STF ପଞ୍ଝାରେ ଜାଲ ନୋଟ୍ ରାକେଟ୍: ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ, ୩ ଗିରଫ
ସୋନପୁର: STF ଜାଲରେ ଜାଲ୍ ନୋଟ୍ ରାକେଟ୍ । ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ଏସଟିଏଫ । ଜାଲ୍ ନୋଟ୍ ପ୍ରସ୍ତୁତ ହେଉଥିବା ସରଞ୍ଜାମ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି । ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା କରି ଏସଟିଏଫ ଅଧିକ ତଥ୍ୟ ଆଦାୟ କରିପାରେ ।

02 Sep 2023
By The Sakala

https://www.thesakala.in/latest-odisha-news/subarnapur/stf-seizes-counterfeit-currency-notes-from-sonepur/article-25041