ଭାରସାମ୍ୟ ହରାଇ ଘରକୁ ପଶିଲା କାର୍, ଅଳ୍ପକେ ବର୍ତ୍ତିଲେ ପରିବାର

The Sakala Picture
Published On

ସୋନପୁର :  ଭାରସାମ୍ୟ ହରାଇ ଘରକୁ ପଶିଲା ମାରୁତି ବେଲେନୋ ଗାଡ଼ି। ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୭ ଜଣ । ସୋନପୁର-ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ଏହି ଦୁର୍ଘଟଣା ଘଟିଛି। ସୋନପୁର ପଟରୁ ବିନିକା ପଟକୁ ଏହି ଗାଡିଟି ଦ୍ରୁତଗତିରେ ଯାଉଥିଲା । କାରରେ ନିଶା ଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମହାଦେବପାଲି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜଗିଛି । ବିନିକା […]

ସୋନପୁର :  ଭାରସାମ୍ୟ ହରାଇ ଘରକୁ ପଶିଲା ମାରୁତି ବେଲେନୋ ଗାଡ଼ି। ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୭ ଜଣ । ସୋନପୁର-ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ଏହି ଦୁର୍ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସୋନପୁର ପଟରୁ ବିନିକା ପଟକୁ ଏହି ଗାଡିଟି ଦ୍ରୁତଗତିରେ ଯାଉଥିଲା । କାରରେ ନିଶା ଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମହାଦେବପାଲି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜଗିଛି । ବିନିକା ଥାନା ପୁଲିସ ପହଞ୍ଚିବାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡିକୁ ଖୋଲାଯିବ ବୋଲି ସୂଚନା ମିଳିଛି । ପରିବାରର ଦୁଇଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

29 Sep 2024 By The Sakala

ଭାରସାମ୍ୟ ହରାଇ ଘରକୁ ପଶିଲା କାର୍, ଅଳ୍ପକେ ବର୍ତ୍ତିଲେ ପରିବାର

ସୋନପୁର :  ଭାରସାମ୍ୟ ହରାଇ ଘରକୁ ପଶିଲା ମାରୁତି ବେଲେନୋ ଗାଡ଼ି। ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୭ ଜଣ । ସୋନପୁର-ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ଏହି ଦୁର୍ଘଟଣା ଘଟିଛି।

ସୋନପୁର ପଟରୁ ବିନିକା ପଟକୁ ଏହି ଗାଡିଟି ଦ୍ରୁତଗତିରେ ଯାଉଥିଲା । କାରରେ ନିଶା ଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମହାଦେବପାଲି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜଗିଛି । ବିନିକା ଥାନା ପୁଲିସ ପହଞ୍ଚିବାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡିକୁ ଖୋଲାଯିବ ବୋଲି ସୂଚନା ମିଳିଛି । ପରିବାରର ଦୁଇଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

https://www.thesakala.in/latest-odisha-news/subarnapur/car-rams-into-house-in-sonepur/article-35508
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର