ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ବନକର୍ମଚାରୀ

The Sakala Picture
Published On

ବଣାଇଁ: ହାତୀ ଉପଦ୍ରବରେ ଅତିଷ୍ଠ ହେଲେ ବଣାଇଁ ଅଞ୍ଚଳର ଡେଙ୍ଗେଇଢିପା ଗ୍ରାମବାସୀ । ବନକର୍ମଚାରୀଙ୍କୁ ଦାୟୀ କରି ଗାଳିଗୁଲଜ କରିବା ସହ ପିଟିବା ପାଇଁ ଗୋଡାଇବା ପରେ ସମ୍ପୃକ୍ତ ଅଞ୍ଚଳରୁ ବନକର୍ମଚାରୀ ଦୌଡ଼ି ପଳାଇ ଯାଇଥିବା ଜଣାପଡ଼ଛି । ସୂଚନା ଅନୁଯାୟୀ, ବଣାଇଁ ଅଞ୍ଚଳରେ ବୃଦ୍ଧି ପାଉଥିବା ହାତୀ ଉପଦ୍ରବକୁ ନେଇ ଅତିଷ୍ଠ ସାଧାରଣ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବନ କର୍ମଚାରୀ ।  ଦୀର୍ଘଦିନ ହେବ ହାତୀ ଫସଲ ନଷ୍ଟ କରିବା ସହ ଘର ଦ୍ଵାର […]

ବଣାଇଁ: ହାତୀ ଉପଦ୍ରବରେ ଅତିଷ୍ଠ ହେଲେ ବଣାଇଁ ଅଞ୍ଚଳର ଡେଙ୍ଗେଇଢିପା ଗ୍ରାମବାସୀ । ବନକର୍ମଚାରୀଙ୍କୁ ଦାୟୀ କରି ଗାଳିଗୁଲଜ କରିବା ସହ ପିଟିବା ପାଇଁ ଗୋଡାଇବା ପରେ ସମ୍ପୃକ୍ତ ଅଞ୍ଚଳରୁ ବନକର୍ମଚାରୀ ଦୌଡ଼ି ପଳାଇ ଯାଇଥିବା ଜଣାପଡ଼ଛି ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ସୂଚନା ଅନୁଯାୟୀ, ବଣାଇଁ ଅଞ୍ଚଳରେ ବୃଦ୍ଧି ପାଉଥିବା ହାତୀ ଉପଦ୍ରବକୁ ନେଇ ଅତିଷ୍ଠ ସାଧାରଣ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବନ କର୍ମଚାରୀ ।  ଦୀର୍ଘଦିନ ହେବ ହାତୀ ଫସଲ ନଷ୍ଟ କରିବା ସହ ଘର ଦ୍ଵାର ଭାଙ୍ଗିବା ପରେ ମଧ୍ୟ ବନବିଭାଗର ଘଉଡେଇବା କ୍ଷେତ୍ରରେ ଅପାରଗତାକୁ ଦାୟୀ କରି ବନକର୍ମଚାରୀଙ୍କୁ ଗ୍ରାମବାସୀ ଟାର୍ଗେଟ କରିଥିଲେ। ଗତ ତିନିଦିନ ଧରି ସମ୍ପୃକ୍ତ ଅଞ୍ଚଳରେ ପୁଣି ଦୁଇଟି ଦନ୍ତା ବାରମ୍ବାର ଫସଲ ନଷ୍ଟ କରୁଥିବାରୁ ଏଭଳି ଘଟିଥିବା ସୂଚନା ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

07 Oct 2022 By The Sakala

ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ବନକର୍ମଚାରୀ

ବଣାଇଁ: ହାତୀ ଉପଦ୍ରବରେ ଅତିଷ୍ଠ ହେଲେ ବଣାଇଁ ଅଞ୍ଚଳର ଡେଙ୍ଗେଇଢିପା ଗ୍ରାମବାସୀ । ବନକର୍ମଚାରୀଙ୍କୁ ଦାୟୀ କରି ଗାଳିଗୁଲଜ କରିବା ସହ ପିଟିବା ପାଇଁ ଗୋଡାଇବା ପରେ ସମ୍ପୃକ୍ତ ଅଞ୍ଚଳରୁ ବନକର୍ମଚାରୀ ଦୌଡ଼ି ପଳାଇ ଯାଇଥିବା ଜଣାପଡ଼ଛି ।

ସୂଚନା ଅନୁଯାୟୀ, ବଣାଇଁ ଅଞ୍ଚଳରେ ବୃଦ୍ଧି ପାଉଥିବା ହାତୀ ଉପଦ୍ରବକୁ ନେଇ ଅତିଷ୍ଠ ସାଧାରଣ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବନ କର୍ମଚାରୀ ।  ଦୀର୍ଘଦିନ ହେବ ହାତୀ ଫସଲ ନଷ୍ଟ କରିବା ସହ ଘର ଦ୍ଵାର ଭାଙ୍ଗିବା ପରେ ମଧ୍ୟ ବନବିଭାଗର ଘଉଡେଇବା କ୍ଷେତ୍ରରେ ଅପାରଗତାକୁ ଦାୟୀ କରି ବନକର୍ମଚାରୀଙ୍କୁ ଗ୍ରାମବାସୀ ଟାର୍ଗେଟ କରିଥିଲେ। ଗତ ତିନିଦିନ ଧରି ସମ୍ପୃକ୍ତ ଅଞ୍ଚଳରେ ପୁଣି ଦୁଇଟି ଦନ୍ତା ବାରମ୍ବାର ଫସଲ ନଷ୍ଟ କରୁଥିବାରୁ ଏଭଳି ଘଟିଥିବା ସୂଚନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର