ସ୍କ୍ରବ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଗଲେ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍

The Sakala Picture
Published On

ଭୁବନେଶ୍ବର: ସ୍କ୍ରବ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଗଲେ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ । ଏହି ଟିମରେ ଜଣେ ଯୁଗ୍ମ ନିର୍ଦେଶକଙ୍କ ସହ ଏପିଡେମୋଲୋଜିଷ୍ଟ ଅଛନ୍ତି। ବରଗଡରୁ ୫ ଓ ସୁନ୍ଦରଗଡ଼ରୁ ଜଣଙ୍କ ମୃତ୍ୟୁ ଖବର ମିଡ଼ିଆରେ ଆସିଥିଲା। ହେଲେ ସେମାନଙ୍କ ଟେଷ୍ଟ ଘରୋଇ ହସ୍ପିଟାଲରେ ହୋଇଥିଲା। କଣ ଟେଷ୍ଟ ହୋଇଥିଲା ଓ କେମିତି ମୃତ୍ୟୁ ଘଟିଛି ତାହାର ତଦନ୍ତ ଚାଲିଛି।  ଘରୋଇ ହସ୍ପିଟାଲ ସହ ଆଲୋଚନା ହେବ। ଯେଉଁଥିରେ ମୃତକଙ୍କୁ […]

ଭୁବନେଶ୍ବର: ସ୍କ୍ରବ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଗଲେ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ । ଏହି ଟିମରେ ଜଣେ ଯୁଗ୍ମ ନିର୍ଦେଶକଙ୍କ ସହ ଏପିଡେମୋଲୋଜିଷ୍ଟ ଅଛନ୍ତି। ବରଗଡରୁ ୫ ଓ ସୁନ୍ଦରଗଡ଼ରୁ ଜଣଙ୍କ ମୃତ୍ୟୁ ଖବର ମିଡ଼ିଆରେ ଆସିଥିଲା। ହେଲେ ସେମାନଙ୍କ ଟେଷ୍ଟ ଘରୋଇ ହସ୍ପିଟାଲରେ ହୋଇଥିଲା। କଣ ଟେଷ୍ଟ ହୋଇଥିଲା ଓ କେମିତି ମୃତ୍ୟୁ ଘଟିଛି ତାହାର ତଦନ୍ତ ଚାଲିଛି।  ଘରୋଇ ହସ୍ପିଟାଲ ସହ ଆଲୋଚନା ହେବ। ଯେଉଁଥିରେ ମୃତକଙ୍କୁ ନେଇ ତଥ୍ୟ ସଂଗ୍ରହ ହେବ। ଘରୋଇ ହସ୍ପିଟାଲ କାର୍ଡ ଟେଷ୍ଟ କରୁଛନ୍ତି।  ଯାହା ଠିକ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ହେଲେ ତାହା ପ୍ରକୃତ ଟେଷ୍ଟ ନୁହେଁ ।  କେବଳ ଏଲିଶା ପଦ୍ଧତିରେ ଟେଷ୍ଟ ହେଲେ ହି ସଠିକ ତଥ୍ୟ ମିଳିବ। ସରକାରୀ ହସ୍ପିଟାଲରେ ଏଲିଶା ପଦ୍ଧତିରେ ପରୀକ୍ଷା ହେଉଛି । ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

18 Sep 2023 By The Sakala

ସ୍କ୍ରବ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଗଲେ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍

ଭୁବନେଶ୍ବର: ସ୍କ୍ରବ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଗଲେ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ । ଏହି ଟିମରେ ଜଣେ ଯୁଗ୍ମ ନିର୍ଦେଶକଙ୍କ ସହ ଏପିଡେମୋଲୋଜିଷ୍ଟ ଅଛନ୍ତି। ବରଗଡରୁ ୫ ଓ ସୁନ୍ଦରଗଡ଼ରୁ ଜଣଙ୍କ ମୃତ୍ୟୁ ଖବର ମିଡ଼ିଆରେ ଆସିଥିଲା। ହେଲେ ସେମାନଙ୍କ ଟେଷ୍ଟ ଘରୋଇ ହସ୍ପିଟାଲରେ ହୋଇଥିଲା। କଣ ଟେଷ୍ଟ ହୋଇଥିଲା ଓ କେମିତି ମୃତ୍ୟୁ ଘଟିଛି ତାହାର ତଦନ୍ତ ଚାଲିଛି।  ଘରୋଇ ହସ୍ପିଟାଲ ସହ ଆଲୋଚନା ହେବ। ଯେଉଁଥିରେ ମୃତକଙ୍କୁ ନେଇ ତଥ୍ୟ ସଂଗ୍ରହ ହେବ। ଘରୋଇ ହସ୍ପିଟାଲ କାର୍ଡ ଟେଷ୍ଟ କରୁଛନ୍ତି।  ଯାହା ଠିକ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ହେଲେ ତାହା ପ୍ରକୃତ ଟେଷ୍ଟ ନୁହେଁ ।  କେବଳ ଏଲିଶା ପଦ୍ଧତିରେ ଟେଷ୍ଟ ହେଲେ ହି ସଠିକ ତଥ୍ୟ ମିଳିବ। ସରକାରୀ ହସ୍ପିଟାଲରେ ଏଲିଶା ପଦ୍ଧତିରେ ପରୀକ୍ଷା ହେଉଛି । ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର