ସ୍ବିଗିର ନୂତନ ପ୍ରୟାସ: ଡ୍ରୋନ୍‌ ଯୋଗେ ଘରେ ଘରେ ପହଞ୍ଚାଇବ ଖାଦ୍ୟ

The Sakala Picture
Published On

ଭୁବନେଶ୍ୱର: ସ୍ବିଗିର ନୂତନ ପ୍ରୟାସ । ଏଣିକି ଡେଲିଭରି ବୟ ନୁହେଁ ଡ୍ରୋନ୍‌ ଯୋଗେ ଆପଣଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାକୁ ବ୍ୟବସ୍ଥା କରୁଛି ଖାଦ୍ୟ ଯୋଗାଣ ସଂସ୍ଥା ସ୍ବିଗି।ଏନେଇ କମ୍ପାନୀକୁ ଜରୁରିକାଳୀନ ଅନୁମତି ମିଳିଥିବା ବେଳେ ଖୁବ୍‌ଶୀଘ୍ର ଏହାର କାର୍ଯ୍ୟକରିବ ସ୍ବିଗି। ଏହି ବ୍ୟବସ୍ଥା ପାଇଁ ଖାଦ୍ୟ ଡେଲିଭରୀ କମ୍ପାନୀ ସ୍ବିଗି ଏନ୍‌ଆରଏ ଟେକ୍ନୋଲୋଜିଷ୍ଟ କମ୍ପାନୀ ସହ ପାର୍ଟନରସିପ କରିଛି। ତାହା ସହ ଡ୍ରୋନ୍‌ରେ କେବଳ ଖାଦ୍ୟ ନୁହେଁ ମେଡିକାଲର କିଛି ସାମଗ୍ରୀ ମଧ୍ୟ ଯୋଗାଯାଇପାରିବ। ଏନେଇ […]

ଭୁବନେଶ୍ୱର: ସ୍ବିଗିର ନୂତନ ପ୍ରୟାସ । ଏଣିକି ଡେଲିଭରି ବୟ ନୁହେଁ ଡ୍ରୋନ୍‌ ଯୋଗେ ଆପଣଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାକୁ ବ୍ୟବସ୍ଥା କରୁଛି ଖାଦ୍ୟ ଯୋଗାଣ ସଂସ୍ଥା ସ୍ବିଗି।ଏନେଇ କମ୍ପାନୀକୁ ଜରୁରିକାଳୀନ ଅନୁମତି ମିଳିଥିବା ବେଳେ ଖୁବ୍‌ଶୀଘ୍ର ଏହାର କାର୍ଯ୍ୟକରିବ ସ୍ବିଗି। ଏହି ବ୍ୟବସ୍ଥା ପାଇଁ ଖାଦ୍ୟ ଡେଲିଭରୀ କମ୍ପାନୀ ସ୍ବିଗି ଏନ୍‌ଆରଏ ଟେକ୍ନୋଲୋଜିଷ୍ଟ କମ୍ପାନୀ ସହ ପାର୍ଟନରସିପ କରିଛି। ତାହା ସହ ଡ୍ରୋନ୍‌ରେ କେବଳ ଖାଦ୍ୟ ନୁହେଁ ମେଡିକାଲର କିଛି ସାମଗ୍ରୀ ମଧ୍ୟ ଯୋଗାଯାଇପାରିବ। ଏନେଇ ସ୍ବିଗିକୁ DGCA ଓ MOCAର ଅନୁମତି ମିଳିସାରିଛି।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ତେବେ ଏହି କାମପାଇଁ ଏନ୍‌ଆରଏର ଦୁଇଟି ଡ୍ରୋନ୍‌ ନିୟୋଜିତ ହୋଇଛି। ଗୋଟିଏ ଡ୍ରୋନ୍‌ ସ୍ବିଗିର ଡେଲିଭରି କାମପାଇଁ ନିୟୋଜିତ ଥିବା ବେଳେ ଅନ୍ୟଟି ମେଡିକାଲ ସରଞ୍ଜାମ ଯୋଗାଇବ। ତେବେ ଡ୍ରୋନ୍‌ରେ ୧କେଜି ଯାଏ ଖାଦ୍ୟ ଯୋଗାଣ ହୋଇପାରିବା ସହ ୩ରୁ ୪ କେଜି ଯାଏ ମେଡିକାଲ ସରଞ୍ଜାମ ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

18 Jun 2021 By The Sakala

ସ୍ବିଗିର ନୂତନ ପ୍ରୟାସ: ଡ୍ରୋନ୍‌ ଯୋଗେ ଘରେ ଘରେ ପହଞ୍ଚାଇବ ଖାଦ୍ୟ

ଭୁବନେଶ୍ୱର: ସ୍ବିଗିର ନୂତନ ପ୍ରୟାସ । ଏଣିକି ଡେଲିଭରି ବୟ ନୁହେଁ ଡ୍ରୋନ୍‌ ଯୋଗେ ଆପଣଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାକୁ ବ୍ୟବସ୍ଥା କରୁଛି ଖାଦ୍ୟ ଯୋଗାଣ ସଂସ୍ଥା ସ୍ବିଗି।ଏନେଇ କମ୍ପାନୀକୁ ଜରୁରିକାଳୀନ ଅନୁମତି ମିଳିଥିବା ବେଳେ ଖୁବ୍‌ଶୀଘ୍ର ଏହାର କାର୍ଯ୍ୟକରିବ ସ୍ବିଗି। ଏହି ବ୍ୟବସ୍ଥା ପାଇଁ ଖାଦ୍ୟ ଡେଲିଭରୀ କମ୍ପାନୀ ସ୍ବିଗି ଏନ୍‌ଆରଏ ଟେକ୍ନୋଲୋଜିଷ୍ଟ କମ୍ପାନୀ ସହ ପାର୍ଟନରସିପ କରିଛି। ତାହା ସହ ଡ୍ରୋନ୍‌ରେ କେବଳ ଖାଦ୍ୟ ନୁହେଁ ମେଡିକାଲର କିଛି ସାମଗ୍ରୀ ମଧ୍ୟ ଯୋଗାଯାଇପାରିବ। ଏନେଇ ସ୍ବିଗିକୁ DGCA ଓ MOCAର ଅନୁମତି ମିଳିସାରିଛି।

ତେବେ ଏହି କାମପାଇଁ ଏନ୍‌ଆରଏର ଦୁଇଟି ଡ୍ରୋନ୍‌ ନିୟୋଜିତ ହୋଇଛି। ଗୋଟିଏ ଡ୍ରୋନ୍‌ ସ୍ବିଗିର ଡେଲିଭରି କାମପାଇଁ ନିୟୋଜିତ ଥିବା ବେଳେ ଅନ୍ୟଟି ମେଡିକାଲ ସରଞ୍ଜାମ ଯୋଗାଇବ। ତେବେ ଡ୍ରୋନ୍‌ରେ ୧କେଜି ଯାଏ ଖାଦ୍ୟ ଯୋଗାଣ ହୋଇପାରିବା ସହ ୩ରୁ ୪ କେଜି ଯାଏ ମେଡିକାଲ ସରଞ୍ଜାମ ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର