ମିଥ୍ୟା ଖବର ପ୍ରସାରଣ ପାଇଁ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମକୁ ଲିଗାଲ ନୋଟିସ୍ ପଠାଇଲେ ସୁଶାନ୍ତ ସିଂ

The Sakala Picture
Published On

ବରଗଡ଼: ମିଥ୍ୟା ଓ କପୋଳକଳ୍ପିତ ଖବର ପ୍ରସାରଣ ପାଇଁ ଭଟଲି ବିଧାୟକ ତଥା ବିଜେଡି ନେତା ସୁଶାନ୍ତ ସିଂ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମକୁ ଲିଗାଲ ନୋଟିସ ପଠାଇଛନ୍ତି । ଓକିଲଙ୍କ ଜରିଆରେ ସଂପୃକ୍ତ ଚ୍ୟାନେଲର ସଂପାଦକ ଓ ଉପସ୍ଥାପକଙ୍କୁ ଲିଗାଲ୍ ନୋଟିସ ଦେଇଛନ୍ତି। ଖବର ପ୍ରସାରଣରେ ବିଧାୟକଙ୍କ ସମ୍ମାନହାନୀ ହେଲା ଭଳି ଶବ୍ଦ ବ୍ୟବହାର ହୋଇଥିଲା । ବିଧାୟକଙ୍କ କୌଣସି ପ୍ରତିକ୍ରିୟା ନନେଇ ମିଛ ଖବର ପ୍ରସାରଣ କରିଥିଲେ ନିର୍ଦ୍ଦିଷ୍ଟ ଚ୍ୟାନେଲ । ରାଜା ଖାନ […]

ବରଗଡ଼: ମିଥ୍ୟା ଓ କପୋଳକଳ୍ପିତ ଖବର ପ୍ରସାରଣ ପାଇଁ ଭଟଲି ବିଧାୟକ ତଥା ବିଜେଡି ନେତା ସୁଶାନ୍ତ ସିଂ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମକୁ ଲିଗାଲ ନୋଟିସ ପଠାଇଛନ୍ତି । ଓକିଲଙ୍କ ଜରିଆରେ ସଂପୃକ୍ତ ଚ୍ୟାନେଲର ସଂପାଦକ ଓ ଉପସ୍ଥାପକଙ୍କୁ ଲିଗାଲ୍ ନୋଟିସ ଦେଇଛନ୍ତି। ଖବର ପ୍ରସାରଣରେ ବିଧାୟକଙ୍କ ସମ୍ମାନହାନୀ ହେଲା ଭଳି ଶବ୍ଦ ବ୍ୟବହାର ହୋଇଥିଲା । ବିଧାୟକଙ୍କ କୌଣସି ପ୍ରତିକ୍ରିୟା ନନେଇ ମିଛ ଖବର ପ୍ରସାରଣ କରିଥିଲେ ନିର୍ଦ୍ଦିଷ୍ଟ ଚ୍ୟାନେଲ । ରାଜା ଖାନ ସହ ବିଧାୟକଙ୍କ ସଂପର୍କକୁ ନେଇ ମିଛ ଖବର ପ୍ରସାରଣ କରିବା ସହ ବିଧାୟକଙ୍କ କିଛି ଏଡିଟେଡ ଭିଡିଓ ଏବଂ ଫଟୋ ଟେଲିକାଷ୍ଟ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ: ହୀରାକୁଦକୁ ଆସୁଥିବା ବନ୍ୟାଜଳ ଉପରେ ଜଳସମ୍ପଦ ବିଭାଗର ନଜର

ଉଦ୍ଦେଶ୍ୟମୂଳକ ଭାବେ ଏହା କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଏଭଳି ମିଛ ଖବର ଯୋଗୁଁ ବିଧାୟକଙ୍କ ସମ୍ମାନହାନୀ ହୋଇଛି । ଏଭଳି ଖବର ପ୍ରସାରଣରୁ ନିବୃତ୍ତ ରହିବାକୁ ଲିଗାଲ୍ ନୋଟିସ ପଠାଇଛନ୍ତି ସୁଶାନ୍ତ ସିଂ । ଏହାସହ ଉଦ୍ଦେଶ୍ୟମୂଳକ ଭିଡିଓକୁ ଅନଲାଇନରୁ ହଟାଇବାକୁ ଦାବି ଜଣାଇବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ଭିଡିଓ ନହଟାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଲିଗାଲ ନୋଟିସରେ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଅଣଛାତ୍ରଛାତ୍ରୀ ପ୍ରବେଶକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟରେ ଉତ୍ତେଜନା

26 Apr 2023 By The Sakala

ମିଥ୍ୟା ଖବର ପ୍ରସାରଣ ପାଇଁ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମକୁ ଲିଗାଲ ନୋଟିସ୍ ପଠାଇଲେ ସୁଶାନ୍ତ ସିଂ

ବରଗଡ଼: ମିଥ୍ୟା ଓ କପୋଳକଳ୍ପିତ ଖବର ପ୍ରସାରଣ ପାଇଁ ଭଟଲି ବିଧାୟକ ତଥା ବିଜେଡି ନେତା ସୁଶାନ୍ତ ସିଂ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମକୁ ଲିଗାଲ ନୋଟିସ ପଠାଇଛନ୍ତି । ଓକିଲଙ୍କ ଜରିଆରେ ସଂପୃକ୍ତ ଚ୍ୟାନେଲର ସଂପାଦକ ଓ ଉପସ୍ଥାପକଙ୍କୁ ଲିଗାଲ୍ ନୋଟିସ ଦେଇଛନ୍ତି। ଖବର ପ୍ରସାରଣରେ ବିଧାୟକଙ୍କ ସମ୍ମାନହାନୀ ହେଲା ଭଳି ଶବ୍ଦ ବ୍ୟବହାର ହୋଇଥିଲା । ବିଧାୟକଙ୍କ କୌଣସି ପ୍ରତିକ୍ରିୟା ନନେଇ ମିଛ ଖବର ପ୍ରସାରଣ କରିଥିଲେ ନିର୍ଦ୍ଦିଷ୍ଟ ଚ୍ୟାନେଲ । ରାଜା ଖାନ ସହ ବିଧାୟକଙ୍କ ସଂପର୍କକୁ ନେଇ ମିଛ ଖବର ପ୍ରସାରଣ କରିବା ସହ ବିଧାୟକଙ୍କ କିଛି ଏଡିଟେଡ ଭିଡିଓ ଏବଂ ଫଟୋ ଟେଲିକାଷ୍ଟ ହୋଇଥିଲା ।

ଉଦ୍ଦେଶ୍ୟମୂଳକ ଭାବେ ଏହା କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଏଭଳି ମିଛ ଖବର ଯୋଗୁଁ ବିଧାୟକଙ୍କ ସମ୍ମାନହାନୀ ହୋଇଛି । ଏଭଳି ଖବର ପ୍ରସାରଣରୁ ନିବୃତ୍ତ ରହିବାକୁ ଲିଗାଲ୍ ନୋଟିସ ପଠାଇଛନ୍ତି ସୁଶାନ୍ତ ସିଂ । ଏହାସହ ଉଦ୍ଦେଶ୍ୟମୂଳକ ଭିଡିଓକୁ ଅନଲାଇନରୁ ହଟାଇବାକୁ ଦାବି ଜଣାଇବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ଭିଡିଓ ନହଟାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଲିଗାଲ ନୋଟିସରେ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର