ପୁଣି ଶଙ୍ଖ ଧରିବେ ଆଦିବାସୀ ନେତା ଜର୍ଜ ତିର୍କୀ, ‘ବିଜେଡି ଛାଡ଼ିବା ବଡ଼ ଭୁଲ ଥିଲା’

The Sakala Picture
Published On

ସୁନ୍ଦରଗଡ଼: ପୁଣି ଶଙ୍ଖ ଧରିବେ ଆଦିବାସୀ ନେତା ଜର୍ଜ ତିର୍କୀ । ବିଜେଡି ଛାଡ଼ିବା ତାଙ୍କର ବଡ଼ ଭୁଲ ଥିଲା ବୋଲି ଜର୍ଜ ତିର୍କୀ କହିଛନ୍ତି । ମାର୍ଚ୍ଚରେ ପୁଣି ବିଜେଡିକୁ ଫେରିବେ ଜର୍ଜ । ସମର୍ଥକଙ୍କ ସହ ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ନେତା । ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଜର୍ଜ ତିର୍କୀ । ୨୦୦୬ରେ ବିଜେଡି ଛାଡ଼ିଥିଲେ ଜର୍ଜ ତିର୍କୀ । ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର […]

ସୁନ୍ଦରଗଡ଼: ପୁଣି ଶଙ୍ଖ ଧରିବେ ଆଦିବାସୀ ନେତା ଜର୍ଜ ତିର୍କୀ । ବିଜେଡି ଛାଡ଼ିବା ତାଙ୍କର ବଡ଼ ଭୁଲ ଥିଲା ବୋଲି ଜର୍ଜ ତିର୍କୀ କହିଛନ୍ତି । ମାର୍ଚ୍ଚରେ ପୁଣି ବିଜେଡିକୁ ଫେରିବେ ଜର୍ଜ । ସମର୍ଥକଙ୍କ ସହ ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ନେତା । ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଜର୍ଜ ତିର୍କୀ । ୨୦୦୬ରେ ବିଜେଡି ଛାଡ଼ିଥିଲେ ଜର୍ଜ ତିର୍କୀ । ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ବିଜେଡିରେ ଯୋଗଦାନ କରିବେ । ସୁନ୍ଦରଗଡ଼ ଜିଲ୍ଲାର ବିକାଶ କାର୍ଯ୍ଯ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଜର୍ଜ ତିର୍କୀ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

17 Feb 2023 By The Sakala

ପୁଣି ଶଙ୍ଖ ଧରିବେ ଆଦିବାସୀ ନେତା ଜର୍ଜ ତିର୍କୀ, ‘ବିଜେଡି ଛାଡ଼ିବା ବଡ଼ ଭୁଲ ଥିଲା’

ସୁନ୍ଦରଗଡ଼: ପୁଣି ଶଙ୍ଖ ଧରିବେ ଆଦିବାସୀ ନେତା ଜର୍ଜ ତିର୍କୀ । ବିଜେଡି ଛାଡ଼ିବା ତାଙ୍କର ବଡ଼ ଭୁଲ ଥିଲା ବୋଲି ଜର୍ଜ ତିର୍କୀ କହିଛନ୍ତି । ମାର୍ଚ୍ଚରେ ପୁଣି ବିଜେଡିକୁ ଫେରିବେ ଜର୍ଜ । ସମର୍ଥକଙ୍କ ସହ ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ନେତା । ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଜର୍ଜ ତିର୍କୀ । ୨୦୦୬ରେ ବିଜେଡି ଛାଡ଼ିଥିଲେ ଜର୍ଜ ତିର୍କୀ । ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ବିଜେଡିରେ ଯୋଗଦାନ କରିବେ । ସୁନ୍ଦରଗଡ଼ ଜିଲ୍ଲାର ବିକାଶ କାର୍ଯ୍ଯ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଜର୍ଜ ତିର୍କୀ ।

https://www.thesakala.in/latest-odisha-news/sundargarh/george-tirkey-will-join-bjd/article-19022
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର