୭ରେ ଟିଜିଟି ପରୀକ୍ଷା; ୱେବସାଇଟ୍‌ରେ ଉପଲବ୍ଧ ହେଲା ଆଡମିଟ୍‌‌ କାର୍ଡ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍‌‌ଏସ୍‌‌ବି) ପକ୍ଷରୁ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ନିଯୁକ୍ତି ପାଇଁ ଆସନ୍ତା ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆଡମିଟ୍‌‌ କାର୍ଡ  ୱେବସାଇଟ୍‌ରେ ଉପଲବ୍ଧ ହୋଇଛି। ଆବେଦନକାରୀମାନେ ସେମାନଙ୍କ ମୋବାଇଲ୍‌‌ ନମ୍ବର ଓ ଜନ୍ମ ତାରିଖ ବ୍ୟବହାର କରି ଆଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ କରିପାରିବେ। ଗତ ଶନିବାର ଅପରାହ୍ଣ ୧ରୁ ୬ଟା ମଧ୍ୟରେ ଆଡମିଟ୍‌‌ ଡାଉନ୍‌‌ଲୋଡ୍‌‌ କରିବାରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ପରୀକ୍ଷା ସମୟରେ ଅସମାନତା ଦେଖାଯାଇଥିଲା। ଏହି ତ୍ରୁଟିକୁ […]

ଭୁବନେଶ୍ୱର : ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍‌‌ଏସ୍‌‌ବି) ପକ୍ଷରୁ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ନିଯୁକ୍ତି ପାଇଁ ଆସନ୍ତା ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆଡମିଟ୍‌‌ କାର୍ଡ  ୱେବସାଇଟ୍‌ରେ ଉପଲବ୍ଧ ହୋଇଛି। ଆବେଦନକାରୀମାନେ ସେମାନଙ୍କ ମୋବାଇଲ୍‌‌ ନମ୍ବର ଓ ଜନ୍ମ ତାରିଖ ବ୍ୟବହାର କରି ଆଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ କରିପାରିବେ।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

ଗତ ଶନିବାର ଅପରାହ୍ଣ ୧ରୁ ୬ଟା ମଧ୍ୟରେ ଆଡମିଟ୍‌‌ ଡାଉନ୍‌‌ଲୋଡ୍‌‌ କରିବାରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ପରୀକ୍ଷା ସମୟରେ ଅସମାନତା ଦେଖାଯାଇଥିଲା। ଏହି ତ୍ରୁଟିକୁ ସୁଧାରିଛି ଏସ୍‌‌ଏସ୍‌‌ବି। ଏହାସହ ଏହି ସମୟ ଅବଧି ମଧ୍ୟରେ ଆଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ କରିଥିବା ଆବେଦନକାରୀଙ୍କୁ ପୁନଃ ଡାଉନ୍‌‌ଲୋଡ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଆଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ କରିବାରେ ଅସମର୍ଥ ହେଲେ [email protected] ମେଲ୍‌‌ରେ ଆପ୍ଲିକେସନ୍‌‌ ଫର୍ମ ପଠାଇବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନ

04 Jun 2024 By The Sakala

୭ରେ ଟିଜିଟି ପରୀକ୍ଷା; ୱେବସାଇଟ୍‌ରେ ଉପଲବ୍ଧ ହେଲା ଆଡମିଟ୍‌‌ କାର୍ଡ

ଭୁବନେଶ୍ୱର : ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍‌‌ଏସ୍‌‌ବି) ପକ୍ଷରୁ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ନିଯୁକ୍ତି ପାଇଁ ଆସନ୍ତା ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆଡମିଟ୍‌‌ କାର୍ଡ  ୱେବସାଇଟ୍‌ରେ ଉପଲବ୍ଧ ହୋଇଛି। ଆବେଦନକାରୀମାନେ ସେମାନଙ୍କ ମୋବାଇଲ୍‌‌ ନମ୍ବର ଓ ଜନ୍ମ ତାରିଖ ବ୍ୟବହାର କରି ଆଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ କରିପାରିବେ।

ଗତ ଶନିବାର ଅପରାହ୍ଣ ୧ରୁ ୬ଟା ମଧ୍ୟରେ ଆଡମିଟ୍‌‌ ଡାଉନ୍‌‌ଲୋଡ୍‌‌ କରିବାରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ପରୀକ୍ଷା ସମୟରେ ଅସମାନତା ଦେଖାଯାଇଥିଲା। ଏହି ତ୍ରୁଟିକୁ ସୁଧାରିଛି ଏସ୍‌‌ଏସ୍‌‌ବି। ଏହାସହ ଏହି ସମୟ ଅବଧି ମଧ୍ୟରେ ଆଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ କରିଥିବା ଆବେଦନକାରୀଙ୍କୁ ପୁନଃ ଡାଉନ୍‌‌ଲୋଡ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଆଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ କରିବାରେ ଅସମର୍ଥ ହେଲେ [email protected] ମେଲ୍‌‌ରେ ଆପ୍ଲିକେସନ୍‌‌ ଫର୍ମ ପଠାଇବାକୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର