ନବ ନିଯୁକ୍ତ ଡିଜିପି ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ କେନ୍ଦ୍ରର ଅନୁମତି
ନୂଆଦିଲ୍ଲୀ: ଓଡ଼ିଶାର ନବନିଯୁକ୍ତ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଓଡ଼ିଶା ଫେରିବେ । ଡେପୁଟେସନରୁ ଓଡ଼ିଶା ଫେରିବା ନେଇ ତାଙ୍କୁ ଅନୁମତି ଦେଇଛି କେନ୍ଦ୍ର କ୍ୟାବିନେଟ ନିଯୁକ୍ତି କମିଟି । ସୁନୀଲ ବଂଶଲ ଏବେ କେନ୍ଦ୍ର ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶ ଅଛନ୍ତି। ନିକଟରେ ତାଙ୍କୁ ରାଜ୍ୟର ପରବର୍ତ୍ତୀ ନୂଆ ପୁଲିସ ଡିଜି ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୩୧ ତାରିଖରେ ବର୍ତ୍ତମାନର ପୁଲିସ ଡିଜି ଅଭୟଙ୍କ କାର୍ଯ୍ଯକାଳ ସରୁଛି । […]
ନୂଆଦିଲ୍ଲୀ: ଓଡ଼ିଶାର ନବନିଯୁକ୍ତ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଓଡ଼ିଶା ଫେରିବେ । ଡେପୁଟେସନରୁ ଓଡ଼ିଶା ଫେରିବା ନେଇ ତାଙ୍କୁ ଅନୁମତି ଦେଇଛି କେନ୍ଦ୍ର କ୍ୟାବିନେଟ ନିଯୁକ୍ତି କମିଟି । ସୁନୀଲ ବଂଶଲ ଏବେ କେନ୍ଦ୍ର ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶ ଅଛନ୍ତି। ନିକଟରେ ତାଙ୍କୁ ରାଜ୍ୟର ପରବର୍ତ୍ତୀ ନୂଆ ପୁଲିସ ଡିଜି ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।
ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଯୋଗୁଁ ମାଟିକାନ୍ଥ ପଡି ମହିଳା ମୃତ
ଆସନ୍ତା ୩୧ ତାରିଖରେ ବର୍ତ୍ତମାନର ପୁଲିସ ଡିଜି ଅଭୟଙ୍କ କାର୍ଯ୍ଯକାଳ ସରୁଛି । ତାଙ୍କ ସ୍ଥାନରେ ନୂଆବର୍ଷରେ ନୂଆ ପୁଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ବଂଶଲ । ୧୯୯୪ ମସିହାରୁ କେନ୍ଦ୍ରୀୟ ଡେପୁଟେସନୱରେ ଅଛନ୍ତି ସୁନୀଲ କୁମାର ବଂଶଲ ।
ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ






