହିନୀର ୨୨ କର୍ମଚାରୀ ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଛନ୍ତି । ପାଣିର ସ୍ରୋତ ଓ ଲୋକଙ୍କ ଗହଳି ଯୋଗୁଁ ଦନ୍ତା ହାତୀକୁ ଉଦ୍ଧାର କରିବାରେ ସମସ୍ୟା ଉପୁଜିଛି । ପାଣିରେ ଫସିଥିବା ଅନ୍ୟ ୨ ହାତୀ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛନ୍ତି ।

ଆଜି ସକାଳୁ ମହାନଦୀରେ ଭାସି ଯାଇଥିଲେ ହାତୀପଲ । ମହାନଦୀ ପାର ହେଉଥିବା ବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିଲେ । ଗୋଟିଏ ଛୁଆ ହାତୀ ସହ ୩ଟି ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିଲେ । ଆଉ ୪ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ଼ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଛନ୍ତି । ଆଠଗଡ଼ ପଟୁ ୧୭ ଟିକିଆ ହାତୀ ପଲ ମହାନଦୀ ପାରି ହେଉଥିବା ବେଳେ ୭ଟି ହାତୀ ଭାସି ଯାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର