ରାଜ୍ୟ ବିଜେପି ଅଭ୍ୟାସଗତ ଅପରାଧୀଙ୍କୁ ଦଳରେ ସାମିଲ କରୁଛି: ବିଜେଡ଼ି

The Sakala Picture
Published On

ଭୁବନେଶ୍ବର: ଓଡ଼ିଶା ବିଜେପି ଟାର୍ଗେଟ କଲା ବିଜେଡି। ଅଭ୍ୟାସଗତ ଅପରାଧୀଙ୍କୁ ଦଳରେ ସାମିଲ କରୁଛି ବିଜେପି । ଦଳରେ ଏମିତି ନେତା ରହିଛନ୍ତି ସେମାନେ ଦାଗି ନେତା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହେଉଛନ୍ତି ଜଣେ ଦାଗି ନେତା । ସେ ଜେଲରୁ ଆସି ଏବେ ବାହାରେ ଥିବାବେଳେ ସେ ଦାୟିତ୍ବରେ ଥିବା ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ସେ ମାଡ଼ ମାରି ଜେଲରେ ରହିଥିଲେ ସୁଦ୍ଧା ଦଳ ତାଙ୍କୁ […]

ଭୁବନେଶ୍ବର: ଓଡ଼ିଶା ବିଜେପି ଟାର୍ଗେଟ କଲା ବିଜେଡି। ଅଭ୍ୟାସଗତ ଅପରାଧୀଙ୍କୁ ଦଳରେ ସାମିଲ କରୁଛି ବିଜେପି । ଦଳରେ ଏମିତି ନେତା ରହିଛନ୍ତି ସେମାନେ ଦାଗି ନେତା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହେଉଛନ୍ତି ଜଣେ ଦାଗି ନେତା । ସେ ଜେଲରୁ ଆସି ଏବେ ବାହାରେ ଥିବାବେଳେ ସେ ଦାୟିତ୍ବରେ ଥିବା ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ସେ ମାଡ଼ ମାରି ଜେଲରେ ରହିଥିଲେ ସୁଦ୍ଧା ଦଳ ତାଙ୍କୁ ଦଳରେ ଗୁରୁ ଦାୟିତ୍ବ ଦେଉଛି । ଏହା ହେଉଛି ବିଜେପିର ସଂସ୍କୃତି । କେବଳ ଜଣେ ନେତା ନୁହେଁ ବିଜେପିରେ ଏଭଳି ଗଣ୍ଡା ଗଣ୍ଡା ଅପରାଧରେ ଲିପ୍ତ ଥିବା ନେତା ଦଳରେ ରହିଛନ୍ତି । ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ମାତ୍ର ତାଙ୍କୁ ବିଜେପି ଖୋର୍ଦ୍ଧାରୁ ଟିକେଟ ଦେଇଛି । ଇରାଶିଷ ଆଚାର୍ଯ୍ୟ, ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ବହୁ ନେତା ରାଜ୍ୟ ବିଜେପି ଅପରାଧୀ ନେତାଙ୍କ ଉଦାହରଣ । ହତ୍ୟ ମାମଲାରେ ଜେଲରେ ରହିଥିଲେ ଇରାଶିଷ । ଅନ୍ୟପଟେ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀର ବହୁ ଯୁବକ, ଯୁବତୀଙ୍କୁ ଚାକିରି ଦେବା ନାଁରେ ଟଙ୍କା ଲୁଟିଥିଲେ । କିନ୍ତୁ ସେ ଏବେ ଦଳରେ ଏବେ ସେ ରଣନୀତିକାର ସାଜିଛନ୍ତି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

29 Apr 2024 By The Sakala

ରାଜ୍ୟ ବିଜେପି ଅଭ୍ୟାସଗତ ଅପରାଧୀଙ୍କୁ ଦଳରେ ସାମିଲ କରୁଛି: ବିଜେଡ଼ି

ଭୁବନେଶ୍ବର: ଓଡ଼ିଶା ବିଜେପି ଟାର୍ଗେଟ କଲା ବିଜେଡି। ଅଭ୍ୟାସଗତ ଅପରାଧୀଙ୍କୁ ଦଳରେ ସାମିଲ କରୁଛି ବିଜେପି । ଦଳରେ ଏମିତି ନେତା ରହିଛନ୍ତି ସେମାନେ ଦାଗି ନେତା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହେଉଛନ୍ତି ଜଣେ ଦାଗି ନେତା । ସେ ଜେଲରୁ ଆସି ଏବେ ବାହାରେ ଥିବାବେଳେ ସେ ଦାୟିତ୍ବରେ ଥିବା ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ସେ ମାଡ଼ ମାରି ଜେଲରେ ରହିଥିଲେ ସୁଦ୍ଧା ଦଳ ତାଙ୍କୁ ଦଳରେ ଗୁରୁ ଦାୟିତ୍ବ ଦେଉଛି । ଏହା ହେଉଛି ବିଜେପିର ସଂସ୍କୃତି । କେବଳ ଜଣେ ନେତା ନୁହେଁ ବିଜେପିରେ ଏଭଳି ଗଣ୍ଡା ଗଣ୍ଡା ଅପରାଧରେ ଲିପ୍ତ ଥିବା ନେତା ଦଳରେ ରହିଛନ୍ତି । ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ମାତ୍ର ତାଙ୍କୁ ବିଜେପି ଖୋର୍ଦ୍ଧାରୁ ଟିକେଟ ଦେଇଛି । ଇରାଶିଷ ଆଚାର୍ଯ୍ୟ, ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ବହୁ ନେତା ରାଜ୍ୟ ବିଜେପି ଅପରାଧୀ ନେତାଙ୍କ ଉଦାହରଣ । ହତ୍ୟ ମାମଲାରେ ଜେଲରେ ରହିଥିଲେ ଇରାଶିଷ । ଅନ୍ୟପଟେ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀର ବହୁ ଯୁବକ, ଯୁବତୀଙ୍କୁ ଚାକିରି ଦେବା ନାଁରେ ଟଙ୍କା ଲୁଟିଥିଲେ । କିନ୍ତୁ ସେ ଏବେ ଦଳରେ ଏବେ ସେ ରଣନୀତିକାର ସାଜିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର